Browsing Category
Featured
(video)ଶାଢୀ ପିନ୍ଧି ମହାରାଷ୍ଟ୍ରରେ ବସ୍ ଚଳାଉଛନ୍ତି ମହିଳା, ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସାର ସୁଅ
ସୋସିଆଲ ମିଡିଆରେ କେତେବେଳେ କେହି ଭୟାନକ ଷ୍ଟଣ୍ଟ କରୁଥିବାର ଚିତ୍ର ଦେଖିବାକୁ ମିଳିଥାଏ ତ ପୁଣି କେତେବେଳେ କେହି ନିଜର କଳାରେ ଲୋକମାନଙ୍କୁ ଆକୃଷ୍ଟ କରୁଥିବାର ଦେଖିବାକୁ ମିଳିଥାଏ । ଏବେ ଏହି ସୋସିଆଲ ମିଡିଆରେ ମହିଳା…
Video: କାଉ ସତ କରି ଦେଖାଇଲା ଆଇ ମା କାହାଣୀ, ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ : ଇଷ୍ଟାଗ୍ରାମରେ @viralhog ଆକାଉଣ୍ଟରେ ପ୍ରାୟତଃ ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ ହୁଏ । ଏବେ ଏପରି ଏକ ଭିଡିଓ ସେୟାର ହୋଇଛି, ଯାହାକି ପିଲା ଦିନରେ ଆଇ ମା ଠାରୁ ଶୁଣିଥିବା କାହାଣୀକୁ ସତ କରି ଦେଖାଇଛି ।…
କ୍ରିକେଟର ଏମଏସ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କଲା SBI, ତୁଲାଇବେ ଏହି ଦାୟିତ୍ୱ
ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତୀୟ କ୍ରିକେଟର ତଥା ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି । ପବ୍ଲିକ ସେକ୍ଟରରେ ସବୁଠାରୁ ବଡ଼…
PNB କରିବାକୁ ଯାଉଛି ଏକ ବଡ ପରିବର୍ତ୍ତନ; ବନ୍ଦ ହୋଇଯିବ ଏମ୍ପାସବୁକ୍, ଏବେ ଏହିସେବା କିପରି ପାଇବେ ଜାଣି ନିଅନ୍ତୁ
ନୂଆଦିଲ୍ଲୀ: ପିଏନ୍ବି ଆକାଉଣ୍ଟ ହୋଲ୍ଡରଙ୍କ ଲାଗି ଜରୁରୀ ଖବର । ପିଏନବି ଏମ୍ପାସବୁକ୍ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏବେ ସମସ୍ତ ୟୁଜର୍ସଙ୍କୁ ପାସବୁକ୍ ବିବରଣୀ ଚେକ୍ କରିବା ଲାଗି ପିଏନବି ୱାନ୍ ଆପ୍ର…
ମୋବାଇଲ ସ୍କ୍ରିନରେ ଅଧିକ ସମୟ ବିତାଇବା ଦ୍ଵାରା ଛୋଟ ଛୁଆଙ୍କଠାରେ ବଢୁଛି ହୃଦୟ ରୋଗର ଆଶଙ୍କା: ରିପୋର୍ଟ
ଆଜିକାଲିର ଆଧୁନିକ ଜୀବନଶୈଳୀ ସହ ବଦଳୁଛି ଲୋକଙ୍କ ରୁଚି । ତେବେ ଏଥିରୁ ବାଦ ପଡୁନାହାନ୍ତି ଛୋଟ ଛୁଆ । ବର୍ତ୍ତମାନ ଏଭଳି ସମୟ ହୋଇଯାଇଛି ଯେ, ଫୋନ୍ ଟ୍ୟାବ ଏବଂ ଟିଭି ବିନା ଛୁଆ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି ।…
CRPF କ୍ୟାମ୍ପରେ ଅଘଟଣ : ନିଜକୁ ନିଜେ ଗୁଳି କଲେ ଯବାନ
ନୂଆପଡ଼ା : ବୋଡେନ ଥାନା ଅର୍ନ୍ତଗତ ଖଡୁପାଣି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖଡୁପାଣି ସ୍ଥିତ CRPF କ୍ୟାମ୍ପରେ ଏକ ଅଘଟଣ ଘଟିଛି । ସେ ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ମୃତ…
ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ, ସ୍ୱାମୀଙ୍କ ମୃତ୍ୟୁ ପରେ ବାପ ଘରେ ରହି ଆସୁଥିଲେ
ଭୁବନେଶ୍ୱର: କୁହାଯାଏ ଝିଅ ବାପାର ସବୁଠାରୁ ଗେହ୍ଲା ହୋଇଥାଏ । କିନ୍ତୁ ଆଜି ମୟୁରଭଞ୍ଜରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବାପା ଝିଅର ଏହି ଅନ୍ତରଙ୍ଗ ସଂପର୍କ ଉପରେ ରକ୍ତଛିଟାର ଦାଗ ଲଗାଇ ଦେଇଛି । ମୟୂରଭଞ୍ଜର…
ନଭେମ୍ବର ପହିଲାରୁ ରାଉରକେଲା-କୋଲକାତା ବିମାନସେବା ଆରମ୍ଭ : ଆଲାଏନ୍ସ ଏୟାର ପକ୍ଷରୁ ମିଳିଲା ସୂଚନା
ରାଉରକେଲା : ନଭେମ୍ବର ପହିଲାରୁ ଷ୍ଟିଲ ସିଟିରୁ ଭୁବନେଶ୍ୱର ଦେଇ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ । ପୂର୍ବରୁ ଚଳାଚଳ ହେଉଥିବା ରାଉଲକେଲାରୁ ଭୁବନେଶ୍ୱର ବିମାନକୁ ଏବେ କୋଲକାତା ସହ ସଂଯୋଗ କରାଯାଇଛି । ଏନେଇ ଆଲାଏନ୍ସ…
ଅଚାନକ ବିସିସିଆଇ ନେଲା ବଡ ନିଷ୍ପତ୍ତି, ଏହି ଖେଳାଳୀଙ୍କ ଉପରେ ଲଗାଇଲା ୨ ବର୍ଷ ବ୍ୟାନ୍
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ରେ ବେଶ୍ ଭଲ ପ୍ରଦର୍ଶନ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏ ପର୍ଯ୍ୟନ୍ତ ହୋଇଥିବା ମ୍ୟାଚ୍ରେ ବିଜୟ ହିଁ ହାସଲ କରି ଆସିଛି । ଏହାରି ମଧ୍ୟରେ ଭାରତୀୟ…
ଶସ୍ତା ହେବ ପିଆଜ ଦର! ସରକାର ରପ୍ତାନି ଶୁଳ୍କ ସମେତ ନେଲେ ଅନେକ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ : ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ପୁଣି ଚିନ୍ତା ବଢିଗଲାଣି । ଗତକିଛି ସପ୍ତାହ ମଧ୍ୟରେ ପିଆଜର ଦର ଦୁଇଗୁଣ ବୃଦ୍ଧି ପାଇଛି । ଦିଲ୍ଲୀ ଏନସିଆର ସମେତ ଅନେକ ସ୍ଥାନରେ ପିଆଜର ମୂଲ୍ୟ ୮୦ କିଲୋଗ୍ରାମ ହୋଇଛି ।…