Browsing Category

ମନୋରଞ୍ଜନ

‘Pizza Hut’ରେ ବିକ୍ରି ହେଉଛି ସ୍ପେସାଲ ଆଇଟମ୍: ‘ଡିପ୍ ଫ୍ରାଇଡ ଫ୍ରଗ୍ ପିଜା’କୁ ଦେଖି ଗ୍ରାହକ କାବା

ଓଡ଼ିଶା ଭାସ୍କର: ଖାଦ୍ୟ ପଦାର୍ଥ ଅନେକ ସମୟରେ ବିଭିନ୍ନ ପ୍ରକାରର ରଚନାତ୍ମକ ଘଟଣା ଦେଖିବାକୁ ମିଳୁଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏବଂ ନୂଆ ନୂଆ ଉପାୟ ଆପଣାଉଛନ୍ତି ହୋଟେଲ ମାଲିକ । କିନ୍ତୁ ପିଜା ଖାଇବାକୁ…

(Video) ରାପର ବାଦଶାହଙ୍କ ନାଇଟ୍ କ୍ଲବ ବାହାରେ ବିସ୍ଫୋରଣ, ବାଇକରେ ଆସି ଦେଶୀ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ନାଇଟ୍ କ୍ଲବ ବାହାରେ ବିସ୍ଫୋରଣ । ବାଦଶାହଙ୍କ ନାଇଟ୍ କ୍ଲବ ବାହାରେ ସକାଳୁ ବିସ୍ଫୋରଣ ହୋଇଛି । ଚଣ୍ଡିଗଡର ଦୁଇଟି ନାଇଟ୍ କ୍ଲବ ବାହାରେ ବିସ୍ଫୋରଣ ହୋଇଛି । ତେବେ ଏହା ରାପ ବାଦଶାହଙ୍କର ବୋଲି ଜଣାପଡିଛି ।…

ରାମ ଗୋପାଳଙ୍କ ଘରେ ପୋଲିସ ରେଡ୍, ଗିରଫ ଡରରେ ଫେରାର୍ ଅଛନ୍ତି ଫିଲ୍ମ ନିର୍ମାତା!

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ବିବାଦୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ଜଣାଯାଉଥିବା ରାମ ଗୋପାଳ ବର୍ମାଙ୍କ ଅଡୁଆ ବଢ଼ିଯାଇଛି । କେଉଁ ମୁହୂର୍ତ୍ତରେ ପୋଲିସ ତାଙ୍କୁ ଗିରଫ କରିପାରେ । ସୋମବାର…

କୌସ୍ତଭ ଡ୍ରିମ୍ ୱାର୍କ୍ସ ତରଫରୁ କଟକ ବାଲିଯାତ୍ରାରେ ରିଲିଜ ହେଲା ‘ଘମାଘୋଟ’ ଫିଲ୍ମର ପୋଷ୍ଟର

କଟକ: ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେ ଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେ ପ୍ରେମିଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏହି ଧାରାରେ…

ଦୁଃଖ ଖବର: ଓଡ଼ିଆ ଫିଲ୍ମ ପ୍ରଯୋଜକ ରାଜିନ୍ଦର ସିଂ ଭୁରଜିଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଫିଲ୍ମ ପ୍ରଯୋଜକ ରାଜିନ୍ଦର ସିଂ ଭୁରଜିଙ୍କ ପରଲୋକ ଘଟିଛି । ଓଡ଼ିଆ ସିନେମା ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ର ପ୍ରଯୋଜନା କରିଥିବା ରାଜିନ୍ଦର…

Real Housewives ର ଫେମ୍ ଅଭିନେତା ହାରିଲେ ପ୍ରାଣ, ୩ଟି ଓଟିଟି ପ୍ଲାଟଫର୍ମରେ ଭାଇରାଲ ଏହି ୱେବ ସିରିଜ

ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଓଟିଟିର ଏହି ଫେମସ ୱେବ ସିରିଜ 'Real Housewives of Potomac' ର ଅଭିନେତା Matthew' Matt Byersଙ୍କର ପରଲୋକ ଘଟିଛି । ମେରୀଲ୍ୟାଣ୍ଡର ଚିଫ…

ଏଥର ନୂଆ ବର୍ଷରେ ଧମାଲ କରିବ ଓଡ଼ିଆ ଚଳଚ୍ଚିତ୍ର “wife”, ମୁଖ୍ୟ ଭୂମିକାରେ ନଜର ଆସିବେ କୁଇନ୍ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର:ନୂଆ ବର୍ଷ ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର "wife" । ଆଉ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ତେବେ ବିଜୟ କଣ୍ଡୋଇ ଙ୍କ ପ୍ରଯୋଜିତ ବିଦିଶା…

‘ସେ ଏବେ ବି ବିବାହିତ’,ଏଆର ରେହମାନ-ସାୟରା ବାନୋଙ୍କ ଛାଡ଼ପତ୍ରକୁ ନେଇ ଓକିଲଙ୍କର ବଡ଼ ଖୁଲାସା

ନୂଆଦିଲ୍ଲୀ: ବିବାହର ୨୯ ବର୍ଷ ପରେ ଏଆର ରେହମାନ ଏବଂ ସାୟରା ବାନୋଙ୍କର ଛାଡ଼ପତ୍ର ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏତିକି ନୁହେଁ, ଲୋକଙ୍କୁ ସେତେବେଳେ ଏହା ଲାଗିଲା ଯେତେବେଳେ ରେହମାନ ଏବଂ ସାୟରା…

ବଡ଼ ନିଷ୍ପତ୍ତି: ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ଜଣେ ନୂଆ କଂସ, ହଟିଲେ ହୃଷିକେଶ ଭୋଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଥର ରାଜ୍ୟର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଜଣେ ନୂଆ କଂସଙ୍କୁ ଦେଖିବ । ୨୦୨୨ ମସିହାରୁ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଆସୁଥିବା ହୃଷିକେଶ ଭୋଇଙ୍କୁ ହଟାଇ ଦିଆଯାଇଛି ।…

ଦ୍ୱିତୀୟ ଥର ମା’ ହେବେ ସନା ଖାନ୍‌, ଇନଷ୍ଟାଗ୍ରାମରେ ଶେୟାର କଲେ ପୋଷ୍ଟ

ମୁମ୍ବାଇ: ଖୁସି ଖବର ଦେଲେ ‘ବିଗ୍ ବସ୍ ୬’ ଫେମ୍ ସନା ଖାନ୍ । ତାଙ୍କ ଘରକୁ ପୁଣି ଆସିବ କୁନି ଅତିଥି । ଫିଲ୍ମ ଦୁନିଆରୁ ଅଲବିଦା କହିଥିବା ସନା ଖାନ୍ ଦ୍ୱିତୀୟ ଥର ମା’ ହେବେ । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ…