Browsing Category

Featured

କ୍ଷେତରୁ ମିଳିଲା ୨ କେଜି ଓଜନରର ଏକ ବଡ଼ ଆଳୁ: ଦେଖିବାକୁ ଲାଗିଲା ଲୋକଙ୍କର ଭିଡ଼

ନୂଆଦିଲ୍ଲୀ: ଅନେକ ସମୟରେ ଆମର ଆଖାପାଖର ବାଡ଼ି ବଗିଚା ଓ କ୍ଷେତ୍ରରୁ କିଛି ନୂଆ ପ୍ରକାରର ଫଳ, ପୁଷ୍କ ଓ ପନିପରିବା ମିଳିଥାଏ । ଏହି ଘଟଣାକୁ ନେଇ ସମେସ୍ତ ଆଶ୍ଚର୍ଯ୍ୟ ହେବା ସହିତ ଦେଖିବାକୁ ରୁଣ୍ଡ ହୋଇଯାଇଥାନ୍ତି ।…

Dry Ice ପ୍ରତି ସାବଧାନ ରୁହନ୍ତୁ: ମାଉଥ ଫ୍ରେସନର ଖାଇବା ପରେ ରକ୍ତ ବାନ୍ତି ହେବା ପଛର କାରଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ଖାଦ୍ୟ ଖାଇବା ପରେ ମାଉଥ୍ ଫ୍ରେସନର ବ୍ୟବହାର କରିଥାନ୍ତି । ତେବେ ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟରେ କିଛି ଗ୍ରାହକ ମାଉଥ ଫ୍ରେସନର ଖାଇବା ପରେ ତୁରନ୍ତ ରକ୍ତ ବାନ୍ତି କରିଥିଲେ । ଏହି…

ଆୟକର ବିଭାଗ ଦେଲା ଶେଷ ସୁଯୋଗ, ଏହି ତାରିଖ ପର୍ଯ୍ୟନ୍ତ ଭରନ୍ତୁ ଅପଡେଟେଡ ITR

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ରିଟର୍ଣ୍ଣ କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଅପଡେଟେଡ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ବୋଲି ଘୋଷଣା…

ଟେକ୍ ହୋମ୍ ଦରମା ଗୁଜୁରାଣ ଭତ୍ତାର ଆଧାର ନୁହେଁ; PF, LIC, ଲୋନ୍ ପରି ରିହାତି ମାନିବୁନି: ହାଇକୋର୍ଟ ।

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ, ଛାଡପତ୍ର ମାମଲାରେ କୌଣସି ଚାକିରି କରୁଥିବା ବ୍ୟକ୍ତିଙ୍କ ପତ୍ନୀଙ୍କ ଗୁଜୁରାଣ ଭତ୍ତା ଟେକ୍ ହୋମ୍ ଦରମା ଉପରେ ସ୍ଥିର ହୋଇପାରିବ ନାହିଁ । ହାଇକୋର୍ଟ କହିଛନ୍ତି ଯେ,…

ଓପନ୍ ସ୍କୁଲରୁ ଯୁକ୍ତଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀମାନେ NEET ପରୀକ୍ଷା ଦେଇ ପାରିବେ: ସୁପ୍ରିମକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓପନ ସ୍କୁଲମାନଙ୍କରୁ ଯୁକ୍ତଦୁଇ ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓପନ ସ୍କୁଲରୁ ଯୁକ୍ତଦୁଇ ପାସ୍୍ କରିଥିବା ପିଲାମାନେ ଏଣିକି ଜାତୀୟ ଯୋଗ୍ୟତା…

ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ପରିଚିତ ଜନନାୟକ ବିଜୁ ପଟ୍ଟନାୟକ, ଜାଣନ୍ତୁ ସ୍ୱର୍ଣ୍ଣିମ ଇତିହାସର କାହାଣୀ

ଓଡ଼ିଶା ଭାସ୍କର: କଳିଙ୍ଗର ବରପୁତ୍ର । ନୂତନ ଓଡ଼ିଶାର ବିନ୍ଧାଣୀ । ପ୍ରବାଦ ପୁରୁଷ ଭାବେ ପରିଚିତ ଏକ ଧାରରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍ ଏବଂ ଜଣେ ମହାନ ରାଜନେତା । ଓଡ଼ିଆ ମାଟିର ଗର୍ବ ଆଉ ଗୌରବ…

ପୁଣି ଥରେ ପଛରେ ପଡ଼ିଲା ପାକିସ୍ତାନ: WTC ପଏଣ୍ଟସ୍ ଟେବୁଲରେ ଟିମ୍ ଇଣ୍ଡିଆ ଟପରେ, ପାକିସ୍ତାନ ପଞ୍ଚମ ସ୍ଥାନରେ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା କ୍ରିକେଟ ମ୍ୟାଚ ସର୍ବଦା ରୋମାଞ୍ଚଭରା ହୋଇଥାଏ । ବିବାଦ କାରଣରୁ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ କ୍ୱଚିତ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥାଏ ।…

(Video) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କ’ଣ ଡିମାଣ୍ଡ କରୁଛନ୍ତି ଜନତା? ନିଜେ ଖୁଲାସା କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟଣାର ଏକ ରାଲିରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ 'ମୋଦୀଙ୍କର ପରିବାର ନାହିଁ' ବୋଲି ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ…

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ୨୦ହଜାର କୋଟି ପ୍ରକଳ୍ପର କରିବେ ଉଦ୍‍ଘାଟନ, ସୃଷ୍ଟି ହେବ ନିଯୁକ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ୨୦ହଜାର କୋଟି ଟଙ୍କାରୁ…

ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ଗବେଷଣା ପାଣ୍ଠି: ଗବେଷଣା ପାଇଁ ବାର୍ଷିକ ଖର୍ଚ୍ଚ ହେବ ୯ କୋଟି, ୩ଟି ମେଡିକାଲ କଲେଜକୁ ୧ କୋଟି ଲେଖାଏଁ ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗବେଷଣା କ୍ଷେତ୍ରରେ ଆଗ୍ରହୀ ଥିବା ଡାକ୍ତରଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ମେଡିକାଲ କଲେଜରେ ଗବେଷଣା ପାଇଁ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଦି…