
Browsing Category
Featured
ହେ ଭଗବାନ୍! ଅନ୍ତରୀକ୍ଷରୁ ଆସି ପୃଥିବୀ ଉପରେ ଫାଟିଲା ଉଲକାପିଣ୍ଡ: କ’ଣ କହିଲେ ବୈଜ୍ଞାନିକ?
ନୂଆଦିଲ୍ଲୀ: ଅଚାନକ ଏକ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି । ଅନ୍ତରୀକ୍ଷରୁ ଏକ ବିଶାଳ ଆଷ୍ଟ୍ରଏଡ ଆସି ଏକ ଦେଶ ଉପରେ ଫାଟି ଯାଇଥିବା ଜାଣିବାକୁ ମିଳିଛି । ଗତ ଜାନୁୟାରୀ ୨୧ ତାରିଖରେ ଜର୍ମାନୀରେ ଏକ ଆଶ୍ଚର୍ଯ୍ୟଜନକ…
ନୂଆ ରେକର୍ଡ କଲା ରାମ ମନ୍ଦିର: ପ୍ରଥମ ଦିନରେ ରାମଲଲାଙ୍କୁ ଦର୍ଶନ କଲେ ୫ ଲକ୍ଷ ଭକ୍ତ
ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲା ଯାଇଥିଲା । ଏପରି ସ୍ଥିତିରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷାରତ ଥିବା…
୪ଟି ବ୍ୟାଙ୍କ ବଢ଼ାଇଲେ FD ଦର: ଗ୍ରାହକଙ୍କୁ ମିଳିବ ୮ ପ୍ରତିଶତରୁ ଅଧିକ ସୁଧ
ନୂଆଦିଲ୍ଲୀ: ଆଜିକାଲିର ସମୟରେ ମାର୍କେଟରେ ବିଭିନ୍ନ ପ୍ରକାରର ନିବେଶ ସୁଯୋଗ ରହିଛି । ସେଥିମଧ୍ୟରେ ବ୍ୟାଙ୍କ, ପୋଷ୍ଟ ଅଫିସ, ଶେୟାର ବଜାର, ମ୍ୟୁଚୁଆଲ ଫଣ୍ଡସ, ବଣ୍ଡ, ଜୀବନ ବୀମା ଆଦି ରହିଛି । ସେଥି ମଧ୍ୟରୁ…
ଭଡ଼ା ଗାଡ଼ିରେ ଲୁଟ୍; ଓୟୋରେ ଅଏସ୍…., ପୋଲିସ କବଜାରେ ରଙ୍ଗା-ରାଓ ଗ୍ୟାଙ୍ଗ୍
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପୋଲିସକୁ ଚକମା ଦେବାପାଇଁ ବାଇକ ରେଣ୍ଟ ରେ ଆଣୁଥିଲେ । ରେଣ୍ଟାଲ ବାଇକରେ ଲୁଟପାଟ କରୁଥିଲେ । ରାଜରାସ୍ତାରେ ଚେନ ଓ ମୋବାଇଲ ଝାମ୍ପି ରାଜଧାନିବାସୀଙ୍କ ନିଦ ହଯାଇ ଦେଇଥିବା ଏକ ଲୁଟେରା…
ଗିଲ୍-ମନ୍ଧାନା ହେଲେ କ୍ରିକେଟର ଅଫ୍ ଦ ଇୟର: ଶାସ୍ତ୍ରୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ
ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ବାର୍ଷିକ ପୁରସ୍କାର ଘୋଷଣା କରିଛି। ପୁରସ୍କାର ମଙ୍ଗଳବାର ହାଇଦ୍ରାବାଦରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଗୁରୁବାର ଦିନ ଭାରତ…
ରାମ ମନ୍ଦିର ନିର୍ମାଣ ଉପରେ କ’ଣ କହୁଛନ୍ତି ଇସ୍ଲାମିକ ଦେଶ?
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ପ୍ରାମ ପ୍ରତିଷ୍ଠାକୁ ନେଇ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନ୍ (ଓଆଇସି) ଗମ୍ଭୀର ଉଦ୍ବେଗ ପ୍ରକାଶ କରିଛି। ଓଆଇସି ସାଧାରଣ ସଚିବାଳୟ ଏକ ବିବୃତିରେ କହିଛି ଯେ,…
AFC Asian Cup-2023; ଲଜ୍ଜାଜନକ ପରିସ୍ଥିତିରେ ବାଦ୍ ପଡ଼ିଲା ଟିମ ଇଣ୍ଡିଆ: ଗୋଲ୍ କରିବା ପୂର୍ବରୁ ଯାତ୍ରା ଶେଷ
ନୂଆଦିଲ୍ଲୀ: ଏଏଫସି ଏସିଆନ୍ କପ୍-୨୦୨୩(AFC asian Cup-2023) ରୁ ବାଦ୍ ପଡ଼ିଛି ଟିମ ଇଣ୍ଡିଆ । ଶେଷ ମ୍ୟାଚରେ ଏକ ଲଜ୍ଜାଜନକ ଭାବରେ ପରାସ୍ତ ହୋଇଛି ଭାରତୀୟ ଦଳ । ସିରିୟା ବିପକ୍ଷ ଆଜିର ମ୍ୟାଚରେ ଦଳ ୧-୦ରେ ପରାଜୟର…
ମନମୁଖୀ କାର୍ଯ୍ୟ ପାଇଁ ସତ୍ତା ହରାଇବାକୁ ଯାଉଛି ଅଳକା… ନିର୍ବାଚିତ ବୋର୍ଡ ସଦସ୍ୟଙ୍କ ସଙ୍ଗୀନ ଅଭିଯୋଗ
ଭୁବନେଶ୍ୱର: ଭୁବନେଶ୍ୱର ପାଇକାରୀ ସମବାୟ ଭଣ୍ଡାର ଲିମିଟେଡ(ଅଳକା)ର ବିଭିନ୍ନ ଦୁର୍ନୀତି ଓ ଅନିୟମିତତା କାର୍ଯ୍ୟ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋର୍ଡର ନିର୍ବାଚିତ ସଦସ୍ୟ । ଏ ସମ୍ପର୍କରେ ରାଜ୍ୟ ସମବାୟ ସମିତି…
କର୍ପୂରୀ ଠାକୁର ପାଇବେ ‘ଭାରତରତ୍ନ’ ସମ୍ମାନ: ଜୟନ୍ତୀ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ପାଇବେ ‘ଭାରତରତ୍ନ’ ସମ୍ମାନ । କର୍ପୂରୀଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ । ଆସନ୍ତାକାଲି ଅର୍ଥାତ ଜାନୁଆରୀ ମାସ ୨୪…
ଇଂଲଣ୍ଡ ସିରିଜରେ No.1 ସ୍ପିନର ହେବେ ଅଶ୍ୱୀନ! ଏତିକି ପାଦ ଦୂରରେ ଷ୍ଟାର ବୋଲର
ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ହାଇଦ୍ରାବାଦରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବେ ଉଭୟ ଦଳ । ତେବେ ଏହି ସିରିଜକୁ ନେଇ ଉଭୟ ଦଳ କଠିନ ପରିଶ୍ରମ କରୁଥିବା…