Browsing Category

Featured

WC ସେମି ଫାଇନାଲରେ ବିଶ୍ୱ ରେକର୍ଡ କଲା DISNEY+ Hotstar: ୫୦ ମିଲିୟନ୍ ଦର୍ଶକ ଏକା ସାଙ୍ଗରେ ଦେଖିଲେ ମ୍ୟାଚ୍

ମୁମ୍ବାଇ: ଦିନିକିଆ ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ଏକ ବିଶ୍ୱ ରେକର୍ଡ କରିଛି ଡିସନୀର ଭିଡିଓ ଷ୍ଟ୍ରିମିଙ୍ଗ ସର୍ଭିସ ଡିସନୀ+ ହଟଷ୍ଟାର । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ନିଜର ୫୦ତମ ଶତକ…

ସେମି ଫାଇନାଲରେ ମିଚେଲଙ୍କ ଶତକ: WC-2023ରେ ଭାରତ ବିପକ୍ଷରେ ଦମଦାର ଶତକୀୟ ଇନିଂସ

ମୁମ୍ବାଇ: ବିଶ୍ୱକପର ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ଏକ ଦମଦାର କମବ୍ୟାକ କରିଛି । ଅଧିନାୟକ କେନ୍ ୱିଲିୟମସନ୍ ଏବଂ ଡାରିଲ ମିଚେଲଙ୍କ ଦମଦାର ଭାଗିଦାରୀରେ ଭାରତ ଉପରେ ଭାରୀ ପଡ଼ିଛି ନ୍ୟୁଜିଲାଣ୍ଡ । କେନ୍ ୱିଲିୟମସନଙ୍କ…

ଭୁବନେଶ୍ୱରରେ ହେବ ଦେଶର ପ୍ରଥମ ବିଶ୍ୱସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ; ହକି ପରେ ଫୁଟବଲକୁ ପ୍ରାଧାନ୍ୟ ଦେଲେ ଓଡିଶା ସରକାର

ଓଡିଶା ଭାସ୍କର; ଓଡିଶା କ୍ରୀଡା କ୍ଷେତ୍ରରେ ଆଉ ଏକ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨୧ ତାରିଖରେ ଭୁବନେଶ୍ୱରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ୱସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ । ସର୍ବଭାରତୀୟ…

(Video) ଶତକ ପରେ ବିରାଟଙ୍କୁ କିସ୍ କଲେ ପତ୍ନୀ ଅନୁଷ୍କା: ପଡ଼ିଆରୁ କୋହଲି ଦେଖାଇଲେ ଲଭ୍

ମୁମ୍ବାଇ: ଦିନିକଆ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ଇତିହାସ ରଖିଛନ୍ତି କିଙ୍ଗ କୋହଲି ବିରାଟ । ଭାରତୀୟ ଦଳର ଷ୍ଟାର ବ୍ୟାଟର କୋହଲି ଏହି ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହି ଶତକ ସହିତ ସଚିନଙ୍କ ୪୯ଟି…

ବିଶ୍ୱକପକୁ ନେଇ ପାକିସ୍ତାନରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ନିରାଶଜନକ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ପାକିସ୍ତାନ । ୯ ମ୍ୟାଚରୁ ୪ଟି ବିଜୟ ସହ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଯାତ୍ରା ଶେଷ କରିଛି ବାବର ସେନା । ଏହାପରେ…

BIG BREAKING; ପୁଣି ଏକ ଅଘଟଣ; ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ

ଓଡିଶା ଭାସ୍କର; ରେଳ ବିଭାଗରେ ପୁଣି ଏକ ବଡ଼ ଧରଣର ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଇଟାୱା ନିକଟରେ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଏହି ଟ୍ରେନଟି ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ…

ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି କେଜ୍ରିୱାଲ ଦୋସା, ଜାଣନ୍ତୁ କାହିଁକି ଏପରି ନାମକରଣ

ବେଙ୍ଗାଲୁର:ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଦୋସା ତିଆରି କରିବା ପୂର୍ବରୁ ଝାଡୁରେ ତାୱା ସଫା କରୁଛନ୍ତି । ଏହାପରେ ବ୍ୟକ୍ତି ଜଣକ ତାୱାରେ ଦୋସାର…

୫୦ତମ ଶତକ ପରେ ବିରାଟଙ୍କୁ କୁଣ୍ଢାଇ ପକାଇଲେ ‘ଭଗବାନ୍’: ପ୍ରଥମ ଦେଖା ମନେ ପକାଇଲେ ସଚିନ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ଦଳର କିଙ୍ଗ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଛନ୍ତି ଦିନିକିଆ କ୍ୟାରିୟରର ୫୦ତମ ଶତକ । ଏହି ଶତକୀୟ ପାଳି ସହିତ ମାଷ୍ଟର ବ୍ଲାଷ୍ଟର…

(video)ପରିବାର ସହ ମନ୍ଦିର ଚଟାଣରେ ବସି ‘ରଘୁୁପତି ରାଘବ ରାଜାରାମ’ ଗାଇଲେ ଋଷି ସୁନକ, ଦେଖିବା ଭଳି ଥିଲା ଉତ୍ସାହ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବେ ନିଜ କ୍ୟାବିନେଟ୍‌ରେ ଅଦଳବଦଳକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏହାରି ମଧ୍ୟରେ ସୁନକଙ୍କ ପତ୍ନୀ ଅକ୍ଷରା ମୂର୍ତ୍ତି ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଇଣ୍ଟରନେଟ୍‌ରେ…

ବିଶ୍ୱକପ ସେମି ଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡକୁ ମିଳିଲା ୩୯୮ ରନର ଟାର୍ଗେଟ

ଓଡିଶା ଭାସ୍କର; ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ । ଦଳର ଦମଦାର ବ୍ୟାଟିଂ ଫଳରେ ଭାରତ ୩୯୭ ରନ ସଂଗ୍ରହ କରିଛି । ଏହାକୁ ନେଇ ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଜୟ ଲକ୍ଷ୍ୟ…