Browsing Category

Featured

ମହାଦେବ ଆପ ମାମଲା: ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରଙ୍କୁ ହେପାଜତରେ ନିଆଗଲା ଦୁବାଇ, ED ଦାଖଲ କରିପାରେ ନୂଆ ଚାର୍ଜସିଟ୍

ନୂଆଦିଲ୍ଲୀ: ମହାଦେବ ଆପ୍ ସ୍କାମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରଙ୍କୁ ଦୁବାଇକୁ ହେପାଜତରେ ନିଆଯାଇଛି। ସୂଚନାନୁସାରେ, ଦୁବାଇ ପୋଲିସ ସୌରଭ ଚନ୍ଦ୍ରକରଙ୍କୁ ନଜରରେ ରଖିଛି। ତାଙ୍କୁ ଦୁବାଇର ଏକ ଘରେ…

ପୁଅଙ୍କ ଡାହାଣ ପାର୍ଶ୍ୱରେ ଓ ଝିଅଙ୍କ ସାର୍ଟର ବାମ ପାର୍ଶ୍ୱରେ କାହିଁକି ଥାଏ ବଟନ୍ ? ଜାଣନ୍ତୁ

ପୁଅ ହୁଅନ୍ତୁ ବା ଝିଅ, ଆଜିକାଲି ସମସ୍ତେ ଏକପ୍ରକାରର ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି । ସେ ତେଣିକି ଜିନ୍ସ, ଟି-ସାର୍ଟ ବା ଅନ୍ୟ କିଛି ହେଉ, ପୁଅ-ଝିଅଙ୍କ ଫ୍ୟାଶସରେ ଅଧିକ ପାର୍ଥକ୍ୟ ନାହିଁ । ସେହିପରି…

ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡିଛି କି? ଏହା ଜାଣିବେ କେମିତି?

ଓଡିଶା ଭାସ୍କର: ଆପଣ ମାନେ ପିଲାବେଳୁ ଶୁଣି ଆସୁଥିବେ ଯେ, ଗୋଟିଏ ଭଲ ନଜର ଥାଏ ଓ ଆଉ ଗୋଟିଏ ଖରାପ ନଜର ଥାଏ। ଯଦି ଆପଣଙ୍କ ଉପରେ ବା ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡ଼ିଯାଏ ତାହେଲେ ଆପଣ ଆଦୌ ତିଷ୍ଠି ପାରିବେନି।…

ଶୀତଦିନେ ଖାଆନ୍ତୁ ଏହି ଶାଗ… ୮ ଟି ରୋଗରୁ ମିଳିବ ମୁକ୍ତି

ଓଡ଼ିଶା ଭାସ୍କର: ପାଳଙ୍ଗ ଶାଗ ଏକ ଏଭଳି ଶାଗ ଯାହା ଅନେକ ସମସ୍ୟାକୁ ଦୂର କରିଥାଏ। ପାଳଙ୍ଗରେ ରହିଛି ଅନେକ ଉପକାରୀ ଗୁଣ। ୧. ଭିଟାମିନ୍ ରେ ଭରପୂର: ପାଳଙ୍ଗରେ ଭିଟାମିନ୍ କେ, ଭିଟାମିନ୍ ଏ, ଭିଟାମିନ୍ ସି, ଫୋଲେଟ୍,…

ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ୍‌ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲିବାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନ୍ୟୁଜିଲ୍ୟାଣ୍ଡ୍‌ର ଅକଲ୍ୟାଣ୍ଡ୍‌ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।…

ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଏହି ଜିନିଷ, ହେବ ଅସୁବିଧା

ଓଡ଼ିଶା ଭାଷ୍କର: ସନାତନ ଧର୍ମର ସବୁଠାରୁ ପ୍ରାଚୀନ ବିଜ୍ଞାନରେ ବାସ୍ତୁ ଶାସ୍ତ୍ର ସାମିଲ ରହିଛି । ଘରେ ବାସ୍ତୁ ନିୟମକୁ ପାଳନ କରିବାରେ ସୁଖ-ସମୃଦ୍ଧି ବଢିଥାଏ । ଯେତେବେଳେ ବାସ୍ତୁ ଦୋଷ ବଢିଥାଏ ଘରେ ଅସାନ୍ତି ଦେଖାଯାଏ…

ଗୁଡ଼ି ଉଡ଼ାଇବା ପାଇଁ ଜାରି ହେଲା ଗାଇଡଲାଇନ୍: ମନେ ରଖନ୍ତୁ ଏହି ନିୟମ…

ବାଲେଶ୍ୱର: ବାଲେଶ୍ୱର ସହରରେ ଗୁଡ଼ି ଉଡ଼ାଇବା ଉପରେ ଲାଗିଛି କଟକଣା । ୨ ଦିନରେ ଗୁଡ଼ି ଉଡ଼ାଇବା ସମୟରେ ୨ଟି ବଡ଼ ଅଘଟଣ ଘଟିବା ପରେ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି । ଗତ ୨ ଦିନ ଭିତରେ ଗୁଡ଼ି ସୂତାରେ ୨ ଜଣ ଆହତ ହେବା…

ଅଯୋଧ୍ୟା ଜଙ୍କସନ ହେଲା ‘ଅଯୋଧ୍ୟା ଧାମ’, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦାବି ପରେ ରେଲୱେ ବଦଳାଇଲା ନାମ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ରେଳ ଷ୍ଟେସନକୁ ଅଯୋଧ୍ୟା ଧାମ କରାଯାଇଛି । ନିକଟରେ…

BIG BREAKING: ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ: ପ୍ରଥମ ଆଠଟି ସ୍ଥାନରେ କେବଳ ଝିଅ, ପଛରେ ପଡିଲେ ପୁଅ

ଓଡିଶା ଭାସ୍କର: ପ୍ରକାଶ ପାଇଲା ଓଡିଶା ଜୁଡ଼ିସିଆଲ ସର୍ଭିସ(ଓଜେଏସ)ରେଜଲ୍ଟ। ଏଥିରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଦ୍ୱିତୀୟ ସ୍ଥାନରେ ନୀଲିଶା ପଟ୍ଟନାୟକ ରହିଛନ୍ତି। ଅନ୍ୟପଟେ ତୃତୀୟ…

ଫେସବୁକରେ ପ୍ରେମ ହେବା ପରେ ବିବାହ, ଚାକିରି ଆଶା ଦେଖାଇ ଲୁଟିଲେ ଲକ୍ଷ ଲକ୍ଷ ଟଙ୍କା, ଏବେ ସ୍ତ୍ରୀକୁ ଛାଡିଦେଲେ ଅଧା ରାସ୍ତାରେ

ପାଟଣା: ଜଣେ ବିବିଏସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଙ୍କୁ ପୋଲିସକର୍ମୀଙ୍କ ଦ୍ୱାରା ପ୍ରେମରେ ଧୋକା ପାଇବା ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଦୁଇ ତିନି ବର୍ଷ ପୂର୍ବରୁ ରିଲେସନସିପରେ ଆସିବା ପରେ ସେମାନେ…