CHARIDHAM
Browsing Category

ଅପରାଧ

ବାପାର ପ୍ରେମିକାକୁ ହତ୍ୟା କଲା ନାବାଳକ ପୁଅ, ଘଟଣାରେ ପତ୍ନୀଙ୍କ ସମ୍ପୃକ୍ତି

କୋଲକାତା: ପରକ୍ରୀୟା ପ୍ରୀତିର କରୁଣ ପରିଣତି। ବାପାର ପ୍ରେମିକାର ଜୀବନ ନେଇଗଲା ନାବାଳକ ପୁଅ। ଘଟଣାରେ ସାମିଲ ଥିଲେ ପତ୍ନୀ। GPS ଦ୍ୱାରା ଫଲୋ କଲେ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ। ରାସ୍ତା ଉପରେ ଯନ୍ତ୍ରଣାରେ…

Big Breaking: ଗିରଫ ହେଲେ ବଣାଇ ITDA ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁ

ଭୁବନେଶ୍ୱର: ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କୁ ପୋଲିସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଭୁବନେଶ୍ୱରରେ ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ…

ବାସୁଦେବପୁର: ତାଲା ଭାଙ୍ଗି ମଧ୍ୟାହ୍ନ ଭୋଜନ ଚାଉଳ ନେଇଗଲେ ଦୁର୍ବୃତ୍ତ

ବାସୁଦେବପୁର: (ଓଡ଼ିଶା ଭାସ୍କର) ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଅଭବନୀୟ ଘଟଣା। ତାଲା ଭାଙ୍ଗି ନେଇଗଲେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ। ନାୟକାଣୀଡ଼ିହି ଥାନା ଚାରବାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ…

ପ୍ରଶ୍ନପତ୍ର ଲିକ୍ ମାମଲା: ଛାତ୍ରଙ୍କ ସହ କିରାଣି ଗିରଫ

ବରଗଡ଼: ପ୍ରଶ୍ନପତ୍ର ଲିକ୍ ମାମଲାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୦ ଜଣ ଛାତ୍ର ଥିବାବେଳେ ଜଣେ କିରାଣି ଓ ଜଣେ କମ୍ପ୍ୟୁଟର ଦୋକାନୀ ଅଛନ୍ତି । ତେବେ କିରାଣି ଜଣଙ୍କ…

ସେନା ମୁଖ୍ୟ ମହମ୍ମଦ ଦୈଫ ମୃତ, ସ୍ପଷ୍ଟ କଲା ହମାସ

ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ଏହାର ସାମରିକ ମୁଖ୍ୟ ମହମ୍ମଦ ଦୈଫ୍‌ଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛିା ଗତ ବର୍ଷ ଅଗଷ୍ଟରେ ଇସରାଏଲ ମହମ୍ମଦଙ୍କୁ ହତ୍ୟା କରିଥିବା ଦାବି କରିଥିଲ।। କିନ୍ତୁ…

ଝିଅ TikTok କଲା ବୋଲି ଗୁଳି କରି ମାରିଦେଲା ବାପା

ନୂଆଦିଲ୍ଲୀ: ଟିକ୍ ଟକ୍ ଭିଡିଓକୁ ନେଇ ଝିଅକୁ ଗୁଳି କଲେ ବାପା। ପାକିସ୍ତାନର କ୍ୱେଟା ସହରରେ ଜଣେ ବ୍ୟକ୍ତି ନିଜ ଝିଅକୁ ଗୁଳି କରି ହତ୍ୟା କରିଛନ୍ତି। ନିକଟରେ ଆମେରିକାରୁ ନିଜ ପରିବାରକୁ ପାକିସ୍ତାନ ଫେରାଇ ଆଣିଥିବା…

ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ୟୁନିଭରସିଟିରେ ଫୁଟିଲା ଗୁଳି, ୨ ଛାତ୍ର ଆହତ

ବିହାର: ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ହଙ୍ଗାମା। ୟୁନିଭରସିଟି କ୍ୟାମ୍ପସରେ ଫୁଟିଲା ଗୁଳି। ଦୁଇ ଛାତ୍ର ଆହତ। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଚାନ୍ଦା ଦେବା ନେବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରେ ବାବା…

ଜୁଆ ଖେଳରୁ ସାଙ୍ଗର ତଣ୍ଟି କାଟିଲେ, ବୁଦାରେ ଫୋପାଡ଼ି ନିଆଁ ଲଗାଇଦେଲେ

ବିହାର: ଝିମିଟି ଖେଳରୁ ମହାଭାରତ ହେବା ପରେ ଜୁଆ ଖେଳରୁ ହତ୍ୟା। ପ୍ରଥମେ ସାଙ୍ଗର ଗଳା କାଟିବା ପରେ ମନ ବୁଝିଲାନି ଯେ, ଦରମରା ଅବସ୍ଥାରେ ବୁଦା ଭିତରେ ପକାଇ ନିଆଁ ଲଗାଇଦେଲେ ଅପରାଧୀ। ଘଟଣାଟି ହେଉଛି ବିହାରର।…

ନିର୍ଯାତନାର ସବୁ ସୀମା ଲଂଘିଲା ପଡ଼ୋଶୀ: ଛୁଆଙ୍କ ଆଗରେ ମା’କୁ କରିଲା ଦୁଷ୍କର୍ମ

ଗୌହାଟୀ: ଆସାମର କାଚର ଜିଲ୍ଲାରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଧୋଲାଇରେ ଜଣେ ପଡ଼ୋଶୀ ଯୁବକ ନିଜ ପିଲାଙ୍କ ସାମ୍ନାରେ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କ ଉପରକୁ ଏସିଡ୍…

ପଟ୍ଟାମୁଣ୍ଡାଇ: ନିର୍ବନ୍ଧ ପରେ କନ୍ୟାକୁ ଥଣ୍ଡା ପାନୀୟରେ ଦେଲେ ବିଷ

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ପଟ୍ଟାମୁଣ୍ଡାଇ ଡାମରପୁର ଗାଁରେ ଅଭାବନୀୟ ଘଟଣା। ନିର୍ବନ୍ଧ ପରେ କନ୍ୟାକୁ ଥଣ୍ଡା ପାନୀୟରେ ଦେଲେ ବିଷ। କନ୍ୟା ମେଡିକାଲ୍‌ରେ ଭର୍ତ୍ତି। ଯେଉଁ ଯୁବକ ସହ ନିର୍ବନ୍ଧ ହୋଇଥିଲା ତାର…