Browsing Category

ଅପରାଧ

ଲିଫ୍ଟ ରେ ଦେଖୁ ଦେଖୁ ଛୁଆକୁ କାମୁଡି ଦେଲା କୁକୁର ଆଉ ତାପରେ…ମାମଲା ହେଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ନିକଟରେ ଥିବା ଗାଜିଆବାଦର ଏକ ଭିଡିଓ ସମସ୍ତଙ୍କୁ ଅଶାନ୍ତ କରିଦେଇଛି। ଏହି ଭିଡିଓ ରାଜନଗର ଏକ୍ସଟେନ୍ସନ୍ ଚାର୍ମସ୍ କାଉଣ୍ଟି ସୋସାଇଟି ଅଫ୍ ପୋଲିସ୍ ଷ୍ଟେସନ ନନ୍ଦଗ୍ରାମ ଅଞ୍ଚଳର ଅଟେ । ଏଥିରେ ଜଣେ…

ଧରାପଡ଼ିଲା ସିରିଏଲ କିଲର: ରାତିରେ କରୁଥିଲା ହତ୍ୟା, ଦିନରେ ଧର୍ମଶାଳାରେ ଶୋଉଥିଲା

ଗୋଟିଏ ପରେ ଗୋଟିଏ ତିନିଟି ଏବଂ ଭୋପାଳରେ ଜଣେ ଚୌକୀଦାରଙ୍କୁ ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଏହି ସାଇକୋ କିଲରକୁ ଗିରଫ କରିଛି ସାଗର ପୋଲିସ । ସୂଚନା ଅନୂଯାୟ, ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହି…

ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର: କରିଥିଲା ୮୦୦୦ ରୁ ଅଧିକ ଗାଡ଼ି ଚୋରି

ନୂଆଦିଲ୍ଲୀ: ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର । ଦିଲ୍ଳୀ ମଧ୍ୟ ଜିଲ୍ଲା ପୋଲିସ୍ ଭାରତର ସବୁଠୁ ବଡ଼ ଗାଡ଼ି ଚୋରକୁ ଗିରଫ କରିଛି । ଅଭିଯୁକ୍ତ ଅନୀଲ ଚୌହାନ ଆସାମର ନିବାସୀ । ଅଭିଯୁକ୍ତ ଖୁଲାସା କରିଛି ଯେ ସେ ୧୯୯୦…

କ୍ଲାସରେ ଟପ୍ପର ହେଉଥିଲା ଝିଅର କ୍ଲାସମେଟ୍, ସହିନପାରି ବିଷ ଦେଇ ମାରିଦେଲେ ମହିଳା !

ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ସାଧାରଣ କଥା । ଅଭିଭାବକ ମଧ୍ୟ ସବୁବେଳେ ସବୁବେଳେ ଏହି କଥାକୁ ନେଇ ଚିନ୍ତିତ ରହିଥାନ୍ତି ଯେ ପିଲାର ନମ୍ବର ଭଲ ଆସୁ ସେ ସବୁବେଳେ ଆଗରେ ରହୁ । କିନ୍ତୁ ପୁଡ଼ୁଚେରୀ ରେ…

ଏକ ତରଫା ପ୍ରେମର ଏଇ ପରିଣାମ! ପ୍ରେମିକାକୁ ମାରି ନିଜେ କଲେ ଏମିତି କାମ

ରାୟଗଡା: ପ୍ରେମ ମାନେନା ବୟସର ତାରତମ୍ୟ । ପ୍ରେମ ବୁଝେନା ଭଲ ମନ୍ଦ । କେବେ ପ୍ରେମରେ ପଡି ପ୍ରେମିକା ସ୍ୱର୍ଗ ସୁଖ ଅନୁଭବ କରେ ତ ଆଉ ବେଳେ ବେଳେ ମଶାଣିର ଯୁଇରେ ଜଳିଯାଏ ଏକ ତରଫା ପ୍ରେମ ଆଉ ଜଣେ ପାଗଳ ପ୍ରେମିକ । ଏହି…

ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସ କରୁଛି ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଠାବ ହେଲଶ ଯୁବକଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳରେ ଏକ ଘରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ । କଳିଙ୍ଗନଗର କେ-୭ ରୁ ଜଣେ ଯୁବକଙ୍କ ଝୁଲନ୍ତା…

ଅର୍ଶଦୀପ ସିଂହଙ୍କ ଓ୍ଵିକିପିଡିଆ ପେଜକୁ ଖାଲିସ୍ତାନ ସହ କେମିତି ଯୋଡାଗଲା ? Wikipediaକୁ ସମନ ଜାରି କଲେ IT ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗତକାଲି ଏସିଆ କପର ସୁପର ୪ର ଏକ ରୋମାଞ୍ଚକର ମୁକାବିଲାରେ ପାକିସ୍ତାନ ଭାରତକୁ ୫ ଓ୍ଵିକେଟରେ ହରାଇଛି। ଦଳର ଏହି ପରାଜୟ ପରେ କ୍ରିକେଟ୍ ପ୍ରଶଂସକ ଅର୍ଶଦୀପ ସିଂହଙ୍କ ଉପରେ ବର୍ଷିଛନ୍ତି। କାରଣ ଅର୍ଶଦୀପ…

ନିଦ ନହେବାରୁ ଆତ୍ମହତ୍ୟା କଲେ ନର୍ସିଂ ଛାତ୍ରୀ! ସୁଇସାଇଡ ନୋଟରୁ ହେଲା ଖୁଲାସା

ଭୁବନେଶ୍ୱର: ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତଦେହ ମିଳିଥିବା ହଷ୍ଟେଲ ରୁମରୁ ଏକ ହାତ ଲେଖା ଚିଠି ମିଳିଛି । ମିଳିଥିବା ହାତ ଲେଖା ଚିଠିଟି ମୃତ…

ଅଙ୍ଗନବାଡି ଖାଦ୍ୟ ବଣ୍ଟନରେ ଅନିୟମିତତା ;୧୧୦.୮୩ କୋଟି ଟଙ୍କାର ପୁଷ୍ଟିକର ଖାଦ୍ୟ ଧୂଳିସାତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ପୁଷ୍ଟିକର ଖାଦ୍ୟ ବଣ୍ଟନରେ ବଡ ଅସଙ୍ଗତି ସାମ୍ନାକୁ ଆସିଛି। ଏହା ବିହାରର ଚାରା ସ୍କାମ ସହିତ ସମାନ। ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଅଡିଟ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ…

Video: ହଜିଗଲା ମାନବିକତା: ବିଲରେ ପଶି ଖାଇଲା ବୋଲି ଖାଇବାକୁ ନଦେଈ 20ଦିନ ଷଣ୍ଢକୁ ବାନ୍ଧି ରଖିଲେ ଜମି ମାଲିକ

ଉମରକୋଟ: ହଜିଗଲା ମାନବିକତା,ଧାନ ଫସଲ ଖାଇଦେଲା ବୋଲି ୨୦ ଦିନ ଖାଇବାକୁ ନଦେଈ ଶଣ୍ଡ କୁ ବାନ୍ଧି କି ରଖିଲେ ଜମି ମାଲିକ। ବଜରଙ୍ଗ ଦଳର କର୍ମୀଙ୍କ ସହାୟତାରେ ମୁକୁଳିଲା ଷଣ୍ଢ। ବେଳେ ବେଳେ ମଣିଷ ନିଜର ସ୍ବାର୍ଥ ପାଇଁ…