Browsing Category
Featured
ଫେବୃୟାରୀ ୨୧ରେ ଲଞ୍ଚ ହେବ ଫୋନ୍ ପେ’ର ଇଣ୍ଡସ୍ ଆପ୍ଷ୍ଟୋର, ଗୁଗଲ ପ୍ଲେ ଷ୍ଟୋରକୁ ଦେବ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ୱାଲମାର୍ଟ ମାଲିକାନା ବିଶିଷ୍ଟ ଫୋନ୍ପେ’ ଏବେ ଗୁଗଲ ପ୍ଲେ ଷ୍ଟାରକୁ ଚ୍ୟାଲେଞ୍ଜ କରିବା ପାଇଁ ଏହାର ନିଜସ୍ୱ ମୋବାଇଲ୍ ଆପ୍ ଷ୍ଟୋର ଲଞ୍ଚ କରିବାକୁ ଯାଉଛି । ଆସନ୍ତା ଫେବୃୟାରୀ ୨୧ରେ ଫୋନ୍ ପେ’ ଏହାର…
ମସ୍ତିଷ୍କକୁ ‘ହାଇପରକନେକ୍ଟେଡ୍ ବ୍ରେନ’ କରାଇଥାଏ ଛତୁ : ଜାଣନ୍ତୁ ଏଥିରେ ଆଉ କ’ଣ ରହିଛି ଔଷଧୀୟ ଗୁଣ
ଅନେକ ଲୋକ ଛତୁ ଖାଇବାକୁ ପସନ୍ଦ କରନ୍ତି । ଏହା କେବଳ ସ୍ୱାଦରେ ଭଲ ନୁହେଁ, ବରଂ ଏହା ଉଦାସୀନତା, ଚିନ୍ତା ଓ ମନୋବଳ ପରିବର୍ତ୍ତନ ଭଳି ମାନସିକ ସମସ୍ୟାକୁ ମଧ୍ୟ ଚିକିତ୍ସା କରିପାରିବ। ଏହି ଯାଦୁକାରୀ ଛତୁରେ…
କଂଗ୍ରେସକୁ ବଡ ଝଟ୍କା, ୪୮ ବର୍ଷ ପରେ ଦଳ ଛାଡିଲେ ଏହି ବଡ ନେତା
ମୁମ୍ବାଇ:ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ କଂଗ୍ରେସକୁ ପୁଣି ବଡ ଝଟକା ଲାଗିଛି । ମହାରାଷ୍ଟ୍ର ସରକାରରେ ପୂର୍ବ ମନ୍ତ୍ରୀ ତଥା ବଡ ନେତା ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ଏହା ସ୍ପଷ୍ଟ…
ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକୀଙ୍କ ଇସ୍ତଫା: ୪୮ ବର୍ଷ ପର୍ଯ୍ୟନ୍ତ ହାତ ସହ ରହିଥିଲେ, ଏବେ ପଦ୍ମ ଧରିଲେ
ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାସଭା ନିର୍ବାଚନ ସହିତ ଚଳିତ ମାସରେ ରାଜ୍ୟସଭା ନିର୍ବାଚନ ହେବ । ଦେଶର ୧୫ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ…
IDBI ବ୍ୟାଙ୍କ ପକ୍ଷରୁ ୫୦୦ ପଦରେ ନିଯୁକ୍ତି: ୨ ମାସର ଇଣ୍ଟର୍ଣ୍ଣଶିପ ପରେ ମିଳିବ ୫୩ ହଜାର ମାସିକ ବେତନ
ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ପକ୍ଷରୁ ୫୦୦ଟି ପଦ ପୂରଣ ପାଇଁ…
କମ୍ ହେବନି ହୋମ୍ ଲୋନର EMI, ରେପୋ ରେଟରେ ପୁନର୍ବାର କିଛି ପରିବର୍ତ୍ତନ କଲାନାହିଁ ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ୨୦୨୪ ବର୍ଷର ପ୍ରଥମ ମୁଦ୍ରା ନୀତି ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଏହାର ମୁଦ୍ରା ନୀତି ସମୀକ୍ଷାର…
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଓଡ଼ିଶାରେ ଖାଲି ଥିବା ୩ଟି ଆସନ କେଉଁ ଦଳ ହାତେଇବ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ତେବେ ଏହା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ…
କେନ୍ଦ୍ର ସରକାରଙ୍କ ପକ୍ଷରୁ “ଭାରତ ରାଇସ” ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ, ଜାଣନ୍ତୁ କେଜି ପିଛା କେତେ ରଖାଯାଇଛି ମୂଲ୍ୟ
ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ “ଭାରତ ବ୍ରାଣ୍ଡ” ଚାଉଳ ବିକ୍ରିର ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀଠାରେ ଆୟୋଜିତ ଏକ…
ଅତ୍ୟଧିକ ପାଣି ପିଇବା ପରେ ହୋଇଥିଲା ମୃତ୍ୟୁ: ପର୍ଯ୍ୟାପ୍ତ ମାତ୍ରାରେ ପିଇବା, ଭୁଲ୍ ସମୟରେ ପିଇବା ଆଦି ଅନେକ ସମୟରେ ଶରୀର ପ୍ରତି କ୍ଷତିକାରକ…
ନୂଆଦିଲ୍ଲୀ: ଆମ ଶରୀରରେ ୬୦ ଭାଗ ହେଉଛି ଜଳ । ମଣିଷ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ । ଜଣେ ସୁସ୍ଥ ରହିବାକୁ ହେଲେ ଅଧିକ ଜଳ ପିଇବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି । ପର୍ଯ୍ୟାପ୍ତ ମାତ୍ରାରେ ପାଣି…
ରାଜ୍ୟରେ ବଢୁଛି ଦିନର ତାପମାତ୍ରା , ଜାଣନ୍ତୁ କଟକ ଓ ଭୁବନେଶ୍ୱରରେ କେତେ କରାଯାଇଛି ରେକର୍ଡ
ଭୁବନେଶ୍ୱର: ରାଜ୍ୟରେ ଦିନର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୧…