Browsing Category

Featured

Airtel ଏବଂ Jioର ମହଙ୍ଗା ରିଚାର୍ଜ ପାଇଁ କରନ୍ତୁନି ଚିନ୍ତା, ଏହି ଟ୍ରିକ ଆପଣାଇ ବଞ୍ଚାନ୍ତୁ ଟଙ୍କା

ନୂଆଦିଲ୍ଲୀ: ଜିଓ ୟୁଜର୍ସଙ୍କ ପାଇଁ କାଲି ଅର୍ଥାତ ୩ ଜୁଲାଇରୁ ରିଚାର୍ଜ ମୂଲ୍ୟ ବଢିଯିବ । ଜିଓ ନିଜ ରିଚାର୍ଜର ମୂଲ୍ୟରେ ୧୨ ରୁ ୨୫ ପ୍ରତିଶତ ବଢାଇଛି । ସେହିପରି ଏୟାରଟେଲ ରିଚାର୍ଜର ମୂଲ୍ୟରେ ୧୧ ରୁ ୨୧ ପ୍ରତିଶତର…

(Video) ମୃତ୍ୟୁ ମୁହଁରୁ ବର୍ତ୍ତିଗଲେ ୩୨୫ ଯାତ୍ରୀ : ଉଡୁଥିବା ବିମାନରେ ଆସିଲା ଭୟଙ୍କର ଟର୍ବୁଲାନ୍ସ, ଛାତରେ ପିଟିହେଲେ ଯାତ୍ରୀ

ସ୍ପେନ୍‌ର ରାଜଧାନୀ ମେଡ୍ରିଡ୍‌ରୁ ଉଡ଼ାଣ ଭରିଥିବା ଏୟାର ୟୁରୋପା ବିମାନ ସୋମବାର ବ୍ରାଜିଲରେ ଜରୁରୀ ଅବତରଣ କରିଥିଲା। ଉରୁଗୁଏର ରାଜଧାନୀ ମୋଣ୍ଟେଭିଡିୟୋ ଯାଉଥିବା ସମୟରେ ବିମାନଟି ଟର୍ବୁଲାନ୍ସରେ ଫସିଥିଲା, ଯେଉଥିଲେ…

ରାଜ୍ୟରେ ୩ ହଜାର ହେବ ଭତ୍ତା ଟଙ୍କା, ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବଢିବ ମଧୁବାବୁ ପେନସନ ଯୋଜନା । ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ରାଜ୍ୟବାସୀଙ୍କୁ ମୋହନ ସରକାର ଆଉ ଏକ ଉପହାର ଭେଟି ଦେଇଛନ୍ତି । ଏହା ୩ ହଜାର ଟଙ୍କାକୁ ବଢିବ ବୋଲି ରାଜ୍ୟ ସାମାଜିକ…

ଲୋକସଭାରେ ଦେଇଥିବା ଭାଷଣକୁ କାଟିବା ନେଇ କ୍ରୋଧିତ ହେଲେ ରାହୁଲ ଗାନ୍ଧୀ, ବାଚସ୍ପତିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ନିଜ ଭାଷଣର କିଛି ଅଂଶକୁ ହଟାଇବା ବିରୋଧରେ ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, ମୋ ବିଚାରକୁ କାର୍ଯ୍ୟକରୀତାରୁ ହଟାଇବା ସଂସଦୀୟ…

ନୂଆ ଆଇନକୁ ନେଇ ବିଜ୍ଞପ୍ତି ଜାରି କଲା ସ୍ୱାସ୍ଥ୍ୟ ବିଭାଗ: ଡାକ୍ତରୀ ମାଇନା ପାଇଁ ବଳାତ୍କାର ପୀଡ଼ିତା କିମ୍ବା ପରିବାର ସଦସ୍ୟଙ୍କ ଅନୁମତି ଜରୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ମାସ ପହିଲାରୁ ସାରା ଦେଶରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଲାଗୁ ହୋଇଯାଇଛି । ସେହି ନିୟମମ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନା ପାଇଁ ଲାଗ ହେବ ।…

‘୨ ଘଣ୍ଟା ମଧ୍ୟରେ ନମ୍ବର ବନ୍ଦ ହୋଇଯିବ, ଅଧିକ ଜାଣିବା ପାଇଁ ୯ ଦବାନ୍ତୁ’, ଏହିପରି କଲ୍ ପ୍ରତି ସାବଧାନ : ନଚେତ୍ ହୋଇପାରନ୍ତି ଠକାମୀର…

ନୂଆଦିଲ୍ଲୀ: ସାଇବର ଠକେଇ କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀମାନେ ପ୍ରତାରଣାର ନୂଆ ନୂଆ ଉପାୟ ଖୋଜି ଲୋକଙ୍କୁ ପ୍ରତାରଣା କରୁଛନ୍ତି । ବର୍ତ୍ତମାନ ସିମ୍ କାର୍ଡ ନିୟମରେ ପରିବର୍ତ୍ତନ ପରେ ସାଇବର ଅପରାଧୀମାନେ ପ୍ରତାରଣାର…

ଭାରତରେ ଚିକିତ୍ସା ପାଇଁ ବାଂଲାଦେଶରୁ ଆସୁଛନ୍ତି ଅଧିକ ରୋଗୀ : ରିପୋର୍ଟ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ବାଂଲାଦେଶରୁ ଡାକ୍ତରୀ ପର୍ଯ୍ୟଟନ ପାଇଁ ଭାରତକୁ ଆସନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ବାଂଲାଦେଶରୁ ଡାକ୍ତରୀ ପର୍ଯ୍ୟଟନ ପାଇଁ ଭାରତକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା…

ବିଜୟ ମାଲ୍ୟାଙ୍କୁ NBW ଜାରି, କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ବିଜୟ ମାଲ୍ୟାଙ୍କୁ NBW ନୋଟିସ ଜାରି କରାଯାଇଛି। ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧୮୦ କୋଟିର ଋଣ ପରିଶୋଧ ପୈଠ ନକରିବା ମାମଲାରେ NBW ଜାରି କରାଯାଇଛି। ମୁମ୍ବାଇର ଏକ…

ଚୀନ ବ୍ୟାଡମିଣ୍ଟନ ଖେଳାଳି ଝାଙ୍ଗ ଝିଜୀଙ୍କର ମୃତ୍ୟୁ: ଦୁଃଖ ପ୍ରକାଶ କଲେ ପି.ଭି ସିନ୍ଧୁ

ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରୁ ଆସିଛି ଏକ ବଡ଼ ଦୁଃଖ ଖବର । ଜଣେ ୧୭ ବର୍ଷୀୟ ବ୍ୟାଟମିଣ୍ଟନ ଖେଳାଳି ବ୍ୟାଟମିଣ୍ଟନ କୋର୍ଟରେ ପଡ଼ିଯିବା ଫଳରେ ତାଙ୍କର କାର୍ଡିଆକ ଅରେଷ୍ଟରେ ମୃତ୍ୟୁ ଘଟିଛି । ଚୀନର ବ୍ୟାଡମିଣ୍ଟନ ଖେଳାଳି…

ପୁଣେରେ ଚିହ୍ନଟ ହେଲା ଜୀକା ଭାଇରସ, ୨ ଗର୍ଭବତୀ ମହିଳା ବି ସାମିଲ, ଜାଣନ୍ତୁ ଲକ୍ଷଣ ଏବଂ କାରଣ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୁଣେରେ ଜୀକା ଭାଇରସ ବ୍ୟାପିବାରେ ଲାଗିଛି । ଏହି ଭାଇରସ ଦ୍ୱାରା ପୀଡିତ ୬ ରୋଗୀ ସାମ୍ନାକୁ ଆସିଛନ୍ତି । ଯେଉଁଥିରେ ଦୁଇ ଗର୍ଭବତୀ ମହିଳା ସାମିଲ ଅଛନ୍ତି । ଜଣେ ୨୮ ବର୍ଷୀୟ ଗର୍ଭବତୀ ମହିଳା…