Browsing Category
ଅପରାଧ
Big Breaking; ସାରା ଦେଶରେ ବ୍ୟାପିଛି ନକଲି ବିଶ୍ୱବିଦ୍ୟାଳୟର ରାଜୁତି: ଓଡ଼ିଶାରେ କେତୋଟି?
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ନକଲି ଜିନିଷର ମାମଲା ବଢିବାରେ ଲାଗିଛି । ନକଲି ଔଷଧରୁ ଆରମ୍ଭ କରି ନକଲି ଖାଦ୍ୟ ବିକ୍ରି କରି ଟଙ୍କା ରୋଜଗାର କରିବା ଯେମିତି ଏକ ଟ୍ରେଣ୍ଡ ପାଲଟିଗଲାଣି । ଏବେ ଏହି ନକଲି…
‘ନାବାଳିକା ସହିତ ଲିଭ-ଇନ୍ ସମ୍ପର୍କ ଅବୈଧ’, କୋର୍ଟ କହିଲେ ଏପରି ସମ୍ପର୍କ ଆଇନ ଏବଂ ସମାଜ ବିରୋଧୀ ଅଟେ
ନୂଆଦିଲ୍ଲୀ:ଯଦି ଲିଭ-ଇନ୍ ସମ୍ପର୍କରେ ରହୁଥିବା ଜଣେ ନାବାଳକ ବା ନାବାଳିକା ହୋଇଥିବେ ତେବେ ସମ୍ପର୍କ ବୈଧ ବୋଲି ଧରାଯିବ ନାହିଁ କିମ୍ବା ଏହା ସୁରକ୍ଷା ଅଧୀନରେ ଆସିବ ନାହିଁ। ଏକ ମାମଲା ଶୁଣାଣି ବେଳେ ଆହ୍ଲାବାଦ…
ଚଳନ୍ତା ଟ୍ରେନରେ ଛାତ୍ରୀଙ୍କ ସାମ୍ନାରେ ବସି ଖରାପ କାମ କରୁଥିଲା ଏହି ବ୍ୟକ୍ତି! ପୋଲିସ କଲା ଗିରଫ
କେରଳ: ଚଳନ୍ତା ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କେରଳ ପୋଲିସ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଜୁଲାଇ ୩୧ ରେ କୋଏମ୍ବାଟୁର-ମଙ୍ଗଳାପୁରାମ ଇଣ୍ଟର ସିଟି ଏକ୍ସପ୍ରେସରେ ଛାତ୍ରୀ ଜଣକ କନ୍ନୁର…
ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଲାଗିଲା ନିର୍ବାଚନ ଫଳାଫଳ ବଦଳାଇବାର ଅଭିଯୋଗ, ଗୁରୁବାର ଦିନ କୋର୍ଟରେ ହେବେ ହାଜର
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିପଦ ମାଡି ମାଡି ଆସୁଛି । ଆମେରିକାର ଏକ ଅଦାଲତ ୨୦୨୦ ମସିହାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳାକୁ ବଦଳାଇବାର ଷଡଯନ୍ତ୍ର ପାଇଁ ଟ୍ରମ୍ପଙ୍କୁ…
ତଣ୍ଟି ଚିପି ମାଆ କଲା ପୁଅର ହତ୍ୟା: ପୋଲିସକୁ ଫୋନ କରି ମାଆ କହିଲା ଆସନ୍ତୁ, ମୁଁ ମୋ ପୁଅକୁ ମାରିଦେଇଛି
ଜୟପୁର: ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଜଣେ ମାଆ ନିଜ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ହତ୍ୟାକାରୀ ମାଆ ନିଜେ ପୋଲିସ ଷ୍ଟେସନକୁ ଫୋନ କରି କହିଛି ଯେ, ପୋଲିସ ପଠାନ୍ତୁ,…
‘ପୃଥିବୀ ଧ୍ୱଂସ ହେବାକୁ ଯାଉଛି, ଏଣୁ ମୁଁ ମୋ ପିଲାଙ୍କୁ ସୁରକ୍ଷିତ ସ୍ୱର୍ଗକୁ ପଠାଇ ଦେଇଛି’ ଅଦାଲତରେ ଏପରି କିଛି ବୟାନ ରଖିଛି ହତ୍ୟାକାରୀ ମା’
ନୂଆଦିଲ୍ଲୀ: କୁହାଯାଏ ଦୁନିଆରେ ପିଲାଙ୍କ ଲାଗି ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ମା’ର କୋଳ । କିନ୍ତୁ ସେହି ମା’ ଯଦି ପିଶାଚୀ ପାଲଟିଯାଏ ତେବେ କ’ଣ ହେବ । ଜଣେ ମହିଳା ନିଜର ୨ ପିଲାଙ୍କୁ ହତ୍ୟା କରିଥିବାର ଏକ…
ମନି ଲଣ୍ଡ୍ରିଂ ମାମଲା: ହିରୋ କମ୍ପାନୀର ଚେୟାରମ୍ୟାନଙ୍କ ଘରେ ଇଡିର ଚଢାଉ
ନୂଆଦିଲ୍ଲୀ: Hero Motocorpର କାର୍ଯ୍ୟକାରୀ ଅଧ୍ୟକ୍ଷ ପବନ ମୁଞ୍ଜାଲଙ୍କ ଘରେ ଇଡି ଚଢାଉ କରିଛି । ଇଡି ପବନ ମୁଞ୍ଜାଲଙ୍କ ଘର ସମେତ ଅଫିସ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରଖିଛି । ଏହା ମନି ଲଣ୍ଡ୍ରିଂ ମାମଲାକୁ…
(Video) ଜାରି ହେଲା ୧୪୪, ଇଣ୍ଟରନେଟ ସେବା ବି ବନ୍ଦ: ଅଣାୟତ ହେଉଛି ହରିୟାଣା ପରିସ୍ଥିତି
ନୂଆଦିଲ୍ଲୀ: ହରିୟାଣାର ନୁହ ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃଶକ୍ତି ଦୁର୍ଗା ବାହିନୀର ବ୍ରଜମଣ୍ଡଳ ଯାତ୍ରାରେ ପଥରମାଡ଼କୁ ନେଇ ହିଂସା ଜୋର ଧରିଛି । ବର୍ତ୍ତମାନ ଶୋଭାଯାତ୍ରା ହିଂସା ଜୋର ଧରିଥିବାରୁ ହରିୟାଣାରେ…
୨୦ ଲକ୍ଷ ମୂଲ୍ୟର ଟମାଟୋ ବୋଝେଇ ଟ୍ରକ୍ ନିଖୋଜ, ବ୍ୟବସାୟୀମାନେ ଦାଖଲ କଲେ ଏଫ୍ଆଇଆର୍
ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋ ମୂଲ୍ୟରେ ତୀବ୍ର ବୃଦ୍ଧି ହେତୁ ଗ୍ରାହକଙ୍କ ପକେଟ ଖାଲି ହୋଇଯାଉଥିବା ବେଳେ କିଛି କୃଷକ ଏବଂ ବ୍ୟବସାୟୀ ଟମାଟୋ ବିକ୍ରି କରି ବିପୁଳ ଲାଭ କରିଛନ୍ତି। ଏହା ସହିତ ଟମାଟୋ ଚୋରିର ଅନେକ ଖବର…
ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳିମାଡ଼: ଜଣେ ASIଙ୍କ ସମେତ ୪ ଜଣଙ୍କ ମୃତ୍ୟୁ
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ବିନିମୟ ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁଳି ବିନିମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଚାରି ଜଣଙ୍କ…