Browsing Category

ଅପରାଧ

ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ସନ୍ନି ଲିଓନ, ତାଙ୍କ ପ୍ୟାନ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଇନେଲେ ସାଇବର ଠକ

ମୁମ୍ବାଇ: ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ । ତାଙ୍କର ପ୍ୟାନ୍‌ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ଜଣାପଡିଛି । ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି ।…

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ, ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ କାରଣ ଅସ୍ପଷ୍ଟ

ସୋନପୁର, (ଭାସ୍କର ନ୍ୟୁଜ୍‌): ବିବାହ ବେଦୀରେ ସାତ କଳସ ଧରି ପତ୍ନୀକୁ ସୁରକ୍ଷା ଦେବାର ଶପଥ ନେଇଥିବା ସ୍ୱାମୀ ଶେଷରେ ତାକୁ ବୀଭତ୍ସ ଭାବେ ହତ୍ୟା କରିବା ଘଟଣା ଉଲୁଣ୍ଡା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।…

ଇଣ୍ଡିଆ ଗେଟଠାରେ ଯୁବକ କରୁଥିଲେ ଆତ୍ମହତ୍ୟା ଉଦ୍ୟମ, ଦେବଦୂତ ସାଜି ବଞ୍ଚାଇଲେ ପୋଲିସ୍

ଇଣ୍ଡିଆ ଗେଟ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରୁଥିବାବେଳେ ଉଦ୍ଧାର କଲା ପୋଲିସ । ଇଣ୍ଡିଆ ଗେଟର ଆଉଟର ସର୍କଲ ନିକଟରେ ଜଣେ ଯୁବକ ସେଠାରେ ଥିବା ଏକ ଗଛ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଆଉ ଏହି ସମୟରେ…

ବିବାହ ପୂର୍ବରୁ ଅପହରଣ, ୨୧ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ: ଗିରଫ ହେଲେ ବିଜେପି ନେତାଙ୍କ ଶଳା

ଯୁବତୀଙ୍କୁ ବିବାହ ପୂର୍ବରୁ କଲେ ଅପହରଣ, ୨୧ ଦିନ ଧରି କଲେ ଦୁଷ୍କର୍ମ । ଆଉ ଏବେ ଏହି ମାମଲାରେ ଗିରଫ ହେଲେ ବିଜେପି ନେତାଙ୍କ ଶଳା । ମଧ୍ୟପ୍ରଦେଶର ସିଙ୍ଗରୋଲୀ ଜିଲ୍ଲା ପୋଲିସ ବିଜେପି ସରାୟ ମଣ୍ଡଳ ଅଧ୍ୟକ୍ଷ କୋମଳ…

କରଜରୁ ମୁକୁଳିବା ପାଇଁ ବୋହୂକୁ ବିକିଲେ ଶ୍ୱଶୁର ପକ୍ଷ: ୭ ଲକ୍ଷରେ ହୋଇଥିଲା ଡିଲ୍

ରାଜସ୍ଥାନର ଆଦିବାସୀ ବହୁଳ ବାଂସବାଡ଼ା ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ କରଜରେ ବୁଡ଼ି ରହିଥିବା ଶ୍ୱଶୁର ଘର ଲୋକେ ବୋହୂକୁ ବିକ୍ରି କରିଛନ୍ତି । ଶ୍ୱଶୁର ଘର ଲୋକ ବୋହୂର ବିନା ଅନୁମତିରେ…

ମଦ ପିଇ ଶୋଇଛନ୍ତି ପୋଲିସ ବାବୁ: ପୋଖରୀରେ ଫିଙ୍ଗାହେଲାଣି ଭୋଟ ବାକ୍ସ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାଜପୁରରେ ଭୋଟ ସମୟରେ ଦୁର୍ବୁତ୍ତ ଭୋଟ ବାକ୍ସକୁ ପାଣିରେ ପକାଇ ଦେଇଥିଲେ । ତେବେ ସେହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଭୋଟ…

(Video) କଟକରେ ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି: ମାଲିକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

କଟକ: କେତେବେଳେ ନକଲି ଖାଇବା ତେଲ, କେତେବେଳେ ନକଲି ଘିଅ ତ କେତେବେଳେ ପୁଣି ନକଲି ସସ୍ ତିଆରି କରୁଥିବା ଫ୍ୟାକ୍ଟ୍ରିରେ ଚଢ଼ାଉ କରାଯାଉଛି । ଆଉ ଜବତ ହେଉଛି ବିପୁଳ ପରିମାଣର ନକଲି ସାମଗ୍ରୀ । ଯାହାକି ସ୍ୱାସ୍ଥ୍ୟ ପାଇଁ…

୩ ଖଲିସ୍ତାନୀ ଆତଙ୍କବାଦୀ ଗିରଫ: ସୋସିଆଲ ମିଡିଆରୁ ମିଳୁଥିଲା ହତ୍ୟା ଇସାରା

ହରିୟାଣା: ଗିରଫ ହେଲେ ୩ ଖଲିସ୍ତାନୀ ଆତଙ୍କବାଦୀ । ସୋନୀପତ ପୋଲିସ ଖଲିସ୍ତାନ ଏବଂ ଟାଇଗର ଫୋର୍ସ ସହ ଜଡ଼ିତ ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ପରେ ଆତଙ୍କବାଦୀ ଠାରୁ ଏକେ-୪୭ ସହ ବହୁ ମାତ୍ରାରେ…

ରାଜଧାନୀରେ ବାଲ୍ୟ ବିବାହ: କନ୍ୟାକୁ ଉଠାଇନେଲା ପୋଲିସ୍, ବର ହେଲା ଶିଶୁପାଳ [Video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ବାଲ୍ୟବିବାହ । ତେବେ ନାବାଳିକା କନ୍ୟାକୁ ଉଠାଇ ନେବା ଫଳରେ ଶିଶୁପାଳ ହୋଇ ଫେରିଛି ବର । ରାଜଧାନୀର ଡୁମଡୁମା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଝିଅଟିକୁ ଉଦ୍ଧାର…

ଦିନକ ପାଇଁ ବାହାରକୁ ଯାଇଥିଲେ ପତ୍ନୀ, ଫେରିବା ବେଳକୁ ବେଡରେ ପଡ଼ିଛି ଅର୍ଦ୍ଧନଗ୍ନ ଯୁବତୀଙ୍କ ମୃତଦେହ; ସ୍ୱାମୀ ଫେରାର୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ହଇଚଇ କରିବାପରସି ଘଟଣା ସାମନାକୁ ଆସିଛି । ସମ୍ପର୍କିୟଙ୍କ ଘରକୁ ଯାଇଥିବା ଜଣେ ମହିଳା ଯେତେବେଳେ ଘରକୁ ଫେରିଥିଲେ ତାଙ୍କ ଗୋଡ଼ ତଳୁ ମାଟି ଖସିଯାଇଥିଲା । ଘରୁ ଫେରି ସେ ଦେଖିଥିଲେ…