CHARIDHAM
Browsing Category

ଅପରାଧ

ମସ୍କୋ ଆକ୍ରମଣ: ୯୩ ମୃତ, ୪ ଆକ୍ରମଣକାରୀଙ୍କ ସମେତ ୧୧ ଗିରଫ

ନୂଆଦିଲ୍ଲୀ: ରୁଷିଆର ରାଜଧାନୀ ମସ୍କୋରେ ଏକ କନସର୍ଟ ହଲ୍ ଉପରେ ହୋଇଥିବା ଆକ୍ରମଣରେ ମୃତକଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏହି ଆକ୍ରମଣରେ ଅତି କମରେ ୧୪୦ ଜଣ ଆହତ ହୋଇଥିଲେ । ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ଆହୁରି…

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି; ମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ

ପୁରୀ: ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି । ଶ୍ରୀମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ । ବାଇଶି ପାହାଚ ନିକଟରେ ୨ ବିଦେଶୀ ଭକ୍ତଙ୍କୁ ଅଟକାଇଲେ ସେବାୟତ । ୨ ବିଦେଶୀ ଭକ୍ତଙ୍କୁ ସିଂହଦ୍ବାର ଥାନାରେ…

ଭାରତ ଆସିଲା ଗ୍ୟାଙ୍ଗଷ୍ଟର ପ୍ରସାଦ ପୂଜାରୀ, ଚୀନରୁ ମୁମ୍ବାଇକୁ ଅଣାଗଲା

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଏଜେନ୍ସିମାନଙ୍କୁ ଭାରତରୁ ଫେରାର ହୋଇଯାଇଥିବା ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳତା ମିଳିଛି । ପ୍ରସାଦ ପୂଜାରୀ ନାମକ ଗ୍ୟାଙ୍ଗଷ୍ଟରକୁ ଚୀନ ରୁ ମୁମ୍ବାଇ ଅଣାଯାଇଛି । ତେବେ ପ୍ରସାଦ…

ଟଙ୍କା ନେଇ ପ୍ରଶ୍ନ ପଚାରିବା ଘଟଣାରେ TMC ନେତ୍ରୀ ମହୁଆ ମୈଇତ୍ରାଙ୍କ ବିରୋଧରେ FIR ରୁଜୁ କଲା CBI

କୋଲକାତା : ଟଙ୍କା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ସିବିଆଇ ଏଫ୍ଆଇଆର୍ ରୁଜୁ କରିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକପାଳଙ୍କ…

କାନ୍ଧାରରେ ଆତ୍ମଘାତୀ ବିସ୍ଫୋରଣ; ୨୧ ଜଣଙ୍କ ମୃତ୍ୟୁ ପାଇଁ ଆଇଏସଆଇଏସ୍ ଦାୟୀ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦକ୍ଷିଣ ସହର କାନ୍ଧାରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି। ଗୁରୁବାର ହୋଇଥିବା ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି।…

ସବୁ ସୀମା ଟପିଗଲେ; ତିଆରି କଲେ ନକଲି ଆରଟିଓ ଅଫିସ, କିଏ ଦେଉଛି ସାହସ?

ବାଲେଶ୍ବର : ( ଓଡ଼ିଶା ଭାସ୍କର ) ଜଳେଶ୍ୱରରେ ଠାବ ହେଲା ନକଲି ଆରଟିଓ ଅଫିସ । ଏହି ମାମଲାରେ ଗିରଫ ହେଲେ ୨ ଜଣ । ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଖୋଲିଥିଲେ ନକଲି ଓରଟିଓ ଅଫିସ । ଟୋଲଗେଟରେ ଗାଡ଼ି ଅଟକିବା ବେଳେ ଚାଲାଣ…

ରାତି ଅଧିଆ ଚଢାଉରେ ଫସିଗଲେ ଶିକାରୀ: ବନ୍ଧୁକ ସହ ୬ ଜଣଙ୍କୁ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଚାନକ ରାତି ଅଧରେ ଚଢାଉ କରିଛି ପୋଲିସ । ସ୍ଥାନୀୟ ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ପୋଲିସର ଏହି ଚଢାଉ କରାଯାଇଛି । ନୀଳଗିରି ପୋଲିସ ଏବଂ ବନ ବିଭାଗର ଏହି ମିଳିତ ଚଢାଉରେ ୬…

MS Dhoniଙ୍କୁ ମିଳିଛି ବଡ଼ ଧୋକା! କୋର୍ଟଙ୍କ ରାୟ ପରେ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ସହ ବିଶ୍ୱାସଘାତକତା ମାମଲାରେ ରାଞ୍ଚି ସିଭିଲ କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଧୋନୀଙ୍କ ପୂର୍ବ ସାଥୀ ଖେଳାଳି ମିହିର ଦିବାକର, ସୌମ୍ୟା ଦାସ ଏବଂ ଆରକା…

(Video) କୁଖ୍ୟାତ ମାଓନେତ୍ରୀ ମୁଣ୍ଡ ଉପରେ ଥିଲା ୫ଲକ୍ଷ ଇନାମ; ଯବାନଙ୍କ ଗୋଟିଏ ଗୁଳିରେ…

ମାଲକାନଗିରି: ପୁଣି ଛତିଶଗଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଲୋକ ସଭା ନିର୍ବାଚନ କୁ ଭଣ୍ଡୁର କରିବା ଲାଗି ମାଓବାଦି ମାନେ ଯୋଜନା କରୁଥିବା ବେଳେ ଏହାକୁ ଭଣ୍ଡୁର କରିଛନ୍ତି ଯବାନ । ଗୁଳି…

ନିର୍ବାଚନ ଆଗରୁ ତାତିଲାଣି ପଶ୍ଚିମବଙ୍ଗ: ଦିନହାଟାରେ ଟିଏମସି ଓ ବିଜେପି ସମର୍ଥକ ମୁହାଁମୁହିଁ

କୋଲକାତା: ମଙ୍ଗଳବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ବିହାର ଜିଲ୍ଲାର ଦିନହାଟାଠାରେ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟ ମନ୍ତ୍ରୀ ଉଦୟନ ଗୁହା ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିସିଥ ପ୍ରାମାଣିକଙ୍କ ସମର୍ଥକଙ୍କ…