Browsing Category
Featured
ମଣିପୁର ମାମଲାରେ ଆଜି ସର୍ବଦଳୀୟ ବୈଠକ, ଗୃହମନ୍ତ୍ରୀ ଅମିତ ଶାହ କରିବେ ବିରୋଧୀଙ୍କ ସହ ଆଲୋଚନା
ମଣିପୁର: ମଣିପୁରରେ ୫୦ ଦିନରୁ ଅଧିକ ହିଂସା ଥମିବାର ନାମ ନେଉନି । ପୋଲିସ ଏବଂ ସୁରକ୍ଷା ଅଧିକାରୀଙ୍କ ବହୁ ଚେଷ୍ଟା ପରେ ମଧ୍ୟ ମୈତେଇ-କୂକୀ ସମ୍ପ୍ରଦାୟ ମଧ୍ୟରେ ଜାତୀୟ ସଂଘର୍ଷ ଥମିବାର ନାମ ନେଉନି । ଏହି ମାମଲାରେ…
ଶ୍ୱାସ ରୋଗୀ ସାବଧାନ!, ଦୂରେଇ ରୁହନ୍ତୁ ଏହି ସବୁ ଜିନିଷରୁ, ଖାଇଲେ ହୋଇପାରେ ଅସୁବିଧା
ଭୁବନେଶ୍ୱର : ଗରମ ଦିନରେ ଶ୍ୱାସ ରୋଗୀଙ୍କ ସମସ୍ୟା ଅଧିକ ବଢିଯାଏ । ଖରାଦିନେ ଲୋକମାନେ ଥଣ୍ଡା ଜିନିଷ ଖାଇବାକୁ ଏବଂ ପିଇବାକୁ ଭଲପାଇ ଥାନ୍ତି । ଏହି କାରଣରୁ ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏମିତିରେ…
ଏବେ ବର୍ଷା ଲାଗି ଆଉ ମୌସୁମୀର ଆଗମନକୁ ଅପେକ୍ଷା କରିବାକୁ ହେବ ନାହିଁ, ବିନା ବାଦଲରେ ବର୍ଷା କରିବାର ଉପାୟ ବାହାର କଲା ଆଇଆଇଟି କାନପୁର
କାନପୁର: ଫିଲ୍ମରେ ଆପଣ କୃତ୍ରିମ ବର୍ଷା କରାଯାଉଥିବା ବିଷୟରେ ଶୁଣିଛନ୍ତି ଆଉ ଦେଖିଛନ୍ତି ବି । କିନ୍ତୁ ଏବେ ଏହା ସତ ହେବାକୁ ଯାଉଛି । ଏବେ ଆଉ ଆପଣଙ୍କୁ ବର୍ଷା ଲାଗି ଆକାଶରେ ବାଦଲର ଅପେକ୍ଷା କରିବାକୁ ପଡିବ ନାହିଁ ।…
ହାଇ-ଟେକ୍ ହ୍ୟାଣ୍ଡସେକ୍ ବୈଠକରୁ ଭାରତକୁ ମିଳିଲା ଫାଇଦା: ବଡ଼ ଘୋଷଣା କଲେ ଆମାଜନ, ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ଭାରତରେ ନିବଶ କରିବାକୁ ଘୋଷଣା କରିଛନ୍ତି ଆମେରିକାର ବଡ଼ ଟେକ୍ ଜିଆଣ୍ଟ । ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ ଧାରାରେ ସାମିଲ ହେବା ପାଇଁ…
‘ଆଜିକାଲି ମୁଁ ଯେଉଁଆଡେ ଯାଉଛି, ସମସ୍ତେ ଭାବୁଛନ୍ତି ଇଏ ଜଣେ ସଚ୍ଚୋଟ ବ୍ୟକ୍ତି’, ପ୍ରଧାନମନ୍ତ୍ରୀ ମୋଦୀ କାହିଁକି କହିଲେ ଏପରି?
ନୂଆଦିଲ୍ଲୀ: ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ରୁ ୨୪ ଜୁନ ପର୍ଯ୍ୟନ୍ତ ଆମେରିକା ସରକାରୀ ରାଜକୀୟ ଯାତ୍ରା ଗସ୍ତରେ ଥିଲେ ।…
ଯୌନ ସଂପର୍କ ଠିକ୍ ନା ଭୁଲ, ୧୬ ବର୍ଷୀୟ ନାବାଳିକା ନେଇପାରିବେ ନିଷ୍ପତ୍ତି: POCSO ମାମଲାରେ ହାଇକୋର୍ଟ ଦେଲେ ରାୟ
ନୂଆଦିଲ୍ଲୀ: ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ ଫ୍ରମ ଅଫ ସେକ୍ସୁଆଲ ଅଫେନସେଜ ଆକ୍ଟ, ୨୦୧୨ରେ ଜଡିତ ଏକ ମାମଲାରେ ମେଘାଳୟ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟ କହିବା ଅନୁଯାୟୀ, ଜଣେ ୧୬ ବର୍ଷୀୟ ଝିଅ ଯୌନ…
ବରର ଭାଇ ସାଜିଲା ସୈତାନ; ବାହାଘରର ଦୁଇ ଦିନ ପରେ ବର, ବରବଧୂ ସହିତ ପରିବାର ୫ ଜଣଙ୍କୁ ଗଳା କାଟି କଲା ହତ୍ୟା
ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମୈନପୁରୀରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ କଲିଜାକୁ ଥରାଇ ଦେବ । ଜିଲ୍ଲାର ଅରସାରା ଗ୍ରାମର ଏକ ପରିବାରର ବଡ ପୁଅ ନିଜର ୫ ଜଣ ଆତ୍ମୀୟଙ୍କର ଗଳା କାଟି ହତ୍ୟା କରିଛି । ଏହି…
Video: ଭାରତୀୟ ଜାତୀୟ ସଂଗୀତ ଗାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁଲେ ଆମେରିକୀୟ ଗାୟକ ମେରି ମିଲବେନ୍
ୱାଶିଂଟନ୍: ଆମେରିକା ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋନାଲ୍ଡ ରେଗାନ କେନ୍ଦ୍ରରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମଞ୍ଚରୁ ହଲିଉଡ଼ ଗାୟକ ମେରି ମିଲବେନ୍…
ରାଶିଫଳ(ଶନିବାର,୨୪ ଜୁନ,୨୦୨୩)
ମେଷ - ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି…
(Video) ଗଣ୍ଡଗୋଳ ଦେଖି ବରଯାତ୍ରୀ ସହ ପଳାଇଲେ ପଣ୍ଡିତ, ପରେ ପୋଲିସ ଏପରି କରାଇଲେ ବିବାହ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ଏକ ଅନନ୍ୟ ବିବାହର ସାକ୍ଷୀ ହୋଇଥିଲା। ଏଠାରେ ଜଣେ ପୋଲିସ ପଣ୍ଡିତ ଭୂମିକାରେ ଅଭିନୟ କରିଥିଲେ। ପୋଲିସ ମନ୍ତ୍ର ଜପ କରି ସେମାନଙ୍କୁ ୭ ଘେରା ସହ ସାତୋଟି ଶପଥ ସହିତ ବର ଏବଂ…