Browsing Category
Featured
ସ୍କୁଲ ପରେ ଦିଲ୍ଲୀର ୪ହସ୍ପିଟାଲକୁ ମିଳିଲା ବୋମା ଧମକ; କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସହରରେ ସ୍କୁଲକୁ ବୋମା ଧମକ ମେଲ୍ ଆସିବା ପରେ ଏବେ ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋମା ମାଡ଼ ଅଭିଯୋଗ ଆସିଛି । ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ କହିଛି ଯେ ଜିଟିବି…
ଖୁସିରେ ଝୁମିବେ କେନ୍ଦ୍ର କର୍ମଚାରୀ: ଜୁନ ୪ ପରେ ବଡ଼ ଘୋଷଣା କରିବେ କେନ୍ଦ୍ର ସରକାର!
ନୂଆଦିଲ୍ଲୀ: ଦେଶରେ ଏବେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ୭ଟି ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ସରିଯାଇଥିବା ବେଳେ ଆଗକୁ ଆଉ ୩ଟି ପର୍ଯ୍ୟାରେ ଭୋଟରମାନେ ମତଦାନ…
ଖାଦ୍ୟ ପ୍ରସ୍ତୁତ କରିବାର ସଠିକ୍ ତରିକା ଶିଖାଇଲା ICMR: କୁକିଂ ଓ ପ୍ରି-କୁକିଂ ପ୍ରକ୍ରିୟାରେ ଦାୟିତ୍ୱହୀନତା ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିଥାଏ
ନୂଆଦିଲ୍ଲୀ: ଆଜିର ସମୟରେ ଏକ ସୁସ୍ଥ ଜୀବନଧାରଣ ନିମନ୍ତେ ଖାଦ୍ୟପେୟର ସବୁଠାରୁ ବଡ଼ ଭୂମିକା ରହିଛି । ଏ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ଗମ୍ଭୀର ବୀମାରୀ ଆକ୍ରମଣ କରିବାର ସମ୍ଭାବନା ରହିଥାଏ । ତେବେ ଖରାପ…
ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ ହେଲେ ସ୍ୱାଧୀନ ପ୍ରାଥୀ ଶିବସଙ୍କର ଦାସ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବ୍ରହ୍ମପୁର ସ୍ୱାଧୀନ ପ୍ରାଥୀ ଶିବସଙ୍କର ଦାସ ଗିରଫ ହେଲେ । ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି । ହତ୍ୟା ଉଦ୍ୟମ ମାମଲା ରୁଜୁ କରି…
ଆଖିର ଶୁଷ୍କତାକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ
ଓଡ଼ିଶା ଭାସ୍କର: ଆଖି ହେଉଛି ଏକ କୋମଳ ଏବଂ ଗୁରୁତ୍ୱପୁର୍ଣ୍ଣ ଅଙ୍ଗ । କୌଣସି ପ୍ରକାର ଅବହେଳା ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିପାରେ । ତେଣୁ ଆଖିର ଯତ୍ନ ନେବା ଜରୁରୀ ଅଟେ । ବିଶେଷ କରି ଗ୍ରୀଷ୍ମ ଦିନେ ଖରା ଓ ପ୍ରଦୂଷଣ…
(Video) କେଉଁଠି ଅଛନ୍ତି ଅନୁଭବ ମହାନ୍ତି ? ଯଲଦି ଗିରଫ ପାଇଁ ପୁରୀଘାଟ ଥାନାଧିକାରୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ…
କଟକ: (ଓଡ଼ିଶା ଭାସ୍କର) ପୁୁରୀଘାଟ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ, ଶୁଣାଣି ପୂର୍ବରୁ ଅନୁଭବଙ୍କୁ ଗିରଫ କର। ଅନୁଭବଙ୍କ ନାଁରେ ଜାରି ହୋଇଛି ଜାମିନବିହୀନ ଗିରଫ ପରୱାନା। ହାତଜରେ ରହିବେ ଅନୁଭବ ମହାନ୍ତି । କୋର୍ଟ…
୯୧ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଝଟକା: ଗ୍ରାଜୁଏଟ୍ ଭିସା ରୁଟ୍ ବନ୍ଦ ନେଇ ପ୍ରସ୍ତୁତ ହେଲା ରିପୋର୍ଟ, ବ୍ରିଟେନ ସଂସଦରେ ହେବ ଆଗତ
ନୂଆଦିଲ୍ଲୀ: ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ବ୍ରିଟେନର ଋଷି ସୁନକ ସରକାର ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି । ବ୍ରିଟେନ ସରକାରଙ୍କ ମାଇଗ୍ରେସନ ଆଡଭାଇଜରୀ କମିଟି ପକ୍ଷରୁ ଗ୍ରାଜୁଏଟ ଭିସା ରୁଟ୍ ବନ୍ଦ କରିବା ନେଇ…
ମଧୁବାଳା-ମାଧୁରୀଙ୍କ ପରେ ଅଦିତି ଚାଲିଲେ ‘ଗଜଗାମିନୀ’ ଚାଲି; କାମସୂତ୍ର ସହ ରହିଛି ସମ୍ପର୍କ
ମୁମ୍ୱାଇ: ଲୋକପ୍ରିୟ ୱେବ୍ ସିରିଜ୍ 'ହୀରାମଣ୍ଡି'ରେ ଅଦିତି ରାଓ ହାଇଦରୀ ଜଣେ ରାଜକୁମାରୀ ଭୂମିକାରେ ଅଛନ୍ତି। ତାଙ୍କ ଚରିତ୍ରର ନାମ ବିବୋଜନ । ସୋ' ଦେଖିଥିବା ଜନସାଧାରଣ ବିବୋଜନଙ୍କ ଏକ ସ୍ୱତନ୍ତ୍ର ପଦଯାତ୍ରାର…
ଟିମ୍ ଇଣ୍ଡିଆକୁ ମିଳିବ ନୂଆ ହେଡ୍ କୋଚ: ବିଜ୍ଞପ୍ତି ଜାରି କଲା BCCI, ଆବେଦନ କରିବେ ଆଶାୟୀ
ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ହେଡ୍ କୋଚ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେବେ ପରବର୍ତ୍ତୀ ହେଡ୍ କୋଚ କିଏ ହେବ, ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।…
(Video) ନେତା-ମନ୍ତ୍ରୀକୁ ଦେଖି ଗୋଡ଼ାଇଲେ ଲୋକେ; ‘ରୋଡ୍ ନାହିଁ ତ ଭୋଟ୍ ନାହିଁ’ କହି ଗାଁରେ ପଶିବାକୁ ଦେଲେନି
ବାଲେଶ୍ୱର: ଅଭିଶପ୍ତ ଗାଁ ଅର୍ଜୁନୀ, ଗାଁକୁ ନା ଅଛି ରାସ୍ତା, ନା ପାଣି, ନା ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ବାସଗୃହ, ଗାଁରେ ୮୦ ରୁ ଅଧିକ ଲୋକ ବସବାସ କରୁଥିଲେ ବି ସରକାରୀ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ । ଗାଁରେ…