Browsing Category

Featured

ପେଟିଏମ୍ ସଙ୍କଟ ମଧ୍ୟରେ UPIରେ ଏଣ୍ଟ୍ରି କରିବ ମୁକେଶ ଅମ୍ବାନୀଙ୍କ କମ୍ପାନୀ, ଟେନସନରେ ଗୁଗୁଲ-Phonepe !

ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ୟୁପିଆଇ ସେକ୍ଟରରେ ଆରମ୍ଭ କରିପାରନ୍ତି । ଏପରି ପରିସ୍ଥିତିରେ, ଫୋନ୍ ପେ ଏବଂ ପେଟିଏମ୍ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ଜିଓ ଏକ…

‘ଶାହାଜାହାନ୍ ଶେଖଙ୍କୁ ପ୍ରଥମେ କାହିଁକି ଗିରଫ କରାଯାଇନି..’, SCଙ୍କ ଠାରୁ ବଙ୍ଗଳା ସରକାରଙ୍କୁ ଝଟକା, ସିବିଆଇ ହିଁ କରିବ ତଦନ୍ତ

କୋଲକାତା: ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଏକ ଝଟକା ମିଳିଛି । ସୁପ୍ରିମକୋର୍ଟ ସିବିଆଇ ଯାଞ୍ଚର ଆଦେଶରେ ହସ୍ତକ୍ଷେପ କରିବାକୁ ମନାକରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ପିଟିସନ…

ମାତା ମନ୍ଦିରର ଗର୍ଭଗୃହରୁ ଆସୁଥିଲା ଅଜବ ସ୍ୱର, ଶୁଣିବା ପରେ ଲୋକମାନେ ଧାଇଁ ଆସି ଯାହା ଦେଖିଲେ..

ଓଡ଼ିଶା ଭାସ୍କର: ଲଖିମପୁର ଖେରିରୁ ଏକ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏଠିକାର ପ୍ରସିଦ୍ଧ ମାତା ମନ୍ଦିରରେ ପୂଜାରୀ ନିଜର ମନସ୍କାମନା ପୂରଣ ହେବା ପରେ ନିଜ ଜିଭକୁ ବ୍ଲେଡ୍‌ରେ କାଟି ମାତାଙ୍କ ଚରଣରେ ଚଢାଇ…

ମେଣ୍ଟ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶା ଭାସ୍କର: ବିଜେଡି- ବିଜେପି ମେଣ୍ଟ ସସପେନ୍ସ ଭିତରେ ବଡ଼ ଖବର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ। ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ତାଙ୍କୁ ରାଜ୍ୟପାଳ ରଘୁବର ଦାସ…

କଲର୍ କଟନ୍ କ୍ୟାଣ୍ଡି ଉପରେ ବ୍ୟାନ୍ ଲଗାଇଲେ ଏହି ସରକାର: ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: କଡ଼ା ନିଷ୍ପତ୍ତି ନେଇ କର୍ଣ୍ଣାଟକ ସରକାର କୃତ୍ରିମ ରଙ୍ଗରେ ପ୍ରସ୍ତୁତ ରଙ୍ଗୀନ କଟନ୍ କ୍ୟାଣ୍ଡି ଉପରେ ନିଷେଧାଦେଶ ଘୋଷଣା କରିଛନ୍ତି । ଜନସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ…

୧୦ ବର୍ଷରେ ୨୧ ଗୁଣା ବଢିଲା ମୋବାଇଲ ପ୍ରଡକ୍ସନର ମୂଲ୍ଯ, ଜାଣନ୍ତୁ କିଛି ରୋମାଞ୍ଚକର ରେକର୍ଡ ବିଷୟରେ..

ନୂଆଦିଲ୍ଲୀ: ଗତ କିଛି ବର୍ଷରେ ସାରା ଦୁନିଆରେ ଇଣ୍ଟରନେଟ ଏବଂ ଅନଲାଇନ କାରବାର କରିବାର ପ୍ରଚଳନ ଖୁବ ଜୋରରେ ପ୍ରସାରିତ ହୋଇଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଭାରତ ପରି ଦେଶରେ…

11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ଗାଡ଼ି: ୬ ଯାତ୍ରୀ ଜୀବନ୍ତ ଦଗ୍ଧ, ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ମରଦହ ଅଞ୍ଚଳର ମହାହରଦାମ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ବରଯାତ୍ରୀ ଯିବା ସମୟରେ ଏକ ମିନି ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳି ଯାଇଛି । ୧୧ ହଜାର ଲାଇନ୍ ତାର ସହ ସଂସ୍ପର୍ଶରେ…

ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ: ଏହି ସବୁ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ,…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍‌ଘାଟିତ ହୋଇଥିବା…

ଆଖି ପିଛୁଳାକେ ମୃତ୍ୟୁକୁ ଚକ୍କମା! ଦ୍ରୁତ ଗତିରେ ଦୋକାନ ଭିତରେ ପଶିଲା ବାଇକ୍, ଭୟଙ୍କର ଦୁର୍ଘଟଣାର ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ତାମିଲନାଡୁରେ ଏକ ଭୟଙ୍କର ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ଦୋକାନରେ ଏକ ବାଇକ ପଶିଥିବାର ଦେଖିବାକୁ ମିଳିଛି । ତାମିଲନାଡୁର ମେଟ୍ଟୁପାଲାୟାମରେ ଏହି ଦୁର୍ଘଟଣା ଘଟିଛି ଯେଉଁଠାରେ…

(video)ଅଢେଇ ଫୁଟ କନ୍ୟାକୁ ମିଳିଗଲା ୫.୫ଫୁଟର ବର, ଏହିପରି ପିନ୍ଧାଇଲେ ବରଣମାଳା

ଓଡ଼ିଶା ଭାସ୍କର: ଜବଲପୁରରେ ଏକ ବିବାହ ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଏଠାରେ ମାତ୍ର ଅଢେଇ ଫୁଟର କନ୍ୟାକୁ ୫.୫ଫୁଟର ପ୍ରେମିକ ମିଳିଯାଇଛି । ପୂର୍ବରୁ ଏ ୨ ଜଣ ପଡୋଶୀ ଥିଲେ । ଏହାପରେ ଉଭୟ ପରସ୍ପରକୁ ଭଲ ପାଇଥିଲେ ।…