Browsing Category

ଅପରାଧ

ବ୍ରାଉନ ସୁଗର ଡିଲ୍ ବେଳେ ଚଢ଼ାଉ କରି ୩ ଜଣ କାବୁ କଲା ପୋଲିସ: ୧୮ଗ୍ରାମ ଧଳାଜହର, ୧୧ ଟଙ୍କା ଜବତ

ଢେଙ୍କାନାଳ , (ଭାସ୍କର ନ୍ୟୁଜ୍‌) : ଢେଙ୍କାନାଳ ଷ୍ଟେସନ ବଜାର ଅଞ୍ଚଳରେ ବ୍ରାଉନ ସୁଗର କାରବାର କରୁଥିବା ସମ୍ପର୍କରେ ଜାଣିବାପରେ ଟାଉନଥାନା ପୋଲିସ ଏକ ଘର ଉପରେ ଚଢ଼ାଉ କରି କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ…

ସାଲୁଜାଙ୍କ ଗାଁରେ ଥିଲି, ମମିତାଙ୍କୁ ଭେଟି ନାହିଁ: ଜବାବ ଦେଲେ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଖୁଲାସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସାଲୁଜାଙ୍କ ଦ୍ୱାରା କରାଯାଇଥିବା ଦାବି…

Jeans ପିନ୍ଧିଥିବାରୁ ଦୋକାନରେ ଝିଅକୁ ଅସଦାଚରଣ; ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ୍

ନୂଆଦିଲ୍ଳୀ: ବିଂଶ ଶତାବ୍ଦୀରେ ମଧ୍ୟ ମଣିଷ ରୁଢିବାଦୀ ଚିନ୍ତାଧାରା ପରିତ୍ୟାଗର ନାମ ନେଉନାହିଁ । ଏମିତି ଏକ ଘଟଣା ଘଟିଛି ଯେଉଁଠି ବୁର୍ଖା ନ ପିନ୍ଧିବା କାରଣରୁ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି । ଏମିତି ଏକ ଘଟଣା…

ଶିକାର ପାଇଁ ୧୧ କେ.ଭି ବିଦ୍ୟୁତ୍‌ ତାର ବିଛାଇଥିଲେ ଦୁର୍ବୃତ୍ତ, ଜିଆଇ ତାର ଓ ଶିକାର ଉପକରଣ ଜବତ କଲା ବନବିଭାଗ

ଭଞ୍ଜନଗର (ଭାସ୍କର ନ୍ୟୁଜ): ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ତାର ବିଛାଇଥିଲେ ଦୁର୍ବୃତ୍ତ । ଗାଙ୍ଗପୁର ବନବିଭାଗ ଓ ସ୍ଥାନୀୟ ବିଦ୍ୟୁତ ବିଭାଗର ମିଳିତ ଅପରେସନ୍‌ ସମୟରେ ଏଭଳି ଏକ ଘଟଣା ନଜରକୁ ଆସିଛି।…

ବୁଢ଼ା ବୟସରେ ଲଜ୍ଜ୍ୟା ଜନକ କାରନାମା: ନାତୁଣୀ ବୟସ ଶିଶୁକୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କଲେ ୮୦ ବୟସ୍କ ବୃଦ୍ଧ, ଜେଲ୍ ଗଲେ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଭିଲିଗ୍ରାମ ପଞ୍ଚାୟତରେ ୯ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…

୧୦୦୦ ଲିଟର ଦେଶୀ ମଦ ସହ ପିକ୍‌ଅପ୍‌ ଭ୍ୟାନ ଜବତ: ୩ ଗିରଫ

ତିହିଡି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା…

ରାଜଧାନୀରେ ଗାଡିରୁ ଚୋରି ହେଲା ବନ୍ଧୁକ: ଫେସବୁକ ସାହାଯ୍ୟରେ ଧରାପଡିଲା ଚୋର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଧରାପଡିଛି ବନ୍ଧୁକ ଚୋର । ଗାଡି ମଧ୍ୟରୁ ବନ୍ଧୁକ ଚୋରି ହୋଇଥିବା ବେଳେ ସୋସିଆଲ ମିଡିଆ ସାହାଯ୍ୟରେ ଧରାପଡିଛି ଚୋର । ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇଁ ବନ୍ଧୁକ…

ଟଙ୍କା ବଣ୍ଟନକୁ ନେଇ ବଚସାରୁ ବୋମା ମାଡ଼, ଜଣେ ଗୁରୁତର

ଆସ୍କା (ଭାସ୍କର ନ୍ୟୁଜ୍‌): ମନରେଗା ମଜୁରୀ ଟଙ୍କା ବଣ୍ଟନକୁ ନେଇ ବଚସା ହେବା ପରେ ବୋମାମାଡ କରାଯାଇଛି । ଏଥିରେ ଜଣେ ଗୁରୁତର ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ଗାଙ୍ଗପୁର ଥାନା ପଣିବନ୍ଧ ଗାଁରେ ଏହି ଅଘଟଣ ଘଟିଛି…

ସରକାରୀ ୱେବସାଇଟ୍ ନାଁରେ ଲୁଟୁଥିଲେ କୋଟି କୋଟି ଟଙ୍କା; ୨ ମହିଳାଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ: ସରକାରୀ ୱେବ୍ସାଇଟ୍ ନାଁରେ ସାଧାରଣ ଲୋକଙ୍କୁ କୋଟି କୋଟି ଟଙ୍କା ଲୁଟୁଥିବା ଏକ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଏହି ୧୨ ଜଣିଆ ଦଳ ବିଭିନ୍ନ ସରକାରୀ ୱେବସାଇଟ ପରି ଅବିକଳ ୱେବସାଇଟ ତିଆରି…

ଓଭର୍‌ଲୋଡିଂ ଯାଞ୍ଚ ବେଳେ ଧରାପଡିଲା ହାଇୱା, ଗଣିଲା ୨୦ ହଜାର ଟଙ୍କାର ଜରିମାନା

ତିହିଡ଼ି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଚାନ୍ଦବାଲି ରାସ୍ତାରେ ପ୍ରତିଦିନ ଶହ ଶହ ଓଭରେଲାଡିଂ ହାଇୱା ଟ୍ରକ୍‌ ଯାତାୟତ କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ…