Browsing Category

Featured

OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ଜୁନ୍ ମାସରେ ହେବାକୁ ଥିବା ସମସ୍ତ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ମାସ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ଜୁନ ମାସରେ କେଉଁ ସବୁ ପଦର ପରୀକ୍ଷା କେଉଁ ତାରିଖରେ ଅନୁଷ୍ଠିତ ହେବା ତା’ର ଏକ…

ସ୍ୱାତୀ ମାଲିୱାଲ କେସ୍‌ରେ ସାମ୍ନାକୁ ଆସିଲେ ନିର୍ଭୟାଙ୍କ ମା’, କେଜ୍ରିୱାଲଙ୍କୁ ଦେଲେ ଏପରି ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ତାଙ୍କ ସମର୍ଥନରେ ଭିଡିଓ କରିଥିବାରୁ ନିର୍ଭୟାଙ୍କ ମା’ଙ୍କୁ ଧନ୍ୟବାଦ ଦେଇଛନ୍ତି । ସ୍ୱାତୀ କହିଛନ୍ତି ନିର୍ଭୟାଙ୍କ ମା’…

ବିବାହିତ ପୁରୁଷ ଅନ୍ୟ ମହିଳାଙ୍କୁ ବିବାହ ନ କରି ଏକତ୍ର ରୁହନ୍ତି, ତେବେ ତାହା ଦ୍ୱିତୀୟ ବିବାହର ଅପରାଧ ହେବନି : ହାଇକୋର୍ଟ

ଜୟପୁର: ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ମହିଳାଙ୍କୁ ବିବାହ ନ କରି ତାଙ୍କ ସହିତ ଏକତ୍ର ରହନ୍ତି ତେବେ ତାହା ଦ୍ୱିତୀୟ ବିବାହର ଅପରାଧ ହେବ ନାହିଁ । ରାଜସ୍ଥାନ ହାଇକୋର୍ଟ ନିକଟରେ ଏହି ରାୟ ଦେଇଛନ୍ତି । ଜଣେ ବିବାହିତ…

Pine Nuts ଖାଇବା ଦ୍ୱାରା ହୋଇଥାଏ ଅନେକ ଫାଇଦା: ଜାଣନ୍ତୁ କ’ଣ ହୋଇଥାଏ ଉପକାର

ଓଡିଶା ଭାସ୍କର: ଆପଣମାନେ ଅନେକ ପ୍ରକାର ବାଦାମ ଖାଇଥିବେ । ଯେପରି କାଜୁ ବାଦାମ, ଚିନା ବାଦାମ, ଆଲମଣ୍ଡ । ଏଥିରେ ଅନେକ ପ୍ରକାରର ପୋଷଣ ତତ୍ତ୍ୱ ରହିଥାଏ । କିନ୍ତୁ ଆଜି ଆମେ ଏପରି ଏକ ବାଦାମ ବିଷୟରେ କହିବାକୁ ଯାଉଛୁ…

ଜୁନ୍ ପହିଲାରୁ ବଦଳିବ ଡ୍ରାଇଭିଂ ଲାଇସେନ୍ସ ନିୟମ: ଏଣିକି RTO ନଯାଇ ନିକଟତମ କେନ୍ଦ୍ରରେ ଦେଇପାରିବେ ଗାଡ଼ିଚାଳନା ପରୀକ୍ଷା

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ସମସ୍ୟା ଦୂର ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯିବ । ଜୁନ ମାସ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ । ଦେଶରେ…

ଚଳିତ ଆର୍ଥିକ ବର୍ଷରେ ୨୦ ପ୍ରତିଶତ ହ୍ରାସ ହୋଇପାରେ ସୁନା ଆମଦାନୀ

ନୂଆଦିଲ୍ଲୀ : ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଏଭଳି ପରିସ୍ଥିତିରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭାରତର ସୁନା ଆମଦାନୀ ୨୦ ପ୍ରତିଶତ ହ୍ରାସ ହୋଇପାରେ । ଏକ ଇଣ୍ଡଷ୍ଟ୍ରି ସଂସ୍ଥାର ମୁଖ୍ୟ ନ୍ୟୁଜ୍ ଏଜେନ୍ସି…

ମଣିଷକୁ ବାର୍ଡ ଫ୍ଲୁ: ପ୍ରଥମ ଥର ପାଇଁ ମଣିଷ ଶରୀରରୁ ଚିହ୍ନଟ ହେଲା H5N1 ଭୂତାଣୁ

ନୂଆଦିଲ୍ଲୀ: ମଣିଷ ଶରୀରରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁ ଭୂତାଣୁ । ଅଷ୍ଟ୍ରେଲିଆରେ ପ୍ରଥମ ଥର ମଣିଷ ଦେହରୁ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଶିଶୁ ଭାରତରୁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ସେଠାରେ…

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଗାଇଡଲାଇନ୍: ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ଆବେଦନ ଆରମ୍ଭ ହୋଇଛି । ଉଚ୍ଚ ଶିକ୍ଷାନୁଷ୍ଠାନ ଓ ପଲିଟେକନିକର ଶିକ୍ଷକମାନଙ୍କୁ ଏହି ପୁରସ୍କାର ଦିଆଯିବାକୁ ଥିବାବେଳେ ଏହା ଜୁନ୍ ୨୦ ପର୍ଯ୍ୟନ୍ତ ଚାଲିବ । ଜାତୀୟ…

ମେକ୍ସିକୋର ନିର୍ବାଚନ ରାଲିରେ ମୃତ୍ୟୁର ତାଣ୍ଡବ: ଷ୍ଟେଜ୍ ଭୁଶୁଡ଼ିବା କାରଣରୁ ୫ ଜଣଙ୍କର ମୃତ୍ୟୁ, ଦେଖନ୍ତୁ ହୃଦୟ ବିଦାରକ Video

ନୂଆଦିଲ୍ଲୀ: ମେକ୍ସିକୋର ନୁଭୋ ଲିଓନ୍ ରାଜ୍ୟରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସାନ ପେଡ୍ରୋ ଗାରଜା ଗାର୍ସିଆ ସହରରେ ନାଗରିକ ଆନ୍ଦୋଳନ ପାର୍ଟିର ଏକ ରାଜନୈତିକ ସମାବେଶରେ ହଠାତ୍ ମଞ୍ଚ ଭୁଶୁଡି ପଡି ପାଞ୍ଚ…

RCB ପରାଜୟ ପାଇଁ ୩ଟି ବଡ଼ କାରଣ ଦାୟୀ: କାହିଁକି ବାରମ୍ବାର ବିଫଳ ହେଉଛି ବେଙ୍ଗାଲୁରୁ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ଏଲିମିନେଟର ଲଢ଼େଇରେ ଆରସିବିକୁ ୪ ୱିକେଟରେ ପରାସ୍ତ କରି ଦ୍ୱିତୀୟ କ୍ୱାଲିଫାୟରକୁ ଉନ୍ନୀତ ହୋଇଛି ରାଜସ୍ଥାନ । ଏହାଫଳରେ ୧୭ ଥର ପାଇଁ ଆରସିବିର ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ଅଧୁରା ରହି…