Browsing Category

Featured

ବାହାନଗା ପରେ ଦିଗପହଣ୍ଡି: ଟ୍ରେନ ପରେ ବସ୍ ଦୁର୍ଘଟଣା, କି ଦୋଷ କରିଛନ୍ତି ଓଡ଼ିଶାବାସୀ, କାହିଁକି ବାରମ୍ବାର ଘଟୁଛି ଏପରି ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୯୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ…

ସାଧାରଣ ଜନତାଙ୍କ ପାଇଁ ବଡ଼ ଝଟକା: ଆକାଶ ଛୁଇଁଲା ବିଲାତି ମୂଲ୍ୟ, ଜାଣନ୍ତୁ ୧ କିଲୋର ଦର କେତେ

ନୂଆଦିଲ୍ଲୀ : ଦେଶରେ ଏବେ ପ୍ରତିଦିନ ମହଙ୍ଗା ବଢି ବଢି ଚାଲିଛି । ଗ୍ରୀଷ୍ମ ପ୍ରବାହ କାରଣରୁ ପନିପରିବାର ମୂଲ୍ୟ ବଢିବା ଦେଖାଯାଇଛି । ଏହି ସମୟରେ ଟମାଟର ମୂଲ୍ୟ ଦୁଇଗୁଣା ହୋଇଯାଇଛି । ଖୁଚୁରା ମୂଲ୍ୟରେ ଟମାଟର ଦର ୮୦…

ଟାର୍ଗେଟ ପୂରଣ କରି ନପାରିଲେ କର୍ମଚାରୀ ଖାଇବେ କଞ୍ଚା କଲରା: କମ୍ପାନୀ ଲାଗୁ କଲା ଅଜବ ନିୟମ

ନୂଆଦିଲ୍ଲୀ: କର୍ପୋରେଟ ସେକ୍ଟରରେ କାମର ଚାପ କେତେ ଅଧିକ ତାହା ଜଣେ ଭୁକ୍ତଭୋଗୀ ହିଁ ଭଲଭାବେ କହିପାରିବ । ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ବଡ଼ଧରଣର ଟାର୍ଗେଟ ଦିଆଯାଇଥାଏ । ସେହି ହିସାବରେ କର୍ମଚାରୀଙ୍କ…

ବଡ଼ ଖବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ହୃଷିକେଶ ନାଏକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ ଶିବିରରୁ ଆସିଛି ଏକ ବଡ଼ ଖବର । ବିଜେଡିର ଜଣେ ବରିଷ୍ଠ ନେତା ଦଳ ତ୍ୟାଗ କରିଛନ୍ତି । ପୂର୍ବତନ ବିଧାୟକ ହୃଷିକେଶ ନାଏକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ନାଏକ…

BJP ସାଂସଦ ହରଦ୍ୱାର ଦୁବେଙ୍କ ପରଲୋକ: ଶୋକ ପ୍ରକାଶ କଲେ CM ଯୋଗୀ

ନୂଆଦିଲ୍ଲୀ: ରାଜନୈତିକ ଜଗତରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ବିଜେପିର ଜଣେ ବରିଷ୍ଠ ନେତା ଆରପାରିକୁ ଚାଲିଯାଇଛନ୍ତି । ରାଜ୍ୟସଭା ସାଂସଦ ହରଦ୍ୱାର ଦୁବେ ୭୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ହରଦ୍ୱାରା…

ଉତ୍ତରାଖଣ୍ଡରେ ବଡ଼ ସଂକଟ! ଗୋଟିଏ ପଟକୁ ଅଣେଇ ପଡିଲା ଗୋପୀନାଥ ମନ୍ଦିର, ଚାରିପାଖରେ ସୃଷ୍ଟି ହେଲା ଫାଟ

ଚାମୁଲି: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ମୁଖ୍ୟାଳୟ ଗୋପେଶ୍ୱରରେ ଅବସ୍ଥିତ ଗୋପୀନାଥ ମନ୍ଦିରର ମାମଲା ସାମ୍ନାକୁ ଆସିଛି, ଗର୍ଭରେ ଜଳ ପ୍ରବେଶ କରି ମନ୍ଦିର ଚାରିପାଖରେ ଫାଟ ସୃଷ୍ଟି ହୋଇଛି। ସ୍ଥାନୀୟ ଡାହାଣ ଧାରକ ଏବଂ…

ଉଚ୍ଚ ରକ୍ତଚାପକୁ କରିବାକୁ ଚାହୁଁଛନ୍ତି କି ନିୟନ୍ତ୍ରଣ ? ଡାଇଟରେ କରନ୍ତୁ ଏହି ସବୁ ପରିବର୍ତ୍ତନ

ଭୁବନେଶ୍ୱର : ଉଚ୍ଚ ରକ୍ତଚାପର ବ୍ୟକ୍ତିଙ୍କୁ ଲୁଣ ବହୁତ କମ ପରିମାଣରେ ବ୍ୟବହାର କରାଯିବାକୁ ପରାମର୍ଶ ଦିଆଯାଉଛି । ଲୁଣ ଏକ ଜରୁରୀ ଖଣିଜ ପଦାର୍ଥ, ଯାହା ତରଳ ସନ୍ତୁଳନ ଏବଂ ସ୍ନାୟୁ ପାଇଁ ଜରୁରୀ ଅଟେ । କିନ୍ତୁ ଲୁଣ…

କ୍ଷୀର ବିକ୍ରିକରି ହୋଇଗଲେ ମାଲାମାଲ, ୧କୋଟିର ତିଆରି କରିଲେ ଘର : ନାମଦେଲେ “ଗୋଧନ ନିବାସ’

ମୁମ୍ବାଇ : ମହାରାଷ୍ଟ୍ର ସୋଲାପୁରର ଜଣେ କୃଷକ ଗାଇର କ୍ଷୀର ବିକ୍ରି କରି ୧ କୋଟିର ବଙ୍ଗଳା ତିଆରି କରିଛନ୍ତି । କୃଷକଙ୍କ ନାମ ହେଲା ପ୍ରକାଶ ଇମ୍‌ଦେ । ତାଙ୍କର ଏହି ସଫଳତା ଗୋଟିଏ ଗାଇ ଠାରୁ ଆରମ୍ଭ ହୋଇଥିଲା,…

WhatsApp ମେସେଜିଂ ସେବାରେ ବଦଳିଗଲା ଏହି ଫିଚର! ଏବେ ଆହୁରି ସହଜ ହେବ ୟୁଜର୍ସଙ୍କ କାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାର କରିବାର ଅଭିଜ୍ଞତା ଧୀରେ ଧୀରେ ଭଲ ହେବାରେ ଲାଗିଛି। କମ୍ପାନୀ ପ୍ରତିଦିନ ଏଥିରେ ନୂଆ ଫିଚର ଯୋଗ କରୁଛି। ବର୍ତ୍ତମାନ ମେସେଜିଂ ସେବା ଏହାର ଆପରେ ଏକ ନୂତନ ବୈଶିଷ୍ଟ୍ୟ 'ପିନ୍ ଅବଧି'…

କମ୍ ବୟସରୁ ହେଲଥ ଇନସ୍ୟୁରାନ୍ସ ପଲିସି କଲେ ରହିଛି ବହୁ ଫାଇଦା, ପ୍ରିମିୟମ କମ୍ ସହ ଆହୁରି କ’ଣ ଲାଭ ରହିଛି ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ତଥା ବିଶେଷ କରି କୋଭିଡ୍ ୧୯ ମହାମାରୀ ପରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ସଚେତନତା ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍ୱାସ୍ତ୍ୟ ବୀମା ବା ହେଲଥ ଇନସ୍ୟୁରାନ୍ସ…