Browsing Category

ଅପରାଧ

ରାଜଧାନୀରେ ପୌର ନିର୍ବାଚନ ହିଂସା : ଜିଜିପି କଲୋନୀରେ ବୁଲିଲା ଖଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ହିଂସାକାଣ୍ଡ । ଗତକାଲି ପୌର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଥିବା ବେଳେ ଆଜି ଘଟିଯାଇଛି ହିଂସାକାଣ୍ଡ । ରାଜଧାନୀ ଉପକଣ୍ଠରେ ରହିଥିବା ଜିଜିପି କଲୋନୀରେ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ସିଲ୍ ହେଲା ଦୟାଲ ଆଶ୍ରମ; ଜବତ ହୋଇଥିବା କାରକୁ ବି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ତନଘନା କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ପ୍ରକ୍ରିୟାରେ ରବିବାର ଭୁବନେଶ୍ୱର ଦୟାଲ ଆଶ୍ରମରେ ତନାଘନା କରିଛି କ୍ରାଇମବ୍ରାଞ୍ଚ…

ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୨ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ସୁବାସ ଘିସିଂ ଗିରି ଏବଂ ଛତିଶଗଡ଼ରୁ ସୟାଦ ସହବଜା ନାକବିକୁ ଗିରଫ କରିଛି ଇଓଡବ୍ଲୁ ।…

ନିର୍ବାଚନ ଜିତିବା ପରେ ଗୁଳି ଫୁଟାଇ ସେଲିବ୍ରେସନ୍ କଲେ କାଉନସିଲର୍: ଦେଖନ୍ତୁ ଭାଇରାଲ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ପୌର ପରିଷଦ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଜଣେ ବିଜେଡି କାଉନସିଲର ବନ୍ଧୁକ ଚଳେଇଛନ୍ତି। ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ତଥା ନବ ନିର୍ବାଚିତ ବିଜେଡି କାଉନସିଲର କଇଁରୁ ସ୍ୱାଇଁ…

ଲଜ୍ଜା! ଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଉଥିଲା ରସିକିଆ ଟ୍ୟୁସନ ମାଷ୍ଟର, ନକହିବାକୁ ଦେଉଥିଲା…

ଜିନ୍ଦ: ହରିୟାଣାର ଜିନ୍ଦରେ ଛାତ୍ରୀଙ୍କୁ ପାଠ ପଢ଼ାଉଥିବା ବେଳେ ଜବରଦସ୍ତ ପର୍ଣ୍ଣ ଭିଡିଓ ଦେଖାଉଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘୃଣ୍ୟ କାମ ପରେ  ଶିକ୍ଷକ ଧମକ ଦେଇଥିଲେ ଯେ, ଯଦି ସେ କାହାକୁ ଏବିଷୟରେ କୁହନ୍ତି,…

ସ୍ୱତନ୍ତ୍ର ଡ୍ରାଇଭକୁ ବଡ ସଫଳତା: ୧୧ କୋଟିରୁ ଉର୍ଦ୍ଧ ଟଙ୍କାର ମଦ ଜବତ କଲା ଅବକାରୀ ବିଭାଗ

କଟକ (ଭାସ୍କର ନ୍ୟୁଜ୍‌): ରାଜ୍ୟର ସହରାଞ୍ଚଳ ଆଞ୍ଚଳିକ ପରିଷଦ ଓ ୩ଟି ମହାନଗର ନିଗମ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ଭାବରେ କରାଇବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି…

ନୀଳରଙ୍ଗର ସୁଟକେଶ ଭିତରୁ ମିଳିଲା ପ୍ରେମିକାର ଶବ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଳୀ: ହୋଟେଲ ଭିତରକୁ ଗଲେ ପ୍ରେମୀ ଯୁଗଳ । କିନ୍ତୁ ବାହାରିଲେ କେବଳ ପ୍ରେମିକ । ସାଥିରେ ନଥିଲେ ପ୍ରେମିକା ହାତରେ ଥିଲା ଏକ ନୀଳରଙ୍ଗର ସୁଟକେସ । ଆଉ ଏ ସୁଟକେସରେ ଯାହା ଥିଲା ଆପଣ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ…

ପ୍ରେଗନାଣ୍ଟ କରି ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ: ହତ୍ୟା ଧମକ ପରେ ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ[Video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମତେ ଗର୍ଭବତୀ କରିବା ପରେ ମୋ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜନୈକ ମହିଳା । ଶ୍ୱେତା ମହାପାତ୍ର ନାମ୍ନୀ ମହିଳା ଜଣଙ୍କ ନିଜ ସ୍ୱାମୀ ବିରାଟ ମହାପାତ୍ରଙ୍କ…

ମାନସଙ୍କ ହତ୍ୟା ମାମଲାରେ ସାଂଘାତିକ ଖୁଲାସା: ଏହି ମହିଳାଙ୍କୁ ମିଳିଥିଲା ଶେଷ ଚିଠି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଫଟୋଗ୍ରାଫେର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଜି ଚାଞ୍ଚଲ୍ୟକର ଖୁଲାସା ହୋଇଛି । ମୃତ୍ୟୁ ପୂର୍ବରୁ ଚିଠି ଲେଖିଥିଲେ କ୍ୟାମେରାମ୍ୟାନ ମାନସ । ମାନସଙ୍କ ୩ଟି ଚିଠି…

ଦ କାଶ୍ମୀର ଫାଇଲ୍ସ ଆଲୋଚନା ପଡ଼ିଲା ମହଙ୍ଗା: ଦଳିତ ଯୁବକଙ୍କୁ ନାକ ରଗଡେଇଲେ ଗ୍ରାମବାସୀ, ୨ ଗିରଫ

ନୂଆଦିଲ୍ଳୀ: ବଲିଉଡ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ଚର୍ଚ୍ଚା ଥମିବାର ନା ନେଉନି । ଫିଲ୍ମଟି ବକ୍ସ ଅଫିସରେ ଚମକ୍ରାର ପ୍ରଦର୍ଶନ କରିଥିବା ୧୫୦ କୋଟିରୁ ଅଧିକ ଟଙ୍କା ଆୟ କରିଛି । ତେବେ ଫିଲ୍ମ ସମ୍ପର୍କରେ ଆଲୋଚନା…