Browsing Category
ମନୋରଞ୍ଜନ
Met Gala 2023: ହଲିଉଡ୍ ଡେବ୍ୟୁ ପୂର୍ବରୁ ଜୋରଦାର ଏଣ୍ଟ୍ରି … ଲକ୍ଷେ ମୋତିର ଗାଉନ ପିନ୍ଧି ରେଡ୍ କାର୍ପେଟରେ ଚାଲିଲେ ଆଲିଆ
ନୂଆଦିଲ୍ଲୀ : ବଲିଉଡର ନୂଆ ମାଆ ଆଲିଆ ଭଟ୍ଟ ହଲିଉଡ ଡେବ୍ୟୁ ପୂର୍ବରୁ ସବୁଠୁ ବଡ ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ ରେ ଡେବ୍ୟୁ କରିଛନ୍ତି । ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟରେ ମେଟ ଗାଲା ଇଭେଣ୍ଟରେ…
(Video) ବାଃ କି ଦୃଶ୍ୟ! ‘Cockroach’ ମେଟ ଗାଲା ରେଡ କାର୍ପେଟରେ ଦେଲା ପୋଜ୍: ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସବୁଠୁ ବଡ ଫ୍ରାସନ ଇଭେଣ୍ଟ ମେଟ ଗାଲା-୨୦୨୩ର ଶୁଭାରମ୍ଭ ହୋଇ ସାରିଛି । ନ୍ୟୁୟର୍କର ଏହି ଇଭେଣ୍ଟର ରେଡ କାର୍ପେଟରେ ବିଶ୍ୱର ଟପ୍ ସେଲିବ୍ରିଟି ମାନେ ପୋଜ୍ ଦେଉଥିବାର ଦେଖାଯାଇଛି । କିନ୍ତୁ ଏମାନଙ୍କ…
ସଲମାନଙ୍କ ସିକ୍ୟୁରିଟିକୁ ନେଇ କଙ୍ଗନା କହିଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ, ସେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି
ମୁମ୍ବାଇ; ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରୁ ମାରିଦେବା ଧମକ ଆସୁଛି । ଏଥିରେ ତାଙ୍ଜୁ ମୁମ୍ବାଇ ପୋଲିସ ତରଫରୁ ୱାଇ ପ୍ଲସ କାଟାଗୋରୀର ସିକ୍ୟୁରିଟି ଦିଆଯାଉଛି । ସେ ଯୁଆଡେ ଯାଉଛନ୍ତି ସେଠାକୁ ଏହି ସିକ୍ୟୁରିଟି…
ଫାଶୀ ଲଗାଇ ଲୋକପ୍ରିୟ କୋରିଓଗ୍ରାଫରଙ୍କ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ଭିଡିଓ ସେୟାର କରିଥିଲେ ଚୈତନ୍ୟ
ମୁମ୍ବାଇ: ସାଉଥ ସିନେମାର ଲୋକପ୍ରିୟ କୋରିଓଗ୍ରାଫର ଚୈତନ୍ୟ ମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପ୍ରିଲ ୩୦ ତାରିଖରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଚୈତନ୍ୟ ଆଣିଥିବା ଋଣଭାର ସୁଝିବାର…
ପତି ନୁହେଁ, ପିତା ହେବାକୁ ଚାହୁଁଥିଲେ ସଲମନ ! ବହୁ ବର୍ଷ ପୂର୍ବରୁ କରିଥିଲେ ପ୍ଲାନିଂ
ମୁମ୍ବାଇ : ଆଜିକାଲି ସଲମାନ ଖାନ ଫିଲ୍ମ 'କିସି କା ଭାଇ କିସି କି ଜାନ' ପାଇଁ ଦର୍ଶକଙ୍କ ଠାରୁ ଭଲପାଇବା ସାଉଁଟୁଛନ୍ତି । ଇଦ୍ ଅବସରରେ ମୁକ୍ତିଲାଭ କରିଥିବା 'କିସି କା ଭୋ କିସି କି ଜାନ' ମିଶାମିଶି ପ୍ରତିକ୍ରିୟା…
ସାଉଥ୍ ଫିଲ୍ମ ନିର୍ମାତା ଏସ.ଏସ ଚକ୍ରବର୍ତ୍ତୀଙ୍କ ଦେହାନ୍ତ
ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଫିଲ୍ମ ନିର୍ମାତାଙ୍କ ମୃତ୍ୟୁ ଘଟିଛି । ଫିଲ୍ମ ପ୍ରଯୋଜକକ ଏସ.ଏସ. ଚକ୍ରବର୍ତ୍ତୀ ଖୁବ୍ କମ୍ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ସେ ଅଭିନେତା ଅଜିତ କୁମାରଙ୍କ…
ଜିୟା ଖାନ ସୁଇସାଇଡ୍ କେସ: ୧୦ ବର୍ଷ ପରେ ଆସିଲା ରାୟ, ଅଭିନେତା ସୂରଜ ନିର୍ଦ୍ଦୋଷ
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ଘଟଣାର ରାୟ ଆଜି ଆସିଛି । ଗତ ୨୦୧୩ ମସିହା ଜୁନ ମାସ ୩ ତାରିଖରେ ଜିୟାଙ୍କ ଅଚାନକ ଆତ୍ମହତ୍ୟା ଘଟଣାକୁ ନେଇ ସାରା ବଲିଉଡ ହତବାକ୍ ହୋଇଯାଇଥିଲା ।…
ମଞ୍ଚରେ ସ୍ତ୍ରୀ’ଙ୍କୁ ହିନ୍ଦୀ ଭାଷାରେ କହିବାକୁ ରୋକିଲେ ଏ.ଆର୍. ରହମାନ୍, କହିଲେ-‘ହିନ୍ଦୀ ନୁହେଁ ତାମିଲରେ କୁହ’
ନୂଆଦିଲ୍ଲୀ: ମହାନ ସଙ୍ଗୀତଜ୍ଞ ଏ.ଆର୍. ରହମାନ୍ ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଆର୍ ରହମାନ ତାଙ୍କ ପତ୍ନୀ ସାଇରା ବାନୁଙ୍କ ସହ ନଜର ଆସିଛନ୍ତି। ଏହି ଭିଡିଓଟି ହେଉଛି…
ଓଲିଉଡ୍ ପାଇଁ ଖୁସିର ମୁହୂର୍ତ୍ତ: ଅଷ୍ଟ୍ରେଲିଆରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଫାଲଗୁନ୍ ଚୈତ୍ର’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବାରେ ଲାଗିଛି । ଓଲିଉଡର କାହାଣୀକୁ ଦେଶ ବିଦେଶର ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ‘ଦମନ’ ଦେଶର…