Browsing Category

Featured

ଧନ କୁବେର ଥରେ ଅସନ୍ତୁଷ୍ଟ ହେଲେ ଆପଣଙ୍କ ଘରେ ଦେଖା ଦେଇଥାଏ ୫ଟି ଅଶୁଭ ସଙ୍କେତ

ମଣିଷ ଉପରେ ଧନ କୁବେରଙ୍କ ପ୍ରଭାବ ସର୍ବଦା ଦେଖିବାକୁ ମିଳିଥାଏ । ତେଣୁ ଧନ କୁବେରଙ୍କୁ ସର୍ବଦା ସନ୍ତୁଷ୍ଟ ରଖିବାକୁ କୁହାଯାଇଥାଏ । ଧନ କୁବେର ନାରାଜ ହେଲେ ଆପଣଙ୍କ ଜୀବନରେ ଦେଖାଦେଇଥାଏ ୫ଟି ଅଶୁଭ ସଙ୍କେତ । କୁବେର…

୬ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟଣା: ୧ ଲକ୍ଷ ୪୭ ହଜାର ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗ୍ରାମରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ପଶୁଙ୍କ ମାଲିକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Railway News; ଜେନେରାଲ ବଗିରେ ଯାଉଥିବା ଯାତ୍ରୀଙ୍କୁ ଉପହାର: ଭାରତୀୟ ରେଲୱେର ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ଦିନକୁ ଦିନ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଜେନେରାଲ ବଗିରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ…

ବିହାରରେ ବଡ଼ ଅଘଟଣ: UGC NET ପରୀକ୍ଷା ମାମଲାର ଯାଞ୍ଚ କରିବାକୁ ଯାଇଥିବା ସିବିଆଇ ଟିମ୍ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ୟୁଜିସି ନେଟ ପରୀକ୍ଷା ମାମଲାର ଯାଞ୍ଚ ପାଇଁ ଯାଇଥିବା ସିବିଆଇ ଟିମ୍ ଉପରେ ହୋଇଛି ଆକ୍ରମଣ । ଅସଲି ସିବିଆଇ ଟିମକୁ ନକଲି ସିବିଆଇ ଟିମ୍ ଭାବେ ଗ୍ରାମବାସୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି…

ମା’ ତାରିଣୀ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମୋହନ ଚରଣ ମାଝୀ ନିଜ ଜିଲ୍ଲା କେନ୍ଦୁଝରକୁ ଗସ୍ତ କରିଛନ୍ତି । ଏହି ଅବସରରେ ମା’ ତାରିଣୀ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା…

ନକ୍ସଲର IED Blast: ଆକ୍ରମଣରେ ୨ ଜଣ CRPF ଯବାନ ସହିଦ

ଛତିଶଗଡ଼: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ପୁଣି ଯବାନଙ୍କ ଉପରେ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ଆଇଡି ବିସ୍ଫୋରଣ ଘଟଣାରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଜଗରଗୁଣ୍ଡା ଥାନା ଅନ୍ତର୍ଗତ ସିଲଗେର ଏବଂ…

ସୋନାକ୍ଷୀ ନିଜ ବାହାଘରକୁ ନେଇ କହିଥିଲେ ସେ ବହୁତ ନାଚିବେ….

ମୁମ୍ବାଇ: ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ତଥା ଶତ୍ରୁଘ୍ନ ସିହ୍ନା ତନୟାଙ୍କ କଥା ଏବେ ଚାରିଆଡେ ଚର୍ଚ୍ଚାରେ, ଆଉ ଏହି ଚର୍ଚ୍ଚାର କାରଣ ହେଉଛି ତାଙ୍କ ବାହାଘର । ଏକ୍ଟ୍ରେସ ସୋନାକ୍ଷୀ ସିହ୍ନା ନିଜର ବୟଫ୍ରେଣ୍ଡ ଜହିର…

NEET row; ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଅନିୟମିତତା: ଯାଞ୍ଚ କରିବା ନେଇ CBIର ଅଭିଯୋଗ

ନୂଆଦିଲ୍ଲୀ: ମେ’ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ସଙ୍ଗୀନ ଅଭିଯୋଗ ଆଣିଛି ସିବିଆଇ । ଏହି ଅନିୟମିତତା ବାବଦରେ ଯାଞ୍ଚ ପାଇଁ ଏଜେନ୍ସିକୁ ଦାୟିତ୍ୱ ହସ୍ତାନ୍ତର ନେଇ…

‘ପୁଷ୍ପକ’କୁ ବିରାଟ ସଫଳତା: ଇସ୍ରୋ ପାଇଁ କେତେ Important ତୃତୀୟ ଲାଣ୍ଡିଂ, ମିଳିବ ଏହିସବୁ ଫାଇଦା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ବଡ଼ ସଫଳତା । ରି-ୟୁଜେବୁଲ ପ୍ରକ୍ଷେପଣ ଯାନ(ଆରଏଲଭି)ର ଶେଷ ଲାଣ୍ଡିଙ୍ଗ ପ୍ରୟୋଗ (ଲେକ୍ସ) ମଧ୍ୟ ସଫଳତାର ଶେଷ କରିଛି ଇସ୍ରୋ । ଏହି…

ଭାଙ୍ଗିଯିବ କି କେନ୍ଦ୍ରାପଡା ପୌର ପରିଷଦ, ହୋଟେଲରେ ଚାଲିଛି ଗୁପ୍ତ ବୈଠକ

ଭୁବନେଶ୍ୱର: ଓଡିଶାର ସର୍ବପୁରାତନ ପୌରସଂସ୍ଥା ହେଉଛି କେନ୍ଦ୍ରାପଡା ପୌରପରିଷଦ । ଏହି ପୌରପରିଷଦକୁ ଭାଙ୍ଗି ଦେବା ପାଇଁ ୧୪ କାଉନସିଲର ଗୁପ୍ତ ବୈଠକ କରିଛନ୍ତି। ଗୁପ୍ତ ବୈଠକଟି କେନ୍ଦ୍ରାଡାର ଏକ ହୋଟେଲରେ ସେହି ହୋଟେଲର…