CHARIDHAM
Browsing Category

ଅପରାଧ

ସୁଇସାଇଡ୍ ନୋଟରେ ଅଧ୍ୟାପକଙ୍କ ନାଁ ଲେଖି… ଝୁଲି ପଡ଼ିଲେ ଛାତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଖବର ଏବେ ଚାରିଆଡ଼େ ଚର୍ଚ୍ଚାରେ ଥିବା ବେଳେ ଗ୍ରେଟର ନୋଇଡାର ଶାରଦା ୟୁନିଭର୍ସିଟିରେ ଘଟିଛି ସମାନ ଘଟଣା। ବିଡିଏସ ସେକେଣ୍ଡ ଇୟର ଛାତ୍ରୀ…

ନାବାଳିକାକୁ ଘରୁ ଉଠାଇ ନେଇ କଲେ ଦୁଷ୍କର୍ମ, 2 ଦିନ ପରେ ଜଙ୍ଗଲରୁ ଉଦ୍ଧାର

ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ଛାଡ଼ି ପଳାଇଥିଲା । 2…

ଫେଲ ମାରିଲା ମନ୍ଦିରରୁ ଚୋରି ପ୍ଲାନ, ନିଦ୍ରାଦେବୀ କରିଦେଲେ ସବୁ ଗଡ଼ବଡ଼

ଝାରଖଣ୍ଡ: ନିଶା କଲା କଲବଲ। ନିଶା ଏମିତି ଥିଲା ଯେ ବୁଦ୍ଧି ହଜି ଯାଉଥିଲା। ନିଶା ହାଲତରେ ଚୋର ମନ୍ଦିରରୁ ଲୁଟ୍ କରିବାକୁ ଯାଇଥିଲା ଆଉ ତାପର କଥା ଶୁଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ। ଝାରଖଣ୍ଡ ରାଜଧାନୀ ରାଂଚିରେ…

ବାଲେଶ୍ୱର, ବଡ଼ମ୍ବା ପରେ ଏବେ ବଳଙ୍ଗା, ଆଉ କେତେଜଣ ଯୁବତୀ ଜୀଅନ୍ତା ଜଳିବେ! ଦୁର୍ବୃତ୍ତଙ୍କ କଥାରେ ରାଜି ନ ହେବାରୁ ଜାଳିଦେଲେ

ପିପିଲି: ବଳଙ୍ଗା ନାବାଳିକାଙ୍କୁ ଜାଳିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆଜି ସକାଳବେଳା ନାବାଳିକା ଜଣକ ତାଙ୍କ ସାଙ୍ଗଘରକୁ ଯାଉଥିଲେ । ଠିକ ଏତିକିବେଳେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ତାଙ୍କ…

(Video) ମା’ ଆଖି ସାମ୍ନାରେ ଜଳିଗଲା ବଢ଼ିଲା ଝିଅ, ପ୍ରେମିକ ପାଇଁ ଆତ୍ମାହୁତି ଦେଲେ ବଡ଼ମ୍ବାର ମନୀଷା

ବଡ଼ମ୍ବା: ଅଧ୍ୟାପକଙ୍କଠାରୁ ନିର୍ଯାତିତ ହୋଇ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବା ପରେ ଏବେ ପ୍ରେମ ପାଇଁ ନିଜ ଦେହରେ କିରୋସିନ ଢାଳି ଜଳିଯାଇଛନ୍ତି ଆଉଜଣେ ଯୁବତୀ । କଟକ ବଡ଼ମ୍ବା ଥାନା ଅଧିନସ୍ଥ ସାନବାରସିଂହର ମନିଷା…

ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

ପିପିଲି:  ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 3 ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇ ଦେଇଥିବା…

(Viral Video) ଉଗ୍ରଚଣ୍ଡୀ ବୋହୂ, ସମ୍ପତ୍ତି, ଟଙ୍କା ପାଇଁ… ବୃଦ୍ଧ ଶଶୁରକୁ ମାଡ଼

ଉତ୍ତରପ୍ରଦେଶ: ପାରିବାରିକ କଳହ ନେଇଛି ହିଂସାର ରୂପ। ଉତ୍ତରପ୍ରଦେଶ ଇଟବା ଜିଲ୍ଲା ଥାନା ରାହତପୁର ଗାଁରେ ବୋହୂ ସମ୍ପତ୍ତି ପାଇଁ ବୃଦ୍ଧା ଶଶୁରକୁ ମାଡ଼ ମାରିଛି। ୫ ହଜାର ଟଙ୍କା ପାଇଁ ହିତାହିତ ଜ୍ଞାନ ହଜାଇ ଦେଲା ବୋହୂ।…

ଭିଣୋଇକୁ ଦେଖି ଶାଳି ହେଲା ବେକାକୁ, ବଜାର ବାହାନାରେ ଭିଣୋଇ ସହ ଚମ୍ପଟ

ଉତ୍ତରପ୍ରଦେଶ: ଏପଟେ ଚାଲିଛି ବିବାହ ପ୍ରସ୍ତୁତି, ସେପଟେ କିନ୍ତୁ ଘଟିଗଲା କିଛି ଏମିତି ଯାହା ଘଟିବାର ନଥିଲା। ଏହି ଘଟଣା ପରେ ଉତ୍ତରପ୍ରଦେଶର ମୁରାଦାବାଦରେ ଜିଲ୍ଲାର ଠାକୁରଦ୍ୱାର ଥାନା ଅଞ୍ଚଳରେ ଚର୍ଚ୍ଚା ଲାଗିଛି।…

BREAKING: ବିଭତ୍ସ ହତ୍ୟା: ଟାଙ୍ଗିଆରେ ସାଙ୍ଗର ଜୀବନ ନେଲା ସାଙ୍ଗ

ଦେବଗଡ଼: ଦେବଗଡ଼ରେ ବିଭତ୍ସ ହତ୍ୟା। ଦେବଗଡ଼ ନୂଆଗାଁରେ ସାଙ୍ଗକୁ ମାରିଦେଲା ସାଙ୍ଗ। ଘର ଭିତରେ ଟାଙ୍ଗିଆରେ ହାଣି ସାଙ୍ଗକୁ ନିର୍ମମ ହତ୍ୟା କରିଛି ସାଙ୍ଗ। ଘର ଭିତରେ ସାଙ୍ଗକୁ ବଳି ଦେଇଥିବା ଲୋକେ କଲେ ଅଭିଯୋଗ। ବନ୍ଦ…

ସସପେଣ୍ଡ ହେଲେ ଖଣ୍ଡଗିରି ଥାନା SI ଦେବୀପ୍ରସାଦ ବେଉରା

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଦେବୀପ୍ରସାଦ ବେଉରା ନିଲମ୍ବିତ ହୋଇଛନ୍ତି । ପୋଲିସ କମିଶନରଙ୍କ ଦ୍ୱାରା ଦେବୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । ଏନଡିପିଏସ ମାମଲାରେ ନିର୍ଦ୍ଧାରିତ ସମୟରେ ଦାଖଲ…