Browsing Category

Featured

‘ତାଳଗଜା’ କୁ ଜାଣିଥିବା ଶେଷ ପିଢ଼ି ଏବେର ବାପା-ମାଆ; ପିଲା ଦେଖି ପଚାରୁଛନ୍ତି ଇଏ କ’ଣ ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରି କରଣ ଭିତରେ ହଜିଗଲାଣି ଗାଉଁଲି ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ କରୁଛି…

ହଁ, ମୁଁ ଦର୍ଶନ ହିରାନନ୍ଦାନୀଙ୍କୁ ଏକ ପାସୱାର୍ଡ ଦେଇଥିଲି ; TMC ସାଂସଦ ମହୁଆ ମୋଇତ୍ରା

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ସତ ମାନିଲେ ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରା। ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଖୋଦ ସାଂସଦ…

କଦଳୀକୁ ବିନା ଫ୍ରିଜ୍‌ରେ ବହୁଦିନ ପର୍ଯ୍ୟନ୍ତ ରଖିବାକୁ ଚାହୁଁଛନ୍ତି କି ଫ୍ରେଶ୍‌, ଆପଣାନ୍ତୁ ଏହି ୩ଟି ସହଜ ଉପାୟ

କଦଳୀ ଏକ ବହୁତ ସାଧାରଣ ଫଳ ଯାହା ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଘରେ କିଛିଦିନ ରହିଲେ ସଢିବା ଆରମ୍ଭ କରିଥାଏ । କଦଳୀ ଅନ୍ୟ ଫଳ ତୁଳନାରେ ଶୀଘ୍ର ସଢିଯାଏ ଓକ୍ଳା ପଡିଯାଏ । ଏହାକୁ…

ରୋଗ ଦୂର କରେ କନ୍ଦମୂଳ : ବଢାଇଥାଏ ରୋଗ ପ୍ରତିରୋଦ୍ଧକ ଶକ୍ତି

ଓଡ଼ିଶା ଭାଷ୍କର : ମଣିଷକୁ ରୋଗ ସହ ଲଢିବା ପାଇଁ ହେଲେ ରୋଗ ପ୍ରତିରୋଦ୍ଧକ ଶକ୍ତି ବହୁ ପରିମାଣରେ ଆବଶ୍ୟକ ହୋଇଥାଏ । ତେବେ ଆପଣ ଶରୀରରେ ଏହି ରୋଗ ପ୍ରତିରୋଦ୍ଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ କନ୍ଦମୂଳ ସେବନ କରିପାରିବେ…

(Video)ଚାନ୍ଦ ପୂଜା ପୂର୍ବରୁ ଚାଲିଗଲେ ଚାନ୍ଦିନୀ; ଯେଉଁ ନୂଆ ଡ୍ରେସ୍ ପିନ୍ଧି ଘରୁ ବାହାରିଥିଲେ ସେହି ଡ୍ରେସ୍ ପିନ୍ଧି ଶ୍ମଶାନକୁ ଗଲେ

କେନ୍ଦୁଝର:(ଓଡ଼ିଶା ଭାସ୍କର) ସକାଳୁ ନୂଆ ଡ୍ରେସ୍ ପିନ୍ଧି ଆଞ୍ଜୁଳି ଟେକି ସାରିଥିଲେ । ଖାଲି ଗ୍ରହଣ ଲାଗିବା ପୂର୍ବରୁ ଚାନ୍ଦକୁ ପୁଜା କରିଥାନ୍ତେ । ସେଥିପାଇଁ ସରିଥିଲା ସବୁ ପ୍ରସ୍ତୁତି । ନିଜର ଚାନ୍ଦକୁ ଭୋଗ ଥାଳିରେ…

(video)ଭୟାନକ ଷ୍ଟଣ୍ଟ; ଶୂନ୍ୟରେ ୪ଥର ଚକ୍ରି ପରି ଘୁରାଇଦେଲେ ଟ୍ରକ୍‌

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଭୟାନକ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ସେ ଏକ ଟ୍ରକକୁ ଶୂନ୍ୟରେ ଚକ୍ରୀ ପରି ଘୁରାଇ ଦେଉଛନ୍ତି । ସେ…

World Cup 2023; ବାଂଲାଦେଶ ଆଗରେ ୨୩୦ ରନର ଟାର୍ଗେଟ ରଖିଲା ନେଦରଲାଣ୍ଡ

ଓଡିଶା ଭାସ୍କର; କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଏବଂ ନେଦରଲାଣ୍ଡ । ଆଜିର ଏହି ୨୮ତମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ନେଦରଲାଣ୍ଡ । ଏହି ୫୦…

(Video) ଦିନେ ଥିଲା ଗରିବୀର ଗବେଷଣାଗାର, ଏବେ ପାଲଟିଛି ଲକ୍ଷ୍ମୀଙ୍କ ଉଆସ…

କଳାହାଣ୍ଡି: (ଓଡ଼ିଶା ଭାସ୍କର) ବଦଳିଛି ଚିତ୍ର ପଟ୍ଟ , ବିକାଶ ଧାରାରେ ଆଗେଇ ଚାଲିଛି କଳାହାଣ୍ଡି । ଦିନେ ଦୁର୍ନାମ ମୁଣ୍ଡାଇ ଥିବା ଜିଲ୍ଲା ଆଜି ବିକାଶର ଟ୍ରାକ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆଗେଇ ଚାଲିଛି । ଦିନେ…

ଆସିଲା ଜିଓର ପୁଣି ଏକ ଦମଦାର ପ୍ଲାନ୍‌; ୩୩୬ ଦିନ ଅର୍ଥାତ୍ ୧୧ମାସ ପର୍ଯ୍ୟନ୍ତ ଭ୍ୟାଲିଡିଟି, କେତେରେ ରିଚାର୍ଜ କରିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମରେ ଆପଣଙ୍କୁ ବିଭିନ୍ନ ରିଚାର୍ଜ ପ୍ଲାନର ବିକଳ୍ପ ମିଳିଥାଏ । କମ୍ପାନୀ ଶସ୍ତା ମହଙ୍ଗା ବହୁ ରିଚାର୍ଜ ଅପ୍ସନ ଦେଇଥାଏ । କମ୍ପାନୀର ଏହିସବୁ ପ୍ଲାନ ଅଲଗା ଅଲଗା ଶ୍ରେଣୀରେ ଆସିଥାଏ । ଏଥି…

TMC ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ଆଉ ତାରିଖ ବଢାଯିବ ନାହିଁ ; ଏଥିକ୍ସ କମିଟି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କ ପଛ ଛାଡି ଯାଉନି ବିବାଦ । ନିକଟରେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଇରାଲ…