Browsing Category
ଅପରାଧ
ଗିରଫ ହେଲେ ଲୋକପ୍ରିୟ ସିଙ୍ଗର ଦଲେର ମେହେନ୍ଦୀ: ଏହି ସଙ୍ଗୀନ ଅଭିଯୋଗରେ ଫସିଲେ ଗାୟକ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ସିଙ୍ଗର ଦଲେର ମେହେନ୍ଦୀଙ୍କୁ ଗିରଫ କରିଛି ପୋଲିସ । ପଟିୟାଲା କୋର୍ଟରେ ତାଙ୍କୁ ୨ ବର୍ଷର କାରାଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି । ତେବେ ୨୦୦୩ ମସିହାର ଏକ ମାମଲାରେ ଫସି ଜେଲ ଯାଇଛନ୍ତି ଦଲେର…
୨୦୪୭ ସୁଦ୍ଧା ଭାରତ ହେବ ଇସଲାମିକ୍ ରାଷ୍ଟ୍ର! ବିରାଟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କଲା ପୋଲିସ୍
ପାଟନା: ବିହାର ପୋଲିସ ପାଟନା ଜିଲ୍ଲାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଉଭୟ ଆତଙ୍କବାଦୀ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିଲେ ଏବଂ ଏକ ସମୁଦାୟ ବିଶେଷ ଲୋକଙ୍କୁ ଆତଙ୍କୀ ପ୍ରଶିକ୍ଷଣ ଦେଉଥିଲେ । ସେମାନଙ୍କ ପାଖରୁ…
ବିଜେଡି ବିଧାୟକଙ୍କ ସେକ୍ସ ରାକେଟ! ତଦନ୍ତ କରିପାରେ କ୍ରାଇମ୍ ବ୍ରାଞ୍ଚ
ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବଢ଼ିବାରେ ଲାଗିଛି ଅଢ଼ୁଆ । ବିଧାୟକ ବିଜୟ ଶଙ୍କର ସେକ୍ସ ରାକେଟ ଚଲାଉଥିଲେ କି ନାହିଁ ତାର ଏବେ ତଦନ୍ତ ହେବ । ବିଧାୟକଙ୍କ ପ୍ରେମିକା କରିଥିବା ଅଭିଯୋଗ ଅନୁଯାୟି ବିଜୟ…
ମାତ୍ର ୫ଟଙ୍କା ପାଇଁ ଲୁହା ରଡ଼ରେ ଆକ୍ରମଣ ବିଅରପାର୍ଲର କର୍ମଚାର ,୨ ଗ୍ରାହକ ଆହତ
ନିମାପଡ଼ା, (ଭାସ୍କର ନ୍ୟୁଜ୍): ଏକ ବିଅର ପାର୍ଲରରେ ୫ଟଙ୍କା ଫୋନ୍ ପେ କୁ ନେଇ ପାର୍ଲର କର୍ମଚାରୀଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍…
ବାଇକ୍ ଚୋରୀ ର୍ୟାକେଟ୍ର କିଙ୍ଗପିନକୁ ଧରିଲା ପୋଲିସ: ୫ ଗିରଫ, ୭ ବାଇକ୍ ଜବତ
ଢେଙ୍କାନାଳ, (ଭାସ୍କର ନ୍ୟୁଜ୍) : ଢେଙ୍କାନାଳ ସହରରେ ବାଇକ ଚୋରିର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା । ବାଇକ ଚୋରି ଘଟଣା ପୋଲିସକୁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ା ପୋଲିସ ଏହାକୁ ନେଇ ତତ୍ପରତା…
ଯୁବତୀଙ୍କୁ ନେଇ ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ, ୭ ଆହତ
ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍):କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତ ଅନ୍ତର୍ଗତ ନାଳପଦର ଗ୍ରାମରେ ଜଣେ ଯୁବତୀ ପାଇଁ ତୁମୁଳ କାଣ୍ଡ ଘଟିଛି । ଏଥିରେ ତିନଟି ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ…
ଜନସେବା କେନ୍ଦ୍ରରେ ଚଢ଼ଉ କରି ୧୫ ଲକ୍ଷରୁ ଅଧିକ ଜାଲ୍ ନୋଟ୍ ଜବତ କଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍, ୨ ଗିରଫ: ଛତିଶଗଡ଼କୁ ଲମ୍ବିଛି ଚେର
ସମ୍ବଲପୁର, (ଭାସ୍କର ନ୍ୟୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ନକଲି ନୋଟ୍ କାର୍ବାର୍ ଜୋର୍ ଧରିଛି । ବିଶେଷ କରି ୨ଶହ ଟଙ୍କିଆ ନୋଟ୍ର ଜାଲ୍ କାରବାର ଚାଲୁ ରହିଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲା…
ଏୟାରପୋର୍ଟରେ ଦମ୍ପତ୍ତିଙ୍କ ଠାରୁ ଜବତ ହେଲା ୪୫ ବନ୍ଧୁକ, ଖେଳିଗଲା ଆତଙ୍କ
ନୂଆଦିଲ୍ଳୀ: ବୁଧବାର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା, ଯାହା କଷ୍ଟମ୍ସ ଅଧିକାରୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। କଷ୍ଟମ ଅଧିକାରୀମାନେ…
(Video) ଦେହ ସୁସ୍ଥ କରିବା ବାହାନାରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ: ଭଣ୍ଡ ବାବାକୁ ବାନ୍ଧିନେଲା ପୋଲିସ
ବରଗଡ଼(ଓଡ଼ିଶା ଭାସ୍କର): ଦେହ ସୁସ୍ଥ କରିଦେବା ବାହାନାରେ ନବ ବିବାହିତା ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭଣ୍ଡବାବା ଗିରଫ । ଏଭଳି ଏକ ଲଜ୍ଜାଜନକ ଘଟଣା ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କର୍ଲା ଝୁରୀ…
ଧରାପଡ଼ିଲା ଲୋଭୀ ଡ୍ରାଇଭର, ATM ଭ୍ୟାନ୍ ସହ ଲୁଟିନେଇଥିଲେ ଟଙ୍କା
ନୂଆପଡ଼ା: ଶେଷରେ ଧରାପଡ଼ିଲା ଟଙ୍କା ସହ ଏଟିଏମ ଭ୍ୟାନ୍ ଲୁଟି ନେଇଥିବା ଅଭିଯୁକ୍ତ ଡ୍ରାଇଭର । ନୂଆପଡ଼ା ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି । ଫରାର୍ ଡ୍ରାଇଭର ଜୟରାମ ମାଝୀଠାରୁ ୫୫ ଲକ୍ଷ ୭୬ ହଜାର…