Browsing Category

Featured

(Video) ରାଜଧାନୀର ନୂଆ ଆକର୍ଷଣ ‘ବରମୁଣ୍ଡା’; ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବରମୁଣ୍ଡା ବସଷ୍ଟାଣ୍ଡ। ସାରା ଦେଶକୁ ଚମକାଇବ ରାଜଧାନୀ ଭୁବନେଶ୍ୱରର ନୂଆ ଆକର୍ଷଣ। ଏମିତି ଏକ ସ୍ଥାନ ପାଇଁ ତିଆରି ହେଉଛି ହୋଇଯିବେ ଲୋକେ। ବିଦେଶୀ ମଲ୍ କିମ୍ବା ଏକ…

୨ ଦିନ ପରେ ମୁହଁ ଖୋଲିଲେ ରାହୁଲ: କହିଲେ, ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିଲା। ଆଉ ଶେଷରେ ଗତ ରବିବାର ଦିନ ନୀତିଶ ତାଙ୍କର ଦଳ ପରିବର୍ତ୍ତନ କରିଥିଲେ। ସକାଳେ…

(Video)ମୋତେ ତ ସବୁ ଝିଅ ଭଲ ଲାଗନ୍ତି, ୫ ନୁହେଁ ୫୦୦ ଯୁବତୀ ମୋର ପସନ୍ଦ, ଭାଇରାଲ୍ ହେଉଛି ସୋଏବ ମଲ୍ଲିକଙ୍କ ଥ୍ରୋ ବ୍ୟାକ୍ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ମଧ୍ୟରେ ତଲାକ ହୋଇଯାଇଛି । ଏହାପର ଠାରୁ ଉଭୟେ ଚର୍ଚ୍ଚାରେ ରହିଛନ୍ତି । ସୋଏବ ତୃତୀୟ ବିବାହ କରିଛନ୍ତି । ସେ…

ଖାଇଛନ୍ତି କି କେବେ ନୀଳ ରଙ୍ଗର କଦଳୀ, ଭାନିଲା ଆଇସକ୍ରିମ ପରି ସ୍ୱାଦ, ମିଳିଥାଏ ଏହିସବୁ ଫାଇଦା

ଓଡ଼ିଶା ଭାସ୍କର: ଆଜି ପର୍ଯ୍ୟନ୍ତ ଆପଣ ସବୁଜ ଓ ହଳଦୀ ରଙ୍ଗର କଦଳୀ ଦେଖି ଆସିଛନ୍ତି । ଆପଣ ଏହି ୨ ରଙ୍ଗର କଦଳୀ ଖାଇଛନ୍ତି ବି । କିନ୍ତୁ ଆପଣ କେବେ ନୀଳ ରଙ୍ଗର କଦଳୀ ଦେଖିଛନ୍ତି କି? ହଁ ଏପରି କଦଳୀ ଚାଷ ହେଉଛି ଓ ଏହା…

ଭିଜିଲାନ୍ସ ରେଡ୍ ବେଳେ ଆସିଲା JE ଙ୍କ କଳା ଧନର ଲମ୍ବା ଚିଠା: ରହିଛି ୧୧ ପ୍ଲଟ, ୨ କୋଠା

ଓଡିଶା ଭାସ୍କର: ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମାଲକାନଗିରି,…

ନୀତୀଶ କୁମାରଙ୍କ ‘ୟୁ-ଟର୍ଣ୍ଣ’କୁ ନେଇ ପରିହାସ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ପୂର୍ଣ୍ଣିଆରେ ରାଲିରେ ନୀତୀଶ କୁମାରଙ୍କୁ ପରିହାସ କରିଛନ୍ତି। କିଛି ଦିନ ତଳେ ନୀତୀଶ କୁମାର ପୁଣି ଥରେ ବିହାରରେ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି।…

ଆପଣଙ୍କ ଆଖି ନୀଳ ହୋଇଥିଲେ ବିଶ୍ୱର ପ୍ରତି କୋଣରେ ରହିଛନ୍ତି ଆପଣଙ୍କ ସଂପର୍କୀୟ, ରିସର୍ଚ୍ଚରୁ ବଡ ଖୁଲାସା

ଓଡ଼ିଶା ଭାସ୍କର: ମଣିଷଙ୍କ ଶରୀରର ନିର୍ମାଣ ଶୈଳୀ ପ୍ରାୟତଃ ଏକାପରି ହୋଇଥାଏ । କିନ୍ତୁ ଏଥିରେ କେହି ଅଧିକ ଲମ୍ବା, କେହି ଛୋଟ ଓ କେହି ମୋଟା ଓ ପତଳା ହୋଇଥାଏ । ଏହା ସହିତ ମଣିଷଙ୍କ ମଧ୍ୟରେ ତାଙ୍କର ଆଖିର ରଙ୍ଗକୁ ନେଇ…

ଶ୍ରୀମନ୍ଦିର ଭିତରେ ମାରପିଟ୍; ନୀଳଚକ୍ର ବାନା ବିକ୍ରିକୁ ନେଇ ମୁହାଁମୁହିଁ ହେଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଭିତରେ ମାରପିଟ୍, ଦୁଇ ସେବାୟତଙ୍କ ଭିତରେ ହାତାହାତି ସ୍ଥିତି ଉପୁଜିଛି । ନୀଳଚକ୍ର ବାନା ବିକ୍ରିକୁ ନେଇ ସେବାୟତ ମୁହାଁମୁହିଁ ହୋଇଥିବା ଖବର ରହିଛି । ଚୂନେରା ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ…

ଅନ୍ତିମ ସଂସ୍କାର ପରେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ନହେଲେ ଭୋଗିବେ…

ଓଡିଶା ଭାସ୍କର: ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ଅନେକ ପ୍ରଥା, ପରମ୍ପରା, ରୀତିନୀତି ଆଦି ରହିଛି। ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରଥା, ପରମ୍ପରା ଓ ରୀତିନୀତିକୁ ସମସ୍ତେ ଅନୁସରଣ କରିଥାନ୍ତି। ତେବେ…

ଡକାୟତଙ୍କ କବଳରୁ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଅନ୍ୟ ଏକ ମାଛଧରା ଜାହାଜରେ ଥିବା ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଡକାୟତଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା । ଆଇଏନଏସ ସୁମିତ୍ରା ଯେଉଁ…