Browsing Category

ଅପରାଧ

ସ୍ୱାମୀ-ସ୍ତ୍ରୀଙ୍କ ଗଳାକାଟି ହତ୍ୟା! ବାଲେଶ୍ୱରରେ ଭୟଙ୍କର ଅପରାଧ ନେଇ ଚାଞ୍ଚଲ୍ୟ

ସୋର: ବାଲେଶ୍ୱର ସୋର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅମାନବୀୟ କାଣ୍ଡ । ସ୍ୱାମୀ ଏବଂ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରାଯାଇଛି । ସବୀରା ପଞ୍ଚାୟତ ଅନ୍ତର୍ଗତ ମାଝୀସାହିରେ ଏଭଳି ନିର୍ମମ ହତ୍ୟାକାଣ୍ଡ ହୋଇଥିବା…

Facebook, Instagramରେ ମହିଳାଙ୍କ ଅଶ୍ଳୀଳ ଫଟୋ: ପ୍ରେମିକାଙ୍କ ସାଙ୍ଗଠୁ ପ୍ରତିଶୋଧ ଆଶାରେ ଯୁବକ ଗିରଫ

ନୂଆଦିଲ୍ଲୀ: କାହାର ଭଲ କରୁ କରୁ ଅନେକ ଲୋକ ନିଜ ଗୋଡରେ କୁରାଢୀ ମାରି ବସନ୍ତି । ଯାହାର ପରିଣାମ ତାଙ୍କୁ ହିଁ ଭୋଗିବାକୁ ପଡିଥାଏ । ସେମିତି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ । ଦୁଇ…

ବାହା ହେବାକୁ ମନା କରିବାରୁ ଭୁଜାଲିରେ ଭୁଷି ଭୁଷି ହତ୍ୟା

ବାଙ୍ଗାଲୋର : ବାହା ହେବାକୁ ମନା କରିବାରୁ ଜଣେ ଯୁବତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହାରିଛନ୍ତି । ତାଙ୍କ ପ୍ରେମିକ ତାଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଭୁଜାଲିରେ ହତ୍ୟା କରିଛି । ପ୍ରାୟ ୧୬ ଥର ତାଙ୍କ ଭୁଷି ଭୁଷି…

ଉମେଶ ପାଲ ହତ୍ୟାକାଣ୍ଡ : ଆହତ କନଷ୍ଟେବଳ ରାଘବେନ୍ଦ୍ର ମୃତ.. ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ

ନୂଆଦିଲ୍ଲୀ : ଉମେଶ ପାଲ ହତ୍ୟା ମାମଲାରେ ଆହତ ହୋଇଥିବା ଅନ୍ୟ ଜଣେ କନଷ୍ଟେବଳ ରାଘବେନ୍ଦ୍ରଙ୍କ ମଧ୍ୟ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ନ ୫: ୪୫ ରେ ଚିକିତ୍ସା ସମୟରେ କନଷ୍ଟେବଳ ରାଘବେନ୍ଦ୍ରଙ୍କ…

ଆଗାମୀ ୧୦ ମିନଟରେ ହେବ ଭୟଙ୍କର ବ୍ଲାଷ୍ଟ! ଏମିତି କହି ଫୋନ କାଟିଦେଲେ ଯୁବକ, ଆଉ ତା ପରେ…

ମୁମ୍ବାଇ: ଆଗାମୀ ୧୦ ମିନିଟ ଭିତରେ କୁର୍ଲାରେ ଏକ ବଡ ଧରଣର ବିସ୍ଫୋରଣ ହେବ । ବାସ୍ ଏତିକି କହି ଫୋନ କାଟି ଦେଲେ ଜଣେ ଅଜଣା ବ୍ୟକ୍ତି । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏମିତି ଏକ ଫୋନ କଲ୍ ମିଳିବା ପରେ ହଠାତ ସାରା…

କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ବୁଲଡୋଜର ଧମକୀ ; ଅଭିଯୁକ୍ତକୁ ଆଶ୍ରୟ ଦେବା ପଡିଲା ମହଙ୍ଗା , ଭାଙ୍ଗିଲା ଘର, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ : ଦିନଦ୍ୱିପ୍ରହରରେ ଉମେଶ ପାଲ ମର୍ଡର ମାମଲା ପରେ ବୁଲଡୋଜର ଆକ୍ସନ ଆରମ୍ଭ ହୋଇଛି। ସତକୁ ସତ ଅଭିଯୁକ୍ତଙ୍କ ଘର ମାଟିରେ ମିଶିଛି । ଶନିବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ଗୁରୁଗ୍ରାମର କୋଟିପତି ଚୋର! ୪୦ ଲକ୍ଷ ଗାଡିରେ ଆସି ଚୋରି କଲା ଏମିତି ଜିନିଷ

ଗୁରୁଗ୍ରାମ: ହରିୟାଣାର ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଚୋର ତ ଚୋର, ସେ ପୁଣି କୋଟିପତି ଚୋର । ୪୦ ଲକ୍ଷ ଟଙ୍କାର ଗାଡିରେ ଆସି ଏମିତି ଜିନିଷ ଚୋରି କରୁଛି ଯାହା ଦେଖିଲେ ଆପଣ ବି…

ଲୁଚାଣିଆ ପ୍ରେମକୁ ଲୁଚାଇ ପାରିଲେନି: ଉଭୟଙ୍କୁ ବାହା କରାଇଦେଲେ ଗ୍ରାମବାସୀ

ବେଗୁସରାୟ: ବିବାହିତ ପ୍ରେମିକାକୁ ଲୁଚି ଲୁଚି ଭେଟ କରିବା ପ୍ରେମିକ ପ୍ରବରଙ୍କୁ ମହଙ୍ଗା ପଡିଯାଇଛି । ଗ୍ରାମବାସୀଙ୍କ ହାତରେ ଧରା ପଡିବା ପରେ ଉଭୟଙ୍କୁ ବିବାହ କରି ଦିଆଯାଇଛି । ଜବରଦସ୍ତି ହୋଇଥିବା ଏହି ବିବାହର ଭିଡିଓ…

ଉମେଶ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସହ ଅଖିଳେଷ ଯାଦବଙ୍କ ଫଟୋ ଭାଇରାଲ, ଅନ୍ୟ ଫଟୋରେ ଅଭିଯୁକ୍ତ ସହ ଅଛନ୍ତି ଏହି ଦଳର ନେତା

ନୂଆଦିଲ୍ଲୀ : ଉମେଶ ପାଲଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ତରପ୍ରଦେଶର ରାଜନୀତି ସରଗରମ ରହିଛି । ଏହି ସମୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ସହ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା…

(Video)ରାଜଧାନୀରେ ଦିବା ଆଲୋକରେ ଫୁଟିଲା ଗୁଳି,ଆହତଙ୍କୁ ମେଡିକାଲ ସ୍ଥାନାନ୍ତର; ସିସିଟିଭିରେ ଭିଡ଼ିଓ କଏଦ

ନୂଆଦିଲ୍ଲୀ: ଦିଲ୍ଲୀର ଚଞ୍ଚଲ ପାର୍କରେ ଦିବାଆଲୋକରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ସମଗ୍ର ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ଏବଂ ପୀଡିତାଙ୍କ…