Browsing Category

ଅପରାଧ

କରୋନା ମେଡିସିନ୍ ନାମରେ ବିଷ ବଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ, ପରିବାରର ତିନିଜଣଙ୍କ ମୃତ୍ୟୁ

ଚେନ୍ନାଇ: ଗୋଟିଏ ପରିବାରକୁ ମେଡିସିନ୍ ନାମରେ ବିଷ ବଟିକା ଦିଆଯାଇଥିଲା । ଯାହା ଫଳରେ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ଇରୋଡରେ । ତେବେ ପୁଲିସ୍ ଏହି ମାମଲାରେ ଦୁଇ…

ନାବାଳିକା ସହ ଯୁବତୀଙ୍କ ଯୌନ କେଳେଙ୍କାରୀ, ହାତକଡ଼ି ପଡ଼ିଲା…

ଓଡ଼ିଶା ଭାସ୍କର ବ୍ୟୁରୋ: ଗାଁ ଝିଅ, ଭଲ କଥା କହୁଛି। ପିଲାମାନଙ୍କୁ ସିଲାଇ ଶିଖାଇ ଦେବ କହୁଛି। ଏ ତ ବଢ଼ିଆ କଥା। ହାତ ବୁଣାବୁଣି ଆଉ ସିଲାଇ ଶିଖିଲେ ଭବିଷ୍ୟତରେ ଭଲ। ଏମିତି ଭାବି ବସିଲେ ନାବାଳିକାର ମା’ ବାବା। ତେଣୁ…

ଜମାକାରୀଙ୍କ ୨୦ ଲକ୍ଷ ହେଲା ଆତ୍ମସାତ୍ କଲେ ପୋଷ୍ଟ ମାଷ୍ଟର, ଡାକଘରେ ବି ସୁରକ୍ଷିତ ନୁହେଁ ଟଙ୍କା

ଜଗତସିଂହପୁର(ଓଡ଼ିଶା ଭାସ୍କର): ଡାକଘରେ ବି ସୁରକ୍ଷିତ ନୁହେଁ ଆପଣଙ୍କ କଷ୍ଟୋପାର୍ଜିତ ଟଙ୍କା । କିଛି ଜମାକାରୀଙ୍କ ୨୦ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଛନ୍ତି ଜଣେ ପୋଷ୍ଟ ମାଷ୍ଟର । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା…

ବିବାହ ପରେ ବି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ପ୍ରେମିକ, ବ୍ଲାକମେଲିଂ ସହି ନପାରି ଜୀବନ ହାରିଲା ପ୍ରେମିକା

ଖନ୍ତାପଡା(ଓଡ଼ିଶା ଭାସ୍କର): ଲଭ, ସେକ୍ସ, ଧୋକା । ପ୍ରେମକୁ ନପାଇ ଝିଅର ଅତ୍ମହତ୍ୟା । ନ୍ୟାୟ ଦାବିରେ ବାର ଦ୍ୱାର ବୁଲି ଶୁଣ୍ଢିପିଣ୍ଡା ହେଉଛନ୍ତି ବାପା-ମା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା…

ଏୟାରବେସ୍ ଆକ୍ରମଣର ଡ୍ରୋନ୍ ଅପରେଟ୍ ହେଉଥିଲା ଜମ୍ମୁରୁ, ସହଯୋଗ କରିଥିଲା ଚୀନ, ଜାଣନ୍ତୁ ସବିଶେଷ ବିବରଣୀ

ନୂଆଦିଲ୍ଲୀ: ଜମ୍ମୁ ଏୟାରବେସ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ପରେ ବର୍ତ୍ତମାନ ଯାଞ୍ଚ ଜାରି ରହିଛି । ତେବେ ଏହି ଆକ୍ରମଣ ପଛରେ ଚୀନର ହାତ ଥିବା ସନ୍ଦେହ କରାଯାଉଛି । ମାତ୍ର ୫ ମିନିଟ ମଧ୍ୟରେ ଦୁଇଟି ବଡ଼ଧରଣର…

ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା, ଘରେ ପଶି ଆତଙ୍କବାଦୀଙ୍କ ତାଣ୍ଡବ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତାର ସୀମା ଟପିଛି । ପୁଲୱାମା ଜିଲ୍ଲାର ହରିପରିଗାମ ଗ୍ରାମର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ପଶି ଆତଙ୍କରାଜ ରଚିଛନ୍ତି ଆତଙ୍କବାଦୀ । ଏହି ହମଲାରେ ପୂର୍ବତନ…

ଜୁଲାଇ ପହିଲାରେ ଓଡିଶା- ଆନ୍ଧ୍ର ବନ୍ଦ ଡାକରା ଦେଲେ ନକ୍ସଲ, ଜନସାଧାରଣଙ୍କ ସମର୍ଥନ ଲୋଡିଲେ ମାଓ ସଂଗଠନ

ମାଲକାନଗିରି (ଓଡ଼ିଶା ଭାସ୍କର) : ଜୁଲାଇ ପହିଲାରେ ଓଡିଶା- ଆନ୍ଧ୍ର ବନ୍ଦ ଡାକରା । ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର-ଓଡିଶା ସୀମାରେ ନକ୍ସଲମାନଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିବା ସ୍ପେଶାଲ ଜୋନାଲ…

ବ୍ୟାରିକେଡ୍‌ ଭାଙ୍ଗି ଲୁଟିନେଲେ, କବାଡ଼ିଆରେ ବିକିଦେଲେ; ରାଜଧାନୀରେ ରାଜ୍‌ କରୁଛନ୍ତି ଅସାମାଜିକ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କିଏ କହେ ଆମ ଭୁବନେଶ୍ଵର ଆମ ରାଜଧାନୀ। ଏହାର ସୁରକ୍ଷା ବି ଆମର। ଆଉକିଏ କହେ- ମୋ ଭୁବନେଶ୍ୱର ମୋ ସମ୍ପତ୍ତି.. ମୁଁ ଲୁଟିବି, ବିକି ଖାଇବି! ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ଶିଶୁକନ୍ୟାକୁ ଚକୋଲେଟ୍‌ ବାହାନାରେ ଡାକିନେଲା… ହେଲେ କଲବଲ କରି ବନ୍ଧାହେଲା

ଯାଜପୁର(ଓଡ଼ିଶା ଭାସ୍କର): ପୁଣି ଲଜ୍ଜା। କଅଁଳ କୋମଳମତି ଶିଶୁକୁ ଅତ୍ୟାଚାର କରିବାକୁ ପଛାଇନାହିଁ ଜଣେ ନଷ୍ଟ ପ୍ରବୃତ୍ତିର ବ୍ୟକ୍ତି। ଚକୋଲେଟ୍ ଦେବ ବୋଲି ଆଳ ଦେଖାଇ ୫ ବର୍ଷର ନିରୀହ ଶିଶୁ କନ୍ୟାକୁ କଲବଲ କରିଦେଇଛି।…

ପଢ଼ାଉ ପଢ଼ାଉ ଛାତ୍ରୀଙ୍କୁ ଲୋଭେଇ ଯାଇଥିଲେ! ତାପରେ…

ବାଲେଶ୍ଵର(ଓଡ଼ିଶା ଭାସ୍କର): ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ଅନୁସାରେ ବାଲେଶ୍ଵର ସହରରେ ଥିବା ଗୋଟିଏ ଆର୍ଟ କଲେଜର ପୂର୍ବତନ ଅଧ୍ୟାପକ ଶଶାଙ୍କ ଶେଖର ଦାସଙ୍କୁ ସଦର ପୋଲିସ୍‌…