
Browsing Category
Featured
ପ୍ରତି କଥାରେ ଚିଲ୍ଲାଇବା କି ମାଡ଼ ମାରିବା ଦ୍ଵାରା ପିଲା ଉପରେ ପଡିଥାଏ ଗଭୀର ପ୍ରଭାବ
ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟସ୍ତବହୁଳ କର୍ମମୟ ଜୀବନ ଭିତର ନିଜର ପରିବାର ସହିତ କିଛି ସମୟ ବିତାଇବାକୁ ମଧ୍ୟ ସମୟ ପାଉ ନାହାନ୍ତି। ଏଭଳି ପରିସ୍ଥିତିରେ ଲୋକେ ନିଜର ପିଲା ମାନଙ୍କ ସହିତ ମଧ୍ୟ ଆବଶ୍ୟକ ସମୟ…
ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା, ଟନେଲ ଭିତରେ ଭୂସ୍ଖଳନ: ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ଟନେଲରେ ଭୂସ୍ଖଳନ ହେତୁ ଏହା ଘଟିଛି । ଯମୁନୋତ୍ରି ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ଅଧୀନରେ ସିଲ୍କିରା…
ଲଜ୍ୟାଜନକ! ୪ ବର୍ଷର ଶିଶୁ ସହ ଦୁଷ୍କର୍ମ କଲା ସବ୍-ଇନିସ୍ପେକ୍ଟର, ଅଭିଯୁକ୍ତଙ୍କୁ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ
ନୂଆଦିଲ୍ଲୀ: ଦେଶରେ ଲୋକମାନଙ୍କ ସୁରକ୍ଷା ଦିଏ ପୋଲିସ । ହେଲେ ପୋଲିସ ଯଦି ଦୁଷ୍କର୍ମ କରିବ ତେବେ ଲୋକେ ଭରଷା କରିବେ କାହାକୁ । ଆଜ୍ଞା ହଁ ଏପରି ଏକ ଘଟଣା ରାଜସ୍ଥାନର ଏକ ୪ ବର୍ଷର ଝିଅକୁ ପୋଲିସ ବିଭାଗର…
ଚିଲିକା ମଝିରେ ଖରାପ ହୋଇଗଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୩୦ରୁ ଅଧିକ ଯାତ୍ରୀ
ଭୁବନେଶ୍ୱର: ବାରମ୍ବାର ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଖରାପ ହେଉଥିବାର ଖବର ସାମ୍ନାକୁ ଆସୁଛି । ଆଜି ସକାଳୁ ସକାଳୁ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । କୃଷ୍ଣପ୍ରସାଦ ଅଞ୍ଚଳରେ ଚିଲିକା ମଝିରେ ଡଙ୍ଗା…
ବିକାଶଠୁ ଅନେକ ଦୂରରେ ମହ୍ଲାରପୁର: ଦୀପାବଳି କ’ଣ ଜାଣନ୍ତିନି, ଡିବିରି ଆଲୁଅରେ ଦୂର ହୁଏ ଅନ୍ଧାର
ଅନୁଗୁଳ: ଆଲୋକର ପର୍ବ ଦୀପାବଳିକୁ ନେଇ ଆଜି ଚାରିଆଡ଼େ ବେଶ ଉତ୍ସାହ । ଛୋଟ ବଡ଼ ଧନୀ ଗରୀବ, ସଭିଙ୍କ ମନରେ ଉତ୍ସାହ । କିଏ ବାଣ କିଣେ, କିଏ ଦୀପ କିଣେ ତ କିଏ ରଙ୍ଗୀନ ଆଲୁଅରେ ଘର ଆଲୋକିତ କରେ । କିନ୍ତୁ ଦୀପ ତଳ ଅନ୍ଧାର…
ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ, ମୁଣ୍ଡ ଉପରେ ଲାଗିଥିଲା ୫୦ ହଜାର ଟଙ୍କା ପୁରସ୍କାର
ମଥୁରା: ଗତ ରାତିରେ ମଥୁରା ପୋଲିସର ଏକ ଦୁର୍ଦ୍ଦାନ୍ତ ଅପରାଧ ସହ ସାମ୍ନାସାମ୍ନି ହୋଇଥିଲା । ଏହି ସମୟରେ ଅପରାଧୀକୁ କାବୁ କରିବା ପାଇଁ ପୋଲିସ ଟିମ୍କୁ ଗୁଳି ଚଳାଇବାକୁ ପଡିଥିଲା । ଏଥିରେ ଅପରାଧୀର ମୃତ୍ୟୁ ହୋଇଥିବା…
କାର୍ତ୍ତିକ ଅମାବାସ୍ୟାରେ ଆପଣାନ୍ତୁ ଏହି ଉପାୟ, ରୋଗରୁ ମିଳିଯିବ ମୁକ୍ତି
କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପାଳନ କରାଯାଏ । ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ରୀତିନୀତି ସହିତ ପୂଜା କରନ୍ତି ।…
ଆଜି ଲକ୍ଷ୍ମୀ ଗଣେଶଙ୍କ ପୂଜାର କ’ଣ ରହିଛି ଶୁଭ ମୁହୂର୍ତ୍ତ ଓ ଏହା କେତେ ସମୟ ପର୍ଯ୍ୟନ୍ତ ରହିବ ଜାଣି ନିଅନ୍ତୁ
ଓଡ଼ିଶା ଭାସ୍କର:ଆଜି ପବିତ୍ର ଦୀପାବଳି । ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଇଥାଏ । ଆଜିର ଦିନରେ ବିଶେଷ କରି ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ଶ୍ରୀଗଶେଣଙ୍କୁ ପୂଜା କରାଯାଇଥାଏ…
ପ୍ରଥମ ଥର ଜାତିସଂଘରେ ଇସ୍ରାଏଲ ବିରୁଦ୍ଧରେ ଭୋଟ ଦେଲା ଭାରତ, ଜାଣନ୍ତୁ କ’ଣ ଥିଲା ପ୍ରସ୍ତାବ
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୩୭ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଜାତିସଂଘରେ ଏକ ପ୍ରସ୍ତାବ ଅଣାଯାଇଛି । ଏହି ମାମଲାରେ ଭାରତ ପ୍ରଥମ ଥର ଭୋଟ ଦେଇଛି । ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ…
ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଏହି ଜିଲ୍ଲାଗୁଡିକରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା !
ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ…