Browsing Category

ଅପରାଧ

ପୂର୍ବ କର୍ପୋରେଟରଙ୍କ ଭାଇ ଗିରଫ: ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ଥିଲେ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଶିଖର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଶିଖରଙ୍କ ନାଁରେ ଆର୍ମସ୍ ଆକ୍ଟ ଓ ୩୦୭ ଧାରାରେ ମାମଲା…

ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଗିରଫ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରିଥିଲା ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମଙ୍ଗଳବାର ଅଜୟଙ୍କୁ ଗିରଫ କରିଛି ପୋଲିସ । ଆୟଠାରୁ ଅଧିକ ୨୯୩…

ଗୋଟିଏ ବର୍ଷରେ ଶିକାର ହେଲେ ୧୦ ହଜାର ଲୋକ: ଏହି ନୂଆ ଟ୍ରିକ ଆପଣାଉଛନ୍ତି ସାଇବର ଠକ

ନୂଆଦିଲ୍ଳୀ: ଇଣ୍ଟରନେଟ ଯୁଗରେ କେତେବେଳେ କିଏ କେଉଁ ପ୍ରକାର ଠକାମିର ଶିକାର ହେଉଛନ୍ତି, ତାହା ଜାଣିବା ମହା ମୁସ୍କିଲ ହୋଇ ପଡିଛି । ନକଲି ୱେବସାଇଟ ତିଆରି କରି ଲଟେରୀର ଲୋଭ ଦେଖାଇ କିମ୍ବା ସୋଶଲ ମିଡିଆକୁ ଅସ୍ତ୍ର କରି…

ଚାନ୍ଦବାଲି-ଭୁବନେଶ୍ୱର-ନୟାଗଡ ଯାଏଁ ଲମ୍ବିଛି ଅପରାଧର ଚେର: ଫଟୋଗ୍ରାଫର ହତ୍ୟା ମାମଲାରେ ୩ ଗିରଫ, ସନ୍ଦେହରେ ୱେବ୍ ପୋର୍ଟାଲ ମାଲିକାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏହି ଲୋମହର୍ଷଣକାରୀ ଅପରାଧ ଭୁବନେଶ୍ୱରରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ନୟାଗଡ଼ ପର୍ଯ୍ୟନ୍ତ ଳମ୍ବିଛି । ପୁଲିସ ତଦନ୍ତ ଯେତିକି ଆଗକୁ ବଢ଼ାଉଛି, ରହସ୍ୟ ସେତିକି ବଢ଼ି ବଢ଼ି ଚାଲିଛି । ମୃତଦେହ…

ଏମ୍‌କେସିଜି ମେଡ଼ିକାଲ୍‌ରେ ମୋବାଇଲ ଚୋର ଆତଙ୍କ: ଶୋଇଥିବା ଲୋକଙ୍କୁ ଟାର୍ଗେଟ୍‌ ଲୁଟୁ ଥିଲେ, ଦୁଇ ମୋବାଇଲ୍‌ ଚୋରଙ୍କୁ କାବୁକଲା ପୁଲିସ

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌) : ଏମ୍‌କେସିଜି ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ (ଆଟେଣ୍ଡାଣ୍ଟ) ବିଶ୍ରାମ ନେଉଥିବା ବେଳେ ସେମାନଙ୍କ ମୋବାଇଲ୍‌ ଚୋରି କରିଥିବା ଜଣେ ଅଭିଯୁକ୍ତକୁ…

ଟ୍ୱିନ୍ ସିଟିର ବାର ଗୁଡ଼ିକରେ ବାଉନ୍‌ସର୍ ମନା, ପ୍ରାଇଭେଟ୍‌ ସୁରକ୍ଷାକର୍ମୀଙ୍କ ନିଯୁକ୍ତିକୁ କମିଶନରେଟ୍‌ ପୋଲିସର ବାରଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଦ୍ୱେତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌ ଅଞ୍ଚଳରେ ଥିବା ମଦବାର୍‌ ଗୁଡ଼ିକ ସୁରକ୍ଷା କାର୍ଯ୍ୟ ପାଇଁ ପ୍ରାଇଭେଟ୍‌ ସୁରକ୍ଷାକର୍ମୀ/ବାଉନ୍‌ସରମାନଙ୍କୁ ନିୟୋଜିତ କରୁଥିବା…

ଅନ୍ତର୍ଜାତୀୟ କବାଡ଼ି ଖେଳାଳିଙ୍କୁ ଗୁଳିମାଡ଼, ମ୍ୟାଚ ମଝିରେ ହତ୍ୟା କରି ଫେରାର ହେଲେ ଦୁର୍ବୁତ୍ତ

ମ୍ୟାଚ ମଝିରେ ଖେଳାଳିଙ୍କୁ ଗୁଳିମାରି ହତ୍ୟା । ପଞ୍ଜାବ ଜଳନ୍ଧରରେ ସୋମବାର ସନ୍ଧ୍ୟାରେ ଜଣେ କବାଡ଼ି ଖେଳାଳିଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ବଡ଼ କଥା ହେଉଛି କବାଡ଼ି ଟୁର୍ଣ୍ଣାମେଣ୍ଟ ଚାଲୁଥିବା ସମୟରେ ହିଁ କିଛି…

‘ରାଜେଶକୁ ଛାଡ଼ ନ ହେଲେ ଉଠିବୁନି’: ଲକ୍ଷ୍ମୀ ସାଗର ଥାନା ଆଗରେ ଧାରଣାରେ ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଟକ ରଖିଥିବା ଯୁବକଙ୍କୁ ଛାଡ଼ିବା ଦାବିରେ ଥାନା ସମ୍ମୁଖରେ ବିଜେପିର ଧାରଣା । କର୍ପୋରେଟର ପ୍ରାର୍ôଥନୀଙ୍କ ଦିଅରଙ୍କୁ ପୋଲିସର ଅଟକ ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଆଗରେ ଧାରଣା…

ସହିପାରିଲେନି ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ: ଆତ୍ମହତ୍ୟା କଲେ ପରାଜିତ ପ୍ରାର୍ଥୀନୀଙ୍କ ସ୍ୱାମୀ

ସଂସାର ଉଜାଡ଼ିଦେଲା ରାଜନୀତି । ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟଙ୍କୁ ସହି ନ ପାରି ଆତ୍ମହତ୍ୟା କଲେ ପରାଜିତ ପ୍ରାର୍ଥୀନୀଙ୍କ ସ୍ୱାମୀ, ସ୍ତ୍ରୀ ମଧ୍ୟ ପିଇଦେଲେ ବିଷ । ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର…

ପେଟ ଖରାପ ଥିବା ନେଇ ଅଭିଯୋଗ ଆଣିଲେ ବ୍ୟକ୍ତି: ଗୋଡେଇ ଗୋଡେଇ ମାଡ ମାରିଲେ ଡାକ୍ତର, ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ରୋଗୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଡାକ୍ତର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପକଣ୍ଠ ଚିକିତ୍ସାଳୟରୁ ଏମିତି ଏକ ଅଭିଯୋଗ ଆସିଛି । ଡାକ୍ତର ଜଣକ କେତେବେଳେ ବିଧା ଗୋଇଠା ତ କେତେବେଳେ ବାଡି ଧରି…