Browsing Category

ମନୋରଞ୍ଜନ

ସିକନ୍ଦରର ରିଲିଜ ମଧ୍ୟରେ ସଲମାନଙ୍କୁ ମିଳୁଛି ଲରେନ୍ସ ବିଷ୍ଣୋଇଙ୍କ ଧମକ, ଅଭିନେତା କହିଲେ- ମୋର ଯେତିକି ଆୟୁଷ ଲେଖାଯାଇଛି..

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ସିକନ୍ଦର’ ରିଲିଜ ହେବାର ସମସ୍ତ ପ୍ରସ୍ତୁତି ସରିଛି। ଏହି ଫିଲ୍ମର ନିର୍ମାତା ସାଜିଦ ନାଡିୟାଡୱାଲା, ଏବଂ ଏଥିରେ ରଶ୍‌ମିକା ମନ୍ଦାନା ମଧ୍ୟ…

ଶ୍ରଦ୍ଧା କପୁରଙ୍କ ‘ଏକ୍ସ’ ଆକାଉଣ୍ଟ ହୋଇଗଲା ହ୍ୟାକ୍‌! ଏମିତି ଆସିଲା ପୋଷ୍ଟ, ଫ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଏକ ରହସ୍ୟମୟୀ ପୋଷ୍ଟ ସାମ୍ନାକୁ ଆସିବା ପରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଛି ଯେ, ବୋଧହୁଏ ଅଭିନେତ୍ରୀଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି।…

(Video) ବିଦ୍ୟା ବାଲାନଙ୍କର ହେବ ଫିଲ୍ମ ‘କାହାନୀ ୩’ରେ ଧମାକାଦାର କମବ୍ୟାକ୍‌, ଜାଣନ୍ତୁ କଣ କହିଲେ ମେକର୍ସ

ନୂଆଦିଲ୍ଲୀ: ବିଦ୍ୟାବାଲାନ ଏବଂ ସୁଜୟ ଘୋଷ ‘କାହାନୀ ୩’ ପାଇଁ ପୁଣିଥରେ ଏକାସାଙ୍ଗରେ ଆସୁଛନ୍ତି। ସ୍କ୍ରିପ୍ଟ ପ୍ରସ୍ତୁତ ଏବଂ ଆଉ ଏକ ଫିଲ୍ମକୁ ଅଭିନେତ୍ରୀଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଛି। ବର୍ତ୍ତମାନ ଏହି…

ପ୍ରସିଦ୍ଧ ଅଭିନେତା ଶିହାନ ହୁସେନିଙ୍କ ଦେହାନ୍ତ, କର୍କଟ ରୋଗରେ ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ: ସାଉଥ ସିନେମାର ବରିଷ୍ଠ ଅଭିନେତା ଶିହାନ ହୁସେନି ଆଉ ଏହି ଦୁନିଆରେ ନାହାନ୍ତି । ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ଶିହାନ ହୁସେନିଙ୍କ ମୃତ୍ୟୁ ହୋଇଛି । ଅଭିନେତା ଶିହାନ ହୁସେନି ରକ୍ତ…

କୁଆଁ-କୁଆଁ ଶବ୍ଦରେ ପୂରି ଉଠିଲା ଅଥିୟା-ରାହୁଲଙ୍କ ଘର, ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ, ଅଜା ହେଲେ ସୁନୀଲ ଶେଟ୍ଟୀ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଅଥିୟା ଶେଟ୍ଟୀ ଏବଂ କେଏଲ ରାହୁଲ ନିଜର ପ୍ରଥମ ଶିଶୁକୁ ପୃଥିବୀକୁ ୨୪ ମାର୍ଚ୍ଚ ୨୦୨୫ରେ ସ୍ୱାଗତ କରିଛନ୍ତି । ବିବାହ ପରେ ସୁନୀଲ ଶେଟ୍ଟୀଙ୍କ ପୁଅ ନିଜର ପ୍ରଥମ ଶିଶୁକୁ ସ୍ୱାଗତ…

ନାଲି ଶାଢ଼ୀ ପିନ୍ଧି, ଅନୁଭବଙ୍କ ହାତ ଧରି, ବାହାଘର ପରେ ପ୍ରଥମ ଥର ଜଗା ଦର୍ଶନ କଲେ ଜାଗ୍ରତି

ପୁରୀ: ବିବାହ ପରେ ଜଗା ଦର୍ଶନ କଲେ ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗ୍ରତି। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ଦମ୍ପତ୍ତି। ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିସ କାମନା…

(Video) ବଡ଼ ପରଦାରେ ଧମାଲ କରିବ ‘ସିକନ୍ଦର’… ଚାହିଁ ବସିଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍ର ସବୁଠୁ ପ୍ରତିକ୍ଷିତ ଫିଲ୍ମ ‘ସିକନ୍ଦର’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ସଲମାନଙ୍କ ଅଭିନୀତ ଏ ଫିଲ୍ମକୁ ନେଇ ଦର୍ଶକଙ୍କ ବେଶ୍ ଆଶା ଓ ଆକାଂକ୍ଷା ରହିଛି । ସିକନ୍ଦରର ପ୍ରଥମ ଟ୍ରେଲର ରିଲିଜ…

ଆଲିଆଙ୍କ ଘରକୁ ପୁଣି ଆସିବ ଖୁସି ଖବର, ଦ୍ୱିତୀୟ ସନ୍ତାନର ବାପା ହେବେ ରଣବୀର କପୁର!

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଦମ୍ପତ୍ତି ହେଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଯିଏକି ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରୁହନ୍ତି, ନିଜ ପର୍ସନାଲ ଲାଇଫକୁ ନେଇ ମଧ୍ୟ ତାଠୁ ଅଧିକ…

ସୁଶାନ୍ତ ସିଂ ରାଜପୁତ ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ରିପୋର୍ଟରେ ସିବିଆଇ କହିଲା ଏହି କାରଣରୁ ହୋଇଛି…

ମୁମ୍ବାଇ.୨୨ା୩: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି । ଶନିବାର ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ଦାଖଲ କରିଥିବା…

ତେଲଙ୍ଗାନାରେ ହେବ ବିଶ୍ୱର ସବୁଠାରୁ ବଡ଼ ସୁନ୍ଦରୀ ପ୍ରତିଯୋଗିତା, ବ୍ୟାପକ ପ୍ରସ୍ତୁତି ଆରମ୍ଭ

ହାଇଦ୍ରାବାଦ୍: ତେଲଙ୍ଗାନାରେ ଅନୁଷ୍ଠିତ ହେବ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା । ଆସନ୍ତା ମେ’ ୭ରୁ ୩୧ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ । ଯାହାକୁ ନେଇ ରାଜ୍ୟରେ ଜୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତବର୍ଷ…