Browsing Category
Featured
Breaking News ପ୍ରଯୋଜକ ଟୁଟୁ ନାୟକ ଗିରଫ: ସାମ୍ବାଦିକଙ୍କ ମାଡ଼ ମାରିବା ଅଭିଯୋଗରେ ଆରେଷ୍ଟ
ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି । ଓଡ଼ିଆ ସିନେ ଜଗତର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକଙ୍କୁ ଏହି ସଙ୍ଗୀନ ଅଭିଯୋଗରେ ଗିରଫ କରିଛି ପୋଲିସ । ଫିଲ୍ମ…
ଗିରଫ ହେଲେ ପିଟିଆଇର ପୂର୍ବତନ ନେତା ଫୱାଦ ଚୌଧୁରୀ, ଟ୍ୱିଟ କରି ସୂଚନା ଦେଲେ ସ୍ତ୍ରୀ
ଇସଲାମାବାଦ: ଇମ୍ରାନ ଖାନଙ୍କ ନିକଟତର ପାକିସ୍ତାନୀ ତହରୀକ-ଏ-ଇଂସାଫ (ପିଟିଆଇ)ର ପୂର୍ବତନ ନେତା ଫୱାଦ ଚୌଧୁରୀଙ୍କୁ ଶନିବାର ଦିନ ଗିରଫ କରାଯାଇଛି । ତାଙ୍କ ସ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି…
ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ପାଇବେ ଗରିବ: ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଦେଶରେ ଗରିବ ବା ଗରିବ ସୀମାରେଖା ତଳେ ଥିବା ଜନତାଙ୍କ ପାଇଁ ମାଗଣା ରାସନ୍ ସାମଗ୍ରୀ ସୁବିଧା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ଅନେକ ପରିବାର ଉପକୃତ ହେଉଥିବା ବେଳେ ଏହାକୁ ନେଇ ଏକ ବଡ଼…
ପୂର୍ବତନ ବିଧାୟକଙ୍କୁ ୧୫ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ମାସରେ ବିଭିନ୍ନ ପର୍ଯ୍ୟାୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ସେହି ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ରାଜସ୍ଥାନ,…
ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବା ଧମକ: ତେଲେଙ୍ଗାନାରୁ ୧୯ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ଇମେଲ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଗଣେଶ ରମେଶ ବନପାରଧୀ ଭାବେ ପରିଚିତ ହୋଇଛନ୍ତି । ପୋଲିସ…
ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼: ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ
ନୂଆଦିଲ୍ଲୀ: ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଆସିଲା ନୂଆ ମୋଡ଼ । ନିଜ୍ଜର ହତ୍ୟାଘଟଣାରେ ଭାରତ ଉପରେ ଲାଗିଥିବା ଅଭିଯୋଗରେ ଜଣେ କାନାଡ଼ୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ…
ବିପଦ ପଡିଲେ ଜୀବନ ବଞ୍ଚାଇବ ଗୁଗୁଲର ଏହି ଫିଚର, ଯେଉଁମାନେ ଏହି ଫୋନ ବ୍ୟବହାର କରୁଛନ୍ତି କେବଳ ସେମାନଙ୍କୁ ମିଳିବ ସୁବିଧା
ନୂଆଦିଲ୍ଲୀ: ଆମେରିକା ବ୍ୟତୀତ ଗୁଗୁଲ ଏହାର କାର ଦୁର୍ଘଟଣା ଚିହ୍ନଟ ଫିଚରକୁ ଅନ୍ୟ ୫ ଦେଶରେ ଲାଇଭ କରୁଛି। ଭାରତ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଭାରତ ବ୍ୟତୀତ ଅଷ୍ଟ୍ରିଆ, ବେଲଜିୟମ, ପର୍ତ୍ତୁଗାଲ ଏବଂ…
ତୃତୀୟ ଲିଙ୍ଗୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ନେଲା ନୂତନ ପଦକ୍ଷେପ
ଭୁବନେଶ୍ୱର: ତୃତୀୟ ଲିଙ୍ଗୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ନେଲା ନୂତନ ପଦକ୍ଷେପ । ଶିକ୍ଷାନୁଷ୍ଠାନ ପରିସରରେ ତୃତୀୟ ଲିଙ୍ଗୀମାନଙ୍କୁ ସୁରକ୍ଷା ଦେବାକୁ ଉଚ୍ଚଶିକ୍ଷା ବିଭାଗ କଲେଜମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏ ନେଇ…
ପୁଣି ଆସିପାରେ ବିନାଶକାରୀ ଭୂମିକମ୍ପ, ସତର୍କ ରହିବା ପାଇଁ ବୈଜ୍ଞାନିକ ଜାରି କଲେ ଚେତାବନୀ
ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ନେପାଳରେ ଘଟିଥିବା ଭୂକମ୍ପରେ ୧୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ଥିବା ନେଇ ଅଧିକାରୀ କହିଛନ୍ତି। ଏହି ଭୂକମ୍ପର ପ୍ରଭାବ…
ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗ; ଥାନାରେ ହାଜର ହେଲେ ଟୁଟୁ ନାୟକ
ଓଡିଶା ଭାସ୍କର; ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଥାନାରେ ହାଜର ହେଲେ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକ । ବର୍ତ୍ତମାନ ସେ ଖାରବେଳନଗର ଥାନାରେ ହାଜର ହୋଇଥିବା ଦେଖିବାକୁ ମିଳିଛି । କିଛି ସମୟ ପୂର୍ବରୁ…