Browsing Category

Featured

ରିପୋର୍ଟ : ୨୦୦୮-୨୦୧୭ ମଧ୍ୟରେ ଜନ୍ମିତ ୧.୫୬ କୋଟି ଶିଶୁଙ୍କୁ ଗ୍ୟାଷ୍ଟ୍ରିକ୍ କ୍ୟାନ୍ସରର ବିପଦ, ଭାରତ-ଚୀନରେ ୬୫ ଲକ୍ଷ ମାମଲା ମିଳିବାର…

ନୂଆଦିଲ୍ଲୀ: ଏକ ଆନ୍ତର୍ଜାତୀୟ ଅଧ୍ୟୟନରେ ଆଶଙ୍କା ପ୍ରକାଶ କରାଯାଇଛି ଯେ ୨୦୦୮ ରୁ ୨୦୧୭ ମଧ୍ୟରେ ଜନ୍ମ ନେଇଥିବା ପ୍ରାୟ ୧.୫୬ କୋଟି ଶିଶୁଙ୍କୁ ନିଜ ଜୀବନକାଳରେ ଗ୍ୟାଷ୍ଟ୍ରିକ୍ କ୍ୟାନସର (ପେଟର କର୍କଟ) ହେବାର ବିପଦ…

ମାତ୍ର ଗୋଟିଏ ମିନିଟରେ UPIରେ କରିପାରିବେ ଲୋନ! ଜାଣନ୍ତୁ ପୂରା ପ୍ରୋସେସ

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ପେମେଣ୍ଟ ସିଷ୍ଟମରେ ଆଉ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏବେ UPI କେବଳ ପେମେଣ୍ଟ ପାଇଁ ନୁହେଁ, ବରଂ ଋଣ ଦେବା ଏବଂ ଖର୍ଚ୍ଚ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। NPCI…

BIG BREAKING: ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖର ଇସ୍ତଫା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖର। ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି ଇସ୍ତଫା ପତ୍ର। ୨୦୨୨ ମସିହାରେ, ଜଗଦୀପ ଧନଖର ୧୪ତମ…

CBSEର ବଡ଼ ନିଷ୍ପତ୍ତି: ଏଣିକି ସ୍କୁଲର ସବୁ କୋଣରେ ଲାଗିବ ସିସିଟିଭି କ୍ୟାମେରା, କ୍ଲାସରୁମ ପର୍ଯ୍ୟନ୍ତ ହେବ ଯାଞ୍ଚ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏବେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ସୋମବାର ଦିନ, CBSE ବୋର୍ଡ ସମସ୍ତ CBSE ସ୍କୁଲକୁ ଏକ ଚିଠି…

ମ୍ୟାଚର ଦୁଇ ଦିନ ପୂର୍ବରୁ ସିରାଜଙ୍କ ବଡ଼ ଘୋଷଣା, ଚତୁର୍ଥ ଟେଷ୍ଟରେ ଖେଳିବେ ଏହି ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଟିମ ଆହତ ଅବସ୍ଥାରେ ରହିଛି। ନୀତିଶ ରେଡ୍ଡୀ ଆହତ ହେବା ଯୋଗୁଁ ଟେଷ୍ଟ ସିରିଜରୁ ବାହାରିଯାଇଛନ୍ତି। ସେହିପରି ହାତରେ ଆଘାତ ଲାଗିବାରୁ ଅର୍ଶଦୀପ ଚତୁର୍ଥ ଟେଷ୍ଟରୁ ବାହାରିଛନ୍ତି। ଆକାଶ ଦୀପଙ୍କର…

(Video) ମ୍ୟୁଜିସିଆନ କୁକୁର, ପିଆନୋ ବଜାଇ ଲୋକଙ୍କୁ ଝୁମାଇଲା, ଭିଡିଓ ଦେଖି ରହିଯିବେ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, ଏକ କୁକୁର ଜଣେ ସଂଗୀତଜ୍ଞଙ୍କ ଭୂମିକା ନିଭାଉଥିବା ଦେଖିବାକୁ ମିଳିଛି। କୁକୁରଟି ବହୁତ ମଜାରେ ପିଆନୋ ବଜାଉଛି। ତାଙ୍କ ଚାରିପାଖରେ ବହୁ ସଂଖ୍ୟକ ଲୋକ…

ଥାନାରେ ଯୁବତୀଙ୍କର ପ୍ରାଣ ହାରିବା ଉଦ୍ୟମ, ପିଇଦେଲେ ବିଷ

ନୟାଗଡ଼: ଆଜିକାଲି ଲୋକଙ୍କ ମଧ୍ୟରେ ପ୍ରାଣହାରିବା ମାମଲା ବଢିବାରେ ଲାଗିଛି। ଅତ୍ୟଧିକ ଚିନ୍ତା ଏବଂ ଚାପଗ୍ରସ୍ତ ପାଇଁ ଲୋକେ ଏଭଳି ପଦକ୍ଷେପ ନେଉଛନ୍ତି। ତେବେ ବର୍ତ୍ତମାନ ଏଭଳି ଏକ ପ୍ରାଣ ହାରିବା ମାମଲା ସାମ୍ନାକୁ…

ପୁଅ ମରିବାର ୬ ଦିନ ପରେ ବୋହୂକୁ ବାହା ହେଲା ଶ୍ୱଶୁର, ଏହାକୁ ଶୁଣି ସମସ୍ତଙ୍କର ଉଡ଼ିଗଲା ହୋସ୍‌

ନୂଆଦିଲ୍ଲୀ: ବହୂକୁ ବାହା ହେଲା ଶ୍ୱଶୁର। ଆଜ୍ଞା ହଁ ଏମିତି ଏକ ଘଟଣା ବିହାର ଚମ୍ପାରଣ ଜିଲ୍ଲାର ଚକିୟା ବ୍ଲକ ସ୍ଥିତ ରାମପୁର ଖାସ ପଞ୍ଚାୟତରେ ୧୪ ଜୁଲାଇ ରାତିରେ ଦେଖିବାକୁ ମିଳିଛି। ୫୫ ବର୍ଷୀୟ କୃଷକ ରବିଶଙ୍କର…

(Video) ସଂସଦରେ ପ୍ରଥମେ ହଟ୍ଟଗୋଳ, ପରେ ଉତ୍ସବ.. ଖଡ଼ଗେ କାଟିଲେ କେକ୍‌, ରାହୁଲ ତାଙ୍କୁ ଖୁଆଇଦେଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ହେଲେ ଅଧିବେଶନର ପ୍ରଥମ ଦିନ ଦୁଇ ଗୃହରେ ବିରୋଧୀ ହଙ୍ଗାମା ଏବଂ ନାରାବାଜି କରିଛନ୍ତି। ବିରୋଧୀ ପହଲଗାମ ଆତଙ୍କବାଦୀ ଆକ୍ରମଣ, ଭାରତ-ପାକିସ୍ତାନ ଯୁଦ୍ଧ…

ପୁଣି ବଢିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ ?

ନୂଆଦିଲ୍ଲୀ : ପୁଣି ବଢିଲା ସୁନା ଦାମ୍‌ । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୦.୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…