Browsing Category

Featured

ରନ୍ଧା ଖାଦ୍ୟକୁ ଅଧିକ ବିଳମ୍ବରେ ଖାଇଲେ ଭୋଗିପାରନ୍ତି ଏହି ସମସ୍ୟା :ଜାଣନ୍ତୁ କ’ଣ କହୁଛି WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ପ୍ରତିବର୍ଷ ସାରା ବିଶ୍ୱରେ ୪ ଲକ୍ଷରୁ ଅଧିକ ଲୋକ ଦୂଷିତ ଖାଦ୍ୟ ଖାଇବା କାରଣରୁ ମୃତ୍ୟୁବରଣ କରିଥାନ୍ତି । ଅନେକ ଲୋକ କେବଳ ଦୂଷିତ ଖାଦ୍ୟ ସେବନ କରି ନିଜ ଜୀବନକୁ ବିପଦାମୁଖି…

ଜଗା କାଳିଆର ବିଚିତ୍ର ଲୀଳା: ସ୍ନାନ କରାଇଲେ ଦେବରାଜ ଇନ୍ଦ୍ର! ଦିବ୍ୟସ୍ନାନ ସରିବା ପରେ ଛାଡ଼ିଗଲା ବର୍ଷା

ଓଡ଼ିଶା ଭାସ୍କର: ଓଡ଼ିଶାର ନାଥ ଶ୍ରୀଜଗନ୍ନାଥଙ୍କୁ ଲୀଳାମୟ ଠାକୁର ବୋଲି କୁହାଯାଏ । ଦୁନିଆରେ ସବୁକିଛି ତାଙ୍କ ଇଚ୍ଛା ଆଉ ନିର୍ଦ୍ଦେଶରେ ହିଁ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଚକ୍ରରେ ସେ ସାରା ଜଗତକୁ ବୁଲାନ୍ତି ।…

୨୯ ଜୁନ୍ ପର୍ଯ୍ୟନ୍ତ ମିଥୁନ ରାଶିରେ ରହିବେ ବୁଧ, ଏହି ୪ ରାଶି ଉପରେ ପଡିବ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ଚଳନର ବିଶେଷ ମହତ୍ତ୍ୱ ରହିଛି । ବୁଧ ଗ୍ରହଙ୍କୁ ବକ୍ତବ୍ୟ ଏବଂ ବୁଦ୍ଧିର କାରକ ଭାବରେ ବିବେଚନା କରାଯାଇଥାଏ । ଯେଉଁମାନଙ୍କର ରାଶିରେ ବୁଧଙ୍କ ସ୍ଥିତି ମଜବୁତ ଥାଏ ସେମାନଙ୍କୁ…

ଅଧିକ ଓଜନ ଯୋଗୁଁ କ୍ୟାନସରର ସଂଖ୍ୟା ଅନେକ ଗୁଣ ବଢି ଚାଲିଛି : ନୂଆ ଅଧ୍ୟୟନରେ ଖୁଲାସା

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଶରୀର ଓଜନ ବୃଦ୍ଧି ବା ମୋଟାପା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି। ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। କିନ୍ତୁ ଏଠାରେ ପ୍ରମୁଖ କଥା ହେଲେ ଏହି ମୋଟାପା…

ଶନି ପୂର୍ବରୁ ବୁଧଙ୍କ ଗୋଚର, ଏହି ରାଶିର ଲୋକେ ହାତେ ମାପି ଚାଖଣ୍ଡେ ଚାଲନ୍ତୁ

ଓଡ଼ିଶା ଭାସ୍କର: ଜ୍ୟେତିଷ ଶାସ୍ତ୍ରରେ ବୁଧଙ୍କୁ ଶୁଭ ଗ୍ରହ ବୋଲି ବିଶ୍ୱାସ କରାଯାଏ । ବୁଧ ଗ୍ରହ ବୃଦ୍ଧି, ଧନ, ବ୍ୟାପାର, ସମ୍ବାଦ, ବାଣୀ ଏବଂ କ୍ୟାରିୟରର କାରକ ଅଟନ୍ତି । ୨୯ ଜୁନ ୨୦୨୪ ର ରାତି ୧୧ଟା ୪୦ ମିନିଟରେ…

(Video) She is my ex lover… ପରୀକ୍ଷା ଖାତାରେ ‘Heart’କୁ ଏମିତି ବର୍ଣ୍ଣନା କଲେ ଛାତ୍ର

ଓଡ଼ିଶା ଭାସ୍କର: ପରୀକ୍ଷାରେ ବସିଲେ ଅନେକ ପିଲା ନର୍ଭସ ହୋଇ ଭୁଲ ଉତ୍ତର ଲେଖି ଦେଇଥାନ୍ତି । କିନ୍ତୁ ଜଣେ ଛାତ୍ର ଏମିତି ଉତ୍ତର ଲେଖିଛନ୍ତି, ଯାହାକୁ ଦେଖି ଶିକ୍ଷକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ‘ହାର୍ଟ’ ଉପରେ…

ଭାରତୀୟ ନୌସେନାରେ ଏମଆର-ମ୍ୟୁଜିସିଆନ ପଦବୀ ପାଇଁ ନିଯୁକ୍ତି ଘୋଷଣା: ୧ ଜୁଲାଇରୁ ଆବେଦନ

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ଅଗ୍ନିବୀର ସ୍କିମ୍ ଅଧୀନରେ ଏମଆର ମ୍ୟୁଜିସିଆନ (ବ୍ୟାଚ୍ ୦୨/୨୦୨୪) ପଦ ପାଇଁ…

Video; “ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସି ନାହାଁନ୍ତି ସେପର୍ଯ୍ୟନ୍ତ ଗାଡ଼ି ଗଡ଼ିବ ନାହିଁ; ସେ ଆସିଲେ ହିଁ ଗାଡି ଗଡ଼ିବ”

ବାରିପଦା: (ଓଡ଼ିଶା ଭାସ୍କର) ଦେହ ସାରା ଖାଲି ରକ୍ତ। ପୋଷାକ ରକ୍ତରେ ପୁରା ଜୁଡ଼ୁବୁଡ଼ୁ ହୋଇଯାଇଛି। ତଥାପି ଚିତ୍କାର କରି ମୁଖ୍ୟମନ୍ତ୍ରୀଙ୍କୁ ପାଖକୁ ଡାକୁଛନ୍ତି। କହୁଛନ୍ତି "ମୁଖ୍ୟମନ୍ତ୍ରୀ ଆସିଲେ ଯାଇଁ ଗାଡ଼ି ଗଡ଼ିବ।…

Buildingରେ ଝୁଲୁଛି ବିଶାଳକାୟ ‘ଡ୍ରାଗନ୍’: ରୂପ-ରଙ୍ଗ ଦେଖି ଭୟରେ ସହରବାସୀ, କେଉଁଠୁ ଆସିଲା ଏ ଜୀବ?

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନ ଅନେକ ଜୀବ ଲୋପ ପାଇ ସାରିଲେଣି । ଡାଇନୋସର ଏବଂ ଗୟଳ ଭଳି ଅନେକ ଜୀବ ବର୍ତ୍ତମାନ ପୃଥିବୀରେ ବିଲୁପ୍ତ ହୋଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ନ୍ୟୁୟର୍କରେ ଏକ ବିଶାଳକାୟ ପ୍ରାଣୀକୁ…

ସ୍ୱପ୍ନରେ କୁକୁରକୁ ଦେଖିବାର ଅର୍ଥ କ’ଣ, ଏହା ଜୀବନରେ କେଉଁ ଘଟଣାର ଦିଏ ସଙ୍କେତ?

ଓଡ଼ିଶା ଭାସ୍କର: ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ। ଯଦି ଆପଣ ସ୍ୱପ୍ନରେ କୁକୁରକୁ ଦେଖନ୍ତି ତେବେ ଏହା ଏକ ବଡ଼…