Browsing Category
ଅପରାଧ
ହାତୀକୁ ପୋଡି ପ୍ରମାଣ ନଷ୍ଟ ମାମଲା, ୩ କର୍ମଚାରୀ ଗିରଫ
ବାରିପଦା: ଆଜି ଶିମିଳିପାଳରେ ବନ୍ୟପ୍ରାଣୀଙ୍କୁ ନେଇ କଡା ତଦନ୍ତ ଜାରି ରଖିଛି । ଶିମିଳିପାଳରେ ଶିକାରୀମାନଙ୍କ ସଂଖ୍ୟା ବଢିଯିବା କଥା ସାମ୍ନାକୁ ଆସୁଛି । ସକାଳେ ମହାବଳ ବାଘ ଚମଡା ବିକ୍ରି ପାଇଁ ଜଣେ ଗିରଫ ହୋଇଥିବା…
(Video) ଭଗବାନଙ୍କୁ ବି ଛାଡ଼ିଲେନି! ଘରର ମନ୍ଦିରରେ ଲୁଚାଇଥିଲେ ବେଆଇନ ମଦ, ଏପରି ଖୋଜିଲା ପୋଲିସ
ମଦ ଚୋରା ଚାଲାଣକାରୀମାନେ ବେଆଇନ ମଦ ବିକ୍ରି ପାଇଁ ଅନେକ ଅଜବ ଆଇଡିଆ ବାହାର କରନ୍ତି । କେତେକ ଲୋକ ଗାଡ଼ିର ଡୋରରେ ଲୁଚାଇ ରଖନ୍ତି ତ’ ଆଉ କେଉଁ ସ୍ଥାନରେ ହ୍ୟାଣ୍ଡ ପମ୍ପରୁ ମଦ ବାହାରେ । ବର୍ତ୍ତମାନ ଏହି ମଦ ଚୋରା…
ଅସୁରକ୍ଷିତ ଶିମିଳିପାଳ, ଜବତ ହେଲା ମହାବଳ ବାଘ ଚମଡ଼ା
ବାରିପଦା: ଶିମିଳିପାଳରେ ଶିକାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶିକାରୀମାନେ ଶିମିଳିପାଳରେ ପଶୁଙ୍କୁ ଶିକାର କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତଥ୍ୟକୁ ପୋଡ଼ିଦେଇଥିବା ବେଳେ, ବର୍ତ୍ତମାନ ଅନ୍ୟ ଏକ…
ଭୁବନେଶ୍ୱରରେ ଚାଞ୍ଚଲ୍ୟ; ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଗଣ ଦୁଷ୍କର୍ମ
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାର ଲାଗିଛି । ଖାସ କରି ଝିଅ ଓ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି ଏହି ସମାଜ । ଫଳରେ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ନାରୀ…
ବିବାଦ ଘେରରେ କୋଟା : ଦିନ କୁ ଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ସଂଖ୍ୟା, ଛାତ୍ରଛାତ୍ରୀ ପାଇଁ କୋଟା ସୁରକ୍ଷିତ କି ?
କୋଟା: କୋଟା ରାଜସ୍ଥାନର ଏକ ସହର ଯାହା କେବଳ ଏହାର ପ୍ରାଚୀନ ସ୍ଥାପତ୍ୟ ସ୍ଥାନ ଏବଂ ଚମତ୍କାର ଉଦ୍ୟାନ ପାଇଁ ପ୍ରସିଦ୍ଧ ନୁହେଁ ବରଂ ଆଇଆଇଟି ଏବଂ ମେଡିକାଲ୍ କଲେଜରେ ଦାଖିଲା ଭରିବା ପାଇଁ ଉଚ୍ଚତ୍ତମ କୋଚିଂ କ୍ଲାସ୍…
ଭାରତ ଯୋଡୋ ଯାତ୍ରାରେ ତମ୍ବୁ ଜାଳିବାକୁ ଉଦ୍ୟମ: ଚାରିଜଣ ଅଭିଯୁକ୍ତକାରୀ ଗିରଫ
ନୂଆଦିଲ୍ଲୀ :ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରର ଏକ ତମ୍ବୁରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ସାୱାଇମାଧୋପୁରର ବାମନୱାସରେ କିଛି ଅଜ୍ଞାତ ବ୍ୟକ୍ତି ନିଆଁ ଲଗାଇବାକୁ ପ୍ରସ୍ତୁତ…
ସାଇବର ଠକେଇର ନୂଆ ମୋଡ: ବିନା ଓଟିପିରେ ଆକାଉଣ୍ଟରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା!
ନୂଆଦିଲ୍ଲୀ: ସାଇବର ଠକେଇର ଘଟଣା ଲଗାତାର ବଢିବାରେ ଲାଗିଛି । କାହାକୁ ଓଟିପି ସେୟାର ନକରିବା ପାଇଁ ଆମକୁ କୁହାଯାଇଥାଏ । ଯଦି ଆପଣ ଓଟିପି ସେୟାର ନକରି ଆକାଉଣ୍ଟରୁ ଟଙ୍କା ଗାୟବ ହେଇଯାଉଛି ତେବେ ଆପଣ କଣ କରିବେ?…
କୋର୍ଟରେ ହାଜର ହେଲେ ଜଗବନ୍ଧୁ; ସ୍ୱାମୀ ସ୍ତ୍ରୀଙ୍କୁ ହୋଇପାରେ ମୁହାଁମୁହିଁ ଜେରା
ଭୁବନେଶ୍ୱର: ସାରା ରାଜୟରେ ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗ ମାମଲାରେ ଆସିଲା ବଡ ଅବଡେଟ୍ । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେଲେ ଉଭୟ ସ୍ୱାମୀ-ସ୍ତ୍ରୀ । ତେବେ ଉଭୟଙ୍କୁ ହୋଇପାରେ ମୁହାଁ ମୁହିଁ ଜେରା । ତେବେ…
ନା ଆସିଲା ଲିଙ୍କ୍ , ନା ଆସିଲା ଓଟିପି… ଏହା ପରେ ବି ସାଇବର ଠକ ଲୁଟିନେଲେ ୫୦ ଲକ୍ଷ
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ସୁରକ୍ଷା ଏଜେନ୍ସି ଚଳାଉଥିବା ଜଣେ ବ୍ୟକ୍ତି ସାଇବର ଠକାମୀର ଶିକାର ହୋଇଛନ୍ତି । ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଖବର ସାମ୍ନାକୁ ଆସିଛି । ଏହା ପରେ…
ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା
ଭୁବନେଶ୍ୱର: ଇନଫୋସିଟି ଥାନାରେ ବିରେନ୍ଦ୍ର ଲାକ୍ରା । ଆନନ୍ଦ ଟପୋ ହତ୍ୟା ମାମଲାରେ ଥାନାରୁ ଡକାରା ଆସିଛି । ଡକାରା ପରେ ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ପୂର୍ବତନ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା । କିଛି ଦିନ…