Browsing Category

Featured

(Video) MS Dhoni ଆରମ୍ଭ କଲେ Mission ’24: IPL-2024 ପାଇଁ ଏବେଠୁ ଅଭ୍ୟାସ କରୁଛନ୍ତି ଧୋନୀ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ସିଜନ କ୍ୟାପଟେନ କୁଲ ମାହିଙ୍କ ଶେଷ ସିଜନ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଆଇପିଏଲ-୨୦୨କୁ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ତେବେ…

ଲିିଫ୍ଟରେ ଫଶିଗଲେ ୬୦ ବର୍ଷୀୟା ମୂକ ବଧିର ମହିଳା, କିପରି ବଞ୍ଚାଇଲେ ଜୀବନ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ଲିଫ୍ଟରେ ଫସି ରହିଥିବା ନଜର ଆସୁଛନ୍ତି । ସବୁଠାରୁ ବଡ କଥା ହେଉଛି ସେହି ମହିଳା କଥା କହି ପାରୁନାହାନ୍ତି…

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ବଡ଼ ଖବର । ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦକ୍ଷିଣ କଶ୍ମୀରର…

ଜଣେ ପୁରୁଷ ଅପେକ୍ଷା ଜଣେ ମହିଳା ୧୧ ମିନିଟ ଅଧିକ ଶୋଇବା ଉଚିତ୍: ଜାଣନ୍ତୁ କାହିଁକି ଏପରି କହିଲେ ବିଶେଷଜ୍ଞ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତ ବୟସର ଲୋକଙ୍କ ମଧ୍ୟରେ ଭଲ ନିଦର ଅଭାବ ଏକ ପ୍ରମୁଖ ସ୍ୱାସ୍ଥ୍ୟ ଚିନ୍ତା ଭାବରେ ଦେଖା ଦେଇଛି । କାରଣ ନିଦର ଅଭାବ କାରଣରୁ ବ୍ୟକ୍ତିର ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖା…

ଆଜି ରାତି ସୁଦ୍ଧା ଶେଷ ହେବ ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ, ୧୭ରେ ପ୍ରକଳ୍ପର ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାତି ସୁଦ୍ଧା ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି । ଇତି ମଧ୍ୟରେ ଆନ୍ତଃ ପ୍ରଦକ୍ଷିଣ ମାର୍ଗ କାର୍ଯ୍ୟ ଶେଷ ହୋଇଛି ବୋଲି ଓଡିଶା ସେତୁ ଓ…

ଭର୍ଚୁଆଲ ପ୍ଲାଟଫର୍ମରେ ସେଣ୍ଟର୍ ଫର୍ ଲଜିଷ୍ଟିକ୍ସ ଟ୍ରେନିଂ ଏବଂ ଏକ୍ସିଲେନ୍ସକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭର୍ଚୁଆଲ ପ୍ଲାଟଫର୍ମରେ ସେଣ୍ଟର୍ ଫର୍ ଲଜିଷ୍ଟିକ୍ସ ଟ୍ରେନିଂ ଏବଂ ଏକ୍ସିଲେନ୍ସକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ…

ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି କି? ସାବଧାନ! ଭୋଗିପାରନ୍ତି ଜେଲ ଦଣ୍ଡ

ଗୁଗଲ ଏପରି ଏକ ପ୍ଲାଟଫର୍ମ, ଯାହା ବିନା ବର୍ତ୍ତମାନ ସମୟରେ ସବୁ କିଛି ଅଧୁରା । ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ସଙ୍ଗେ ସଙ୍ଗେ ଲୋକମାନେ ଗୁଗଲର ସାହାରା ନେଇଥାନ୍ତି । ତେବେ ଆପଣ ମଧ୍ୟ ଏଥିରେ ଅଭ୍ୟସ୍ତ ।…

“ଆଉ ଟିକେ ନାଲି ଚଟଣୀ ଦିଅ!…” କହିବାରୁ ଗ୍ରାହକଙ୍କ ମୁହଁରେ ଛୁରୀ ଭୁଷିଲେ ଦୋକାନୀ

ନୂଆଦିଲ୍ଲୀ: "ଆଉ ଟିକେ ନାଲି ଚଟଣୀ ଦିଅ!...." ଏପରି କହିବା ଜଣେ ଗ୍ରାହକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୂର୍ବ ଦିଲ୍ଳୀରେ ଜଣେ ବ୍ୟକ୍ତି ମୋମୋବାଲାକୁ ନାଲି ଚଟଣୀ ମାଗିବାରୁ ମୋମୋବାଲା ଗ୍ରାହକଙ୍କ ମୁହଁରେ…

ରାମ ମନ୍ଦିର ନିର୍ମାଣ ପାଇଁ ୟୁପି ନୁହେଁ, ବରଂ ଏହି ରାଜ୍ୟର ଲୋକ ଦେଇଛନ୍ତି ଅଧିକ ଚାନ୍ଦା: ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ମିଳିଛି ଟଙ୍କା ?

ନୂଆଦିଲ୍ଲୀ: ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟାରେ ନିର୍ମିତ ତାଙ୍କ ଭବ୍ୟ ରାମ ମନ୍ଦିର ୨୨ ଜାନୁଆରୀରେ ଉଦଘାଟନ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଛି ଯେ କେଉଁ ରାଜ୍ୟର ଲୋକମାନେ…

(Video) ଥାପୁଡା ସାଙ୍ଗକୁ ଗୋଇଠା-ବିଧା, ହୋଟେଲ ରୁମରେ ପସି କପଲଙ୍କୁ ଏପରି ମାଡ ମାରିଲେ ୬ ଜଣ ଆକ୍ରମଣକାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କପଲ ଏକ ଲଜରେ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । ଏହି ଦମ୍ପତିଙ୍କର ଏକମାତ୍ର ଦୋଷ ଥିଲା ଯେ ଦୁହେଁ ବିଭିନ୍ନ ଧର୍ମର…