Browsing Category
Featured
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର: ନିଆଁରେ ଲକ୍ଷାଧିକ ଟଙ୍କାର ଜିନିଷ ଧ୍ୱଂସ
ବାଲେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାରା ଓଡ଼ିଶାରେ ଖୁସିର ମାହୋଲ ଖେଳିଯାଇଛି । କିନ୍ତୁ ବାଲେଶ୍ୱର ସୋର ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଔପଦା ବ୍ଲକ ଗୁରୁଡ଼ହତା ଗାଁରେ ଭୟଙ୍କର ଅଗ୍ନିକାଣ୍ଡରେ ୩…
BIG BREAKING: ପୁଣି ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ପରାସ୍ତ, ୪୪ ରନରେ ଜିତିଲା ଟିମ୍ ଇଣ୍ଡିଆ
ଓଡିଶା ଭାସ୍କର: ପୁଣି ସିରିଜ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହେଲା ଅଷ୍ଟ୍ରେଲିଆ ଦଳ। ୪୪ ରନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଲଗାତର କଙ୍ଗାରୁ ଦଳକୁ ହରାଇ ସିରିଜର ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ହାତେଇ ନେଇଛି ଭାରତ। ଆଜି…
ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା; ଜାଣନ୍ତୁ ଏଥର କଣ ସବୁ ଆକର୍ଷଣ ରହିଛି
କଟକ: ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା। ଯାହାକୁ ନେଇ ଏବେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ମହାନଦୀ ପଠାରେ ଆରମ୍ଭ ହୋଇଯାଇଛି ବ୍ୟବସ୍ୟାୟୀଙ୍କ ପସରା। ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସ୍ୟାୟୀମାନେ…
ମାତ୍ର ୧୯ ବର୍ଷରେ ବିପୁଳ ଧନ ଅର୍ଜନ କରି କ୍ଲେମେଣ୍ଟ ହେଲେ ବିଶ୍ୱର ସର୍ବକନିଷ୍ଠ କୋଟିପତି: ଜାଣନ୍ତୁ କେମିତି…
ନୂଆଦିଲ୍ଲୀ: ଫୋର୍ବ୍ସ ଚଳିତ ବର୍ଷ ପାଇଁ ଏହାର ଧନୀ ତାଲିକା ଘୋଷଣା କରିଛି । ୨୦୨୩ ଇଟାଲୀର କ୍ଲେମେଣ୍ଟ ଡେଲ ଭେଚିଓ ଫୋର୍ବସର ଏହି କୋଟିପତି ତାଲିକାରେ ନିଜ ନାମ ସ୍ଥାନିତ କରିପାରିଛନ୍ତି । ତେବେ ମାତ୍ର ୧୯ ବର୍ଷ ବୟସରେ…
ଏପରି ଗାଁ ଯେଉଁଠାରେ ମଣିଷ ପାଲଟି ଯାଆନ୍ତି କଣ୍ଢେଇ: କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ଜାପାନ: ଦୁନିଆରେ ବିଭିନ୍ନ ଅଜବ ସ୍ଥାନ ରହିଛି ଯାହା ମନୁଷ୍ୟ କେବେ କଳ୍ପନା କରି ପାରେନାହିଁ । ତେବେ ଏହି ଦୁନିଆରେ ଏପରି ଏକ ଅଜବ ସ୍ଥାନ ଅଛି ଯେଉଁଠାରେ ମଣିଷ ଅପେକ୍ଷା ଅଧିକ କଣ୍ଢେଇ ରହିଛି । ବିଶ୍ୱାସ ହେଉ ନଥିଲେ ବି…
ଟି-୨୦ ସିରିଜ୍ର ଦ୍ୱିତୀୟ ଲଢେଇ: ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଭାରତ
ଓଡିଶା ଭାସ୍କର: ଆଜି ଟି-୨୦ ସିରିଜ୍ର ଦ୍ୱିତୀୟ ଲଢେଇରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ। ଯେଉଁଥିରେ ବ୍ୟାଟିଂରେ ଚମତ୍କାରିତା ଦେଖାଇଛି ଭାରତୀୟ ଦଳ। ଛକା-ଚୌକା ବର୍ଷା ଫଳରେ ଭାରତ ୨୦ ଓଭର ଖେଳି ୪ ୱିକେଟ…
Chennai Super Kings ପ୍ରକାଶ କଲା ଖେଳାଳିଙ୍କ ତାଲିକା, ମୁକ୍ତ ହେଲେ ୮ ଜଣ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ ତା'ର ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ସେଥିମଧ୍ୟରୁ ୮ ଜଣ ଖେଳାଳିଙ୍କୁ ମୁକ୍ତ କରିଛି ସିଏସ୍କେ ଏବଂ ପରବର୍ତ୍ତୀ ସିଜନ୍ ପାଇଁ…
ଦୋହଲୁଛି ପାକିସ୍ତାନ ରାଜନୀତି: ବିପଦରେ ରାଷ୍ଟ୍ରପତି ଆରିଫ ଅଲବୀଙ୍କ ପଦବୀ, ସୁପ୍ରିମକୋର୍ଟ ଉପରେ ସଭିଙ୍କ ନଜର
ପାକିସ୍ତାନ: ଦାୟିତ୍ୱ ତୁଲାଇବାରେ ନିରପେକ୍ଷତା ବଜାୟ ରଖିବାରେ ବିଫଳତା ପାଇଁ ପାକିସ୍ତାନ ରାଷ୍ର୍ରପତି ଆରିଫ ଅଲଭିଙ୍କୁ ପଦବୀରୁ ହଟାଇବାକୁ ଅନୁରୋଧ କରି ପାକିସ୍ତାନର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।…
(Video)ଟନେଲ୍ ଟ୍ରାଜେଡି: ସ୍ତ୍ରୀ’ର ଗହଣା ବିକି ସୁଡଙ୍ଗ ପାଖରେ ପହଞ୍ଚିଲେ ବାପା
ଉତ୍ତରକାଶୀ: ଆଜକୁ ୧୫ ଦିନ ହେଲାଣି କାଳ କୋଠରୀ ଭିତରେ ବନ୍ଦୀ ହୋଇ ରହିଛନ୍ତି ୪୧ ଶ୍ରମିକ। ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିବା ସତ୍ତ୍ୱେ ବି ଏ ପର୍ୟ୍ୟନ୍ତ ଜଣେ ହେଲେ ବି ଶ୍ରମିକ ବାହାରକୁ ବାହାରି…
(video)ଗୋଟିଏ ଗୁପଚୁପ୍ ଖାଇଲେ ପତ୍ନୀ ଫ୍ରି..’, କ’ଣ ରହିଛି ଗୁପ୍ଚୁପ୍ ବାଲାର ଏପରି ଅଫର ପଛର ସତ
ଆଜିକାଲି ମାର୍କେଟକୁୁ ଏକାଧିକ ଫୁଡ୍ ଡେଲିଭରୀ ଆପ୍ ପ୍ରବେଶ କଲେଣି ଯେଉଁମାନେ ଲୋକଙ୍କୁ ଆକର୍ଷିତ କରିବା ଲାଗି ଅଜବ ଅଫର ପ୍ରଦାନ କରୁଛନ୍ତି । ଅନଲାଇନ୍ ଫୁଡ୍ ଅର୍ଡର କରିବା ଉପରେ କେତେବେଳେ ଆପଣଙ୍କୁ ୫୦% ରିହାତି ତ…