Browsing Category
Featured
ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ବିଶ୍ୱ ପ୍ରଗତିର କାରଣ ହେବ ଭାରତ : IMFର ଭବିଷ୍ୟବାଣୀ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ବୁଧବାର (ମାର୍ଚ୍ଚ ୬) ରେ ଏକ ପୂର୍ବାନୁମାନ ଜାରି କରିଛି । ଏହି ଅନୁଯାୟୀ, ସେମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୫ବର୍ଷ ମଧ୍ୟରେ ଚୀନ୍, ଆମେରିକା ଏବଂ…
ଜେଇଇ ମେନ୍ସ ପେପର-୨ ରେଜଲ୍ଟ ଘୋଷଣା କଲା NTA
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିଶନ ପାଇଁ ଜେଇଇ ମେନ୍ସ ସେସନ-୧ ପେପର-୨ର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)…
ଗୋଟିଏ ଫୋନ ନମ୍ବରରେ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଥିଲେ ସାବଧାନ୍ ! ବଡ଼ ପରିବର୍ତ୍ତନ କରିବାକୁ ଯାଉଛି RBI
ନୂଆଦିଲ୍ଲୀ: ଯଦି ଆପଣଙ୍କର ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି ଏବଂ ଆପଣ ସେହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ସମାନ ଫୋନ୍ ନମ୍ବର ସହିତ ଲିଙ୍କ୍ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ଏକରୁ…
(ଭିଡିଓ) ପୋଲ ଉପରେ ଝୁଲି ରହିଛି ଯାତ୍ରୀବାହୀ ବସ୍: ଭୁବନେଶ୍ୱରରୁ ଯାଉଥିଲେ ୩୦ ଯାତ୍ରୀ, ଘଟିଲା ଦୁର୍ଘଟଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ଫୁଲବାଣୀର ରାଣୀପଥ ଘାଟିରେ ଏସଆରଟିସି ବସ୍ ଦୁର୍ଘଟଣା ଘଟି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୪୦ରୁ ଅଧିକ ଯାତ୍ରୀ ଫୁଲବାଣୀରୁ ଅନୁଗୁଳ ଅଭିମୂଖେ ଯାତ୍ରା କରୁଥିବା ବେଳେ…
ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଧରିବେ ଶଙ୍ଖ! ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ।…
ସିରିଆ ଉପରେ IS ସନ୍ଦିଗ୍ଧଙ୍କ ଆକ୍ରମଣ: ଅତିକମରେ ୧୮ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ନିଖୋଜ- ରିପୋର୍ଟ
ନୂଆଦିଲ୍ଲୀ: ଇସଲାମିକ ଷ୍ଟେଟ (ଆଇଏସ) ଗ୍ରୁପ ପକ୍ଷରୁ ସିରିଆ ଉପରେ କରାଯାଇଥିବା ଆକ୍ରମଣରେ ଅତିକମରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ସିରିଆର କିଛି ଲୋକ ମରୁଭୂମିରେ ଟ୍ରୁଫଲ ସଂଗ୍ରହ କରୁଥିବା ବେଳେ ଅଚାନକ…
ନୂଆ ବ୍ୟାପାର ଆରମ୍ଭ କରୁଥିଲେ କରନ୍ତୁ ନାହିଁ ଏହି ଭୁଲ, ଲାଭ ବଦଳରେ ହୋଇପାରେ କ୍ଷତି, ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ
ଓଡ଼ିଶା ଭାସ୍କର: ଜୀବନରେ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ତାହା କ୍ୟାରିୟର ହେଉ କିମ୍ବା ବ୍ୟାପାର । କିନ୍ତୁ ବେଳେ ବେଳେ କଠୋର ପରିଶ୍ରମ କରିବା ସତ୍ତ୍ୱେ କୌଣସି କାରଣ ପାଇଁ କିଛି ବ୍ୟକ୍ତି…
ଭାରତରେ ପ୍ରଥମ: କେରଳ ସ୍କୁଲରେ ଲଞ୍ଚ ହେଲା ଜେନେରେଟିଭ୍ AI ଟିଚର ‘Iris’, ରୋବୋଟ ପଢ଼ାଇଲା ପିଲାଙ୍କୁ ପାଠ
ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ଉପଯୋଗ ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଶିକ୍ଷା ମଧ୍ୟରେ ମଧ୍ୟ ଏଆଇର ପ୍ରବେଶ ହେବାକୁ ଯାଉଛି । ଏଣିକି ସ୍କୁଲରେ ପିଲାଙ୍କୁ ଏଆଇ…
ୟୁକ୍ରେନ ଯୁଦ୍ଧରେ ଭାରତୀୟ ଯୁବକଙ୍କ ମୃତ୍ୟୁ: ଋଷ ସେନା ତରଫରୁ ଲଢ଼ୁଥିଲେ
ନୂଆଦିଲ୍ଲୀ: ଋଷ ସେନା ତରଫରୁ ଯବାନ ଭାବେ ଲଢ଼ୁଥିବା ଆଉ ଜଣେ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ଏହା ପୂର୍ବରୁ ଏକ ଭିଡିଓ ଜାରି କରି ଋଷରେ ଫଶି ରହିଥିବା ୭ ଜଣ ପଞ୍ଜାବୀ ଯୁବକ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.…
OPSC ପକ୍ଷରୁ ପୁଣି ନିଯୁକ୍ତି: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଗ୍ରୁପ-ଏ ପଦ ଖାଲି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଓଡ଼ିଶା ପଞ୍ଚାୟତିରାଜ ଇଞ୍ଜିନିୟରିଂ ସେବା କ୍ୟାଡରରେ ଗ୍ରୁପ-ଏ’ରେ…