Browsing Category
Featured
୫ବର୍ଷରେ ଅନେକ ଗୁଣ ବଢି଼ପାରେ ଇଣ୍ଟରନେଟ ବ୍ୟବହାର, ୨୦୨୮ ବେଳକୁ ଆଉ ରହିବେ ନାହିଁ 4G ବ୍ୟବହାରକାରୀ
ନୂଆଦିଲ୍ଲୀ : ଭାରତ ଇଣ୍ଟରନେଟର ଦୁନିଆଁରେ ସବୁଠାରୁ କ୍ଷିପ୍ର ବେଗରେ ଗତି କରୁଛି । ଆମ ଦେଶ 4G ରୁ 5Gକୁ ପରିବର୍ତ୍ତନ ହେଉଛି । ଧିରେ ଧିରେ 5G ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଜିଓ ଆସିବା ପରଠାରୁ…
ଏୟାରଟେଲର ଖାସ ପ୍ଲାନ: ୧୪୯ ଟଙ୍କାରେ ଡାଟା ସହ ୧୫ ଦିନରୁ ଅଧିକ ମିଳିବ OTTର ଆକ୍ସେସ
ନୂଆଦିଲ୍ଲୀ: ଏୟାରଟେଲ ପୋର୍ଟଫୋଲିଓରେ ଆପଣଙ୍କୁ ବହୁ ରିଚାର୍ଜ ପ୍ଲାନ୍ସର ଅପସନ ମିଳୁଥିବ । କମ୍ପାନୀ ଶସ୍ତା-ମହଙ୍ଗା ବହୁ କିଛି ପ୍ଲାନ ଅଫର କରୁଥିବ । ଏହି ସବୁ ବ୍ରାଣ୍ଡ କିଛି ଖାସ ପ୍ଲାନ ମଧ୍ୟ ଅଫର କରୁଛି । ଏପରି…
ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଆୟଠାରୁ ୫୦୦% ସଂପତ୍ତି ଠାବ
ଭୁବନେଶ୍ୱର: ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ…
ମୌସୁମୀରେ ଅଧିକ ଗରମ କଫି କିମ୍ବା ଚା’ ପିଉଥିଲେ ସାବଧାନ ! କ୍ୟାନ୍ସର ପରି ମାରାତ୍ମକ ରୋଗ ହୋଇପାରେ ବୋଲି ଗବେଷଣାରୁ ପ୍ରକାଶ
ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି, ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନ୍ସର ଆଶଙ୍କା ଦେଖାଦେଇଥାଏ। ଗବେଷଣା…
୧୯୯୭ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଦ୍ୱିପାକ୍ଷୀୟ ଇଜିପ୍ଟ ଯାତ୍ରା, ଅଲ ହକିମ୍ ମସଜିଦ୍ ଯିିବା ସହ ଭାରତୀୟ ସୈନିକଙ୍କୁ ଦେବେ…
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୪ ଦିବସୀୟ ଆମେରିକା ଯାତ୍ରା ଶେଷ କରି ଇଜିପ୍ଟ ରାଜଧାନୀ କାଇରୋ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଠାକୁ ଦ୍ୱିଦିବସୀୟ ରାଜକୀୟ ଯାତ୍ରାରେ ଯାଉଛନ୍ତି ।…
ଜୁନିୟର ଟ୍ରାନ୍ସଲେଟର ସମେତ ଏହି ପଦବୀରେ ବାହାରିଲା ନିଯୁକ୍ତି, ଜାଣନ୍ତୁ ବୟସ ସୀମା ଠାରୁ ଆବେଦନର ଶେଷ ତାରିଖ
ନୂଆଦିଲ୍ଲୀ: ୟୁନିୟନ ଜନସେବା ଆୟୋଗ ୨୦୦ ରୁ ଅଧିକ ପଦବୀ ନିଯୁକ୍ତି ବାହାର କରିଛନ୍ତି। ଏହି ପୋଷ୍ଟଗୁଡିକ ବିଭିନ୍ନ ବିଭାଗର ଅଟେ। ସେହି ପ୍ରାର୍ଥୀମାନଙ୍କର ଏହି ପଦବୀ ପାଇଁ ଆବେଦନ କରିବାର କ୍ଷମତା ଏବଂ ଇଚ୍ଛା ଥିବା…
ଅସୁବିଧା ସମୟ ପାଇଁ ପ୍ରସ୍ତୁତ ନୁହଁନ୍ତି ୭୫ ପ୍ରତିଶତ ଭାରତୀୟ: ଚାକିରି ଚାଲିଗଲେ କିପରି ଚଳାଇବେ ଘର, ଜାଣି ନିଅନ୍ତୁ ଉପାୟ
ନୂଆଦିଲ୍ଲୀ:ଯେତେବେଳେ ବି ପଇସାର କଥା ଉଠିଥାଏ ସେତେବେଳେ ଲୋକମାନେ ଲଙ୍ଗ ଟର୍ମ ପ୍ଲାନ୍ ବିଷୟରେ ଚିନ୍ତା କରିଥାନ୍ତି । ଆମର ଫାଇନାନ୍ସିଆଲ୍ ପ୍ଲାନିଂରେ ସବୁୁବେଳେ ୧୨ରୁ ୧୫ କିମ୍ବା ତାହାଠାରୁ ଅଧିକ ସମୟ ଲାଗି ଲକ୍ଷ୍ୟ…
ବିଶ୍ୱାସଘାତକତା କରିଛନ୍ତି ୱାଗନର୍ ମୁଖ୍ୟ, ଗିରଫ କରିବାକୁ ଆଦେଶ ଦେଲେ ପୁଟିନ୍
ନୂଆଦିଲ୍ଲୀ: ଦିନେ ଭ୍ଲାଦିମିର ପୁଟିନ୍ଙ୍କ କଥାରେ ଜୀବଜନ ଦେବାକୁ ପ୍ରସ୍ତୁତ ଥିବା ଋଷର ଘରୋଇ ସେନା ସଂଗଠନ ୱାଗନର୍ ପୁଟିନ୍ଙ୍କୁ ବଡ଼ ଧୋକା ଦେଇଛନ୍ତି। ୟଭେଗେନି ପ୍ରିଗୋଜିନ୍ଙ୍କ ନେତୃତ୍ୱରେ ଘରୋଇ ସେନା ଋଷର ସେନା…
ମଣିପୁର ମାମଲାରେ ଆଜି ସର୍ବଦଳୀୟ ବୈଠକ, ଗୃହମନ୍ତ୍ରୀ ଅମିତ ଶାହ କରିବେ ବିରୋଧୀଙ୍କ ସହ ଆଲୋଚନା
ମଣିପୁର: ମଣିପୁରରେ ୫୦ ଦିନରୁ ଅଧିକ ହିଂସା ଥମିବାର ନାମ ନେଉନି । ପୋଲିସ ଏବଂ ସୁରକ୍ଷା ଅଧିକାରୀଙ୍କ ବହୁ ଚେଷ୍ଟା ପରେ ମଧ୍ୟ ମୈତେଇ-କୂକୀ ସମ୍ପ୍ରଦାୟ ମଧ୍ୟରେ ଜାତୀୟ ସଂଘର୍ଷ ଥମିବାର ନାମ ନେଉନି । ଏହି ମାମଲାରେ…
ଶ୍ୱାସ ରୋଗୀ ସାବଧାନ!, ଦୂରେଇ ରୁହନ୍ତୁ ଏହି ସବୁ ଜିନିଷରୁ, ଖାଇଲେ ହୋଇପାରେ ଅସୁବିଧା
ଭୁବନେଶ୍ୱର : ଗରମ ଦିନରେ ଶ୍ୱାସ ରୋଗୀଙ୍କ ସମସ୍ୟା ଅଧିକ ବଢିଯାଏ । ଖରାଦିନେ ଲୋକମାନେ ଥଣ୍ଡା ଜିନିଷ ଖାଇବାକୁ ଏବଂ ପିଇବାକୁ ଭଲପାଇ ଥାନ୍ତି । ଏହି କାରଣରୁ ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏମିତିରେ…