
Browsing Category
Featured
ୟୁଟ୍ୟୁବରେ କରନ୍ତୁ ଏହି ସେଟିଙ୍ଗ, ପିଲାମାନେ ଦେଖିପାରିବେନି ଖରାପ ଭିଡ଼ିଓ
ବର୍ତ୍ତମାନ ଯୁଗରେ ୟୁଟ୍ୟୁବ ପାଇଁ ସମସ୍ତେ ପାଗଳ। ମନୋରଞ୍ଜନ ପାଇଁ ଏହି ଆପ୍ ଏକ ପ୍ରମୁଖ ମାଧ୍ୟମ ସାଜିଛି। କାରଣ ନିଜର ପସନ୍ଦ ଅନୁଯାୟୀ ଅନେକ ପ୍ରକାରର ବିଷୟବସ୍ତୁ ଉପରେ ଖୁବ ସହଜରେ ଭିଡ଼ିଓ ୟୁଟ୍ୟୁବରେ ଉପଲବ୍ଧ…
କେନ୍ଦ୍ରାପଡ଼ା: ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ, ଶଙ୍ଖ ଫୁଙ୍କି ଓ ହୁଳହୁଳି ପକାଇ ଚାକିରିରୁ ବିଦାହେଲେ ୨ ସିଆରପି
କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାକିରିରୁ ହେଲେ ବିଦା । ଶଙ୍ଖ ଫୁଙ୍କି ଓ ହୁଳହୁଳି ପକାଇ ବିଦାହେଲେ ୨ ସିଆରପି । ୨ ସିଆରପି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବସନ୍ତିଆଙ୍କୁ…
କଫ ସିରପ ଯୋଗୁଁ ପିଲାଙ୍କଠାରେ ହୋଇପାରେ ଏହିସବୁ ସମସ୍ୟା, ଜାଣନ୍ତୁ
ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି।…
ସଲମାନ୍ ଖାନ୍ଙ୍କ ଘର ଉପରକୁ ଗୁଳିକାଣ୍ଡ ଘଟଣା; ପୁଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ
ମୁମ୍ୱାଇ: ସଲମାନ ଖାନଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ବୁଧବାର ପୋଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଅନୁଜ କୁମାରଙ୍କୁ ତୁରନ୍ତ ଥାପନ ହସ୍ପିଟାଲନିଆଯାଇଥିବା…
ପୁଅ ଆତ୍ମହତ୍ୟା କରିବାରୁ ନିୟମ ବଦଳାଇଲେ ହାଇକୋର୍ଟ, ୫୯ ବର୍ଷ ବୟସ୍କ ପିତା IVF ମାଧ୍ୟମରେ ସନ୍ତାନ ପ୍ରସବ କରିବାକୁ ପାଇଲେ ଅନୁମତି
କୋଲକାତା: ବୃଦ୍ଧ ଦମ୍ପତିଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ମଧ୍ୟ ନିଜର ନିୟମ ପରିବର୍ତ୍ତନ କରିଛନ୍ତି। ଗତ ବର୍ଷ ଏହି ଦମ୍ପତିଙ୍କ ପୁଅ (୧୯) ଆତ୍ମହତ୍ୟା କରିଥିଲେ। ଏହା ପରେ ଦମ୍ପତି ସନ୍ତାନ ଜନ୍ମ ଆଶାରେ ହାଇକୋର୍ଟରେ ଏକ…
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ସିମ୍ବଲ ଲୋଡିଂ ୟୁନିଟ୍ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି । ୨୦୨୩ ବର୍ଷର ରିଟ୍ ପିଟିସନ (ସିଭିଲ) ସଂଖ୍ୟା ୪୩୪ରେ ମାନ୍ୟବର ସର୍ବୋଚ୍ଚ…
(Video) ନିର୍ବାଚନୀ ପ୍ରଚାରରେ କମ୍ପୁଛି ବଡ଼ଚଣା ମାଟି; ବର୍ଷାଙ୍କ ଲୋକପ୍ରିୟତା ଦେଖି ବିରୋଧୀ ଛାନିଆ
ଯାଜପୁର: ବର୍ଷାଙ୍କ ଜୟ ଜୟ କାରରେ କମ୍ପୁଛି ବଡ଼ଚଣା ମାଟି। ଯାହା ମୁହଁରୁ ଶୁଣ ବର୍ଷାଙ୍କ ପ୍ରଶଂସା । ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ଓଠରେ ଗୋଟିଏ କଥା । ଏଥର ବଡ଼ଚଣା ଆଉ ପଛରେ ରହିବନି । ବଡ଼ଚଣା ବିକାଶର ସାରଥୀ…
ଅମିତ ଶାହା ଫେକ୍ ଭିଡିଓ ମାମଲାରେ ବଡ ଆକ୍ସନ୍: ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣଙ୍କୁ ନୋଟିସ, ୩ ଜଣ ଗିରଫ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣ ନେତାଙ୍କୁ ନୋଟିସ ଜାରି କରାଯାଇଛି ଏବଂ ତିନି ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଏପ୍ରିଲ ୩୦ ରେ ଅହମ୍ମଦାବାଦରୁ ଆମ୍ ଆଦମୀ…
ପାଣିପାଗକୁ ନେଇ ଆସିଲା ବଡ଼ ଅପଡେଟ୍; ଆହୁରି କିଛି ଦିନ ଜାରି ରହିବ ଗରମ, ମେ ୫ ପରେ ବର୍ଷା ସମ୍ଭାବନା
ବେଙ୍ଗାଲୁରୁ: ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସହର ଶୁଖିଲା ଓ ଗରମ ଦିନରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବେଙ୍ଗାଲୁରୁର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି…
ଅନ୍ୟ ପ୍ରାଣୀଙ୍କ ଭଳି ନିଜ ଭିତରେ ଭାବର ଆଦାନ-ପ୍ରଦାନ କରିଥାଆନ୍ତି ଛତୁ; ରିସର୍ଚ୍ଚ
ଓଡ଼ିଶା ଭାସ୍କର: ମଣିଷମାନଙ୍କ ପରି ଗଛଲତା ମଧ୍ୟ ଜୀବନ୍ତ । ଏହି କଥା ଆମେ ଆଗରୁ ଜାଣିଛୁ । କିନ୍ତୁ ଏକଥା ବହୁ କମ ଲୋକ ଜାଣିଥିବେ ଆମେମାନେ ଯେଉଁଭଳି କଥାବାର୍ତା କରୁ ଠିକ ସେହିପରି ସେମାନେ ମଧ୍ୟ କଥାବାର୍ତ୍ତା…