Browsing Category
Featured
ୱେଷ୍ଟ ଇଣ୍ଡିଜ ସିରିଜ ପରେ ଅନ୍ୟ ଦଳରୁ ଖେଳିବେ ଅଜିଙ୍କ୍ୟା ରାହାଣେ: ଅଚାନକ ନେଲେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ସୁନ୍ଦର ପ୍ରଦର୍ଶନ କରି ଏବେ ଭାରତୀୟ ଦଳରେ ଦମଦାର କମବ୍ୟାକ କରି ସାରିଛନ୍ତି ଷ୍ଟାର ପ୍ଲେୟର ଅଜିଙ୍କ୍ୟା ରାହାଣେ । କିନ୍ତୁ କେବଳ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବା ପରେ…
‘ଆଦିପୁରୁଷ’ ଉପରେ ଲାଗିଲା ବ୍ୟାନ: କୌଣସି ହଲରେ ରିଲିଜ୍ ନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବାହୁବଳୀ ଅଭିନେତା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ବିଭିନ୍ନ ହଲରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ହିଁ ଫିଲ୍ମ ନିଜର କମାଲ ଦେଖାଇଥିଲା । ପ୍ରଥମ ଦିନର କଲେକ୍ସନ…
ବଡ ଖବର: ଟ୍ରାକ ତଳକୁ ଖସିଗଲା ଆଉ ଏକ ଟ୍ରେନର ୬ଟି ବଗି, ଅଟକିଛି ପାସେଞ୍ଜର ଗାଡି
କୋରାପୁଟ: ବାହାନଗା ଦୁର୍ଘଟଣାର ସେହି ଭୟଙ୍କର ଦୃଶ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନି । ଏବେ ବି ଦୁର୍ଘଟଣାରେ ଆହତ ଲୋକମାନେ ସେହି ରାତିର ଘଟଣାକୁ ନିଦରେ ସ୍ୱପ୍ନ ଦେଖି ଡରୁଥିବା କୁହାଯାଉଛି । ଏହା ଭିତରେ ଆଉ ଏକ…
ଚଳିତ ବର୍ଷ ଭାରତ ଛାଡ଼ିବେ ୬୫୦୦ ଜଣ ଧନୀବ୍ୟକ୍ତି: କ’ଣ ରହିଛି କାରଣ, କ’ଣ କହୁଛନ୍ତି ଏକ୍ସପର୍ଟ ଓ ChatGPT
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରୁ ଅନେକ ଧନୀ ବ୍ୟକ୍ତି ଦେଶ ଛାଡ଼ି ପଳାୟନ କରୁଛନ୍ତି । ଗତ କିଛିବର୍ଷ ମଧ୍ୟରେ ଭାରତରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ସାରା ବିଶ୍ୱର ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ…
(Video) ଆଉ ଏକ ଟ୍ରେନରେ ଲାଗିଗଲା ନିଆଁ! ଗାଡି ତଳୁ ଧୂଆଁ ଦେଖି ଷ୍ଟେସନରେ ଆତଙ୍କ
ନୂଆଦିଲ୍ଲୀ: ବର୍ତ୍ତମାନ ରେଳ ଜନିତ ଦୁର୍ଘଟଣାକୁ ନେଇ ଅନେକ ଖବର ସାମନାକୁ ଆସୁଛି । ବାହାନଗା ଟ୍ରେନ ଟ୍ରାଜେଡି ପରେ ରେଳ ଦୁର୍ଘଟଣାକୁ ନେଇ ଲୋକଙ୍କ ମନରେ ମଧ୍ୟ ଭୟ ଏବଂ ଆତଙ୍କ ସୃଷ୍ଟି ହୋଇଛି । ଏହା ମଧ୍ୟରେ ମାଳଦା…
ଦିଲ୍ଲୀ ୟୁନିଭରସିଟି କ୍ୟାମ୍ପସରେ ଛାତ୍ର ସଂଘର୍ଷ: ଜଣେ ଛାତ୍ରଙ୍କୁ ହତ୍ୟା
ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ବଡ଼ ଖବର । ଦିଲ୍ଲୀ ୟୁନିଭରସିଟି କ୍ୟାମ୍ପସ ମଧ୍ୟରେ ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଛି । କିଛି ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଛାତ୍ରଙ୍କୁ ଛୁରି…
୨୦୦୭ T-20 ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟରେ ଟିମ୍ ଇଣ୍ଡିଆର ପ୍ରକୃତ ହିରୋ କିଏ
ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅନେକ କୀର୍ତ୍ତିମାନ ସ୍ଥାପନ କରିବାରେ ସଫଳ ହୋଇଛି । ତେବେ ଧୋନୀଙ୍କ ନେତୃତ୍ୱରେ ଭାରତ ହାସଲ କରିଥିବା ଦୁଇଟି ବଡ଼ ସଫଳତା ହେଉଛି ୨୦୦୭ ମସିହା ଟି-୨୦…
ଇତିହାସ ରଚିଲେ ସାତ୍ୱିକ-ଚିରାଗ: ଇଣ୍ଡୋନେସିଆ ଓପନ ଜିତି ବନିଲେ ଚମ୍ପିଆନ
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓପନ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ନୂଆ ଇତିହାସ ରଚିଛନ୍ତି ଭାରତର ସାତ୍ୱିକ-ଚିରାଗ ଯୋଡି । ଫାଇନାଲ ମ୍ୟାଚରେ ବିଶ୍ୱ ଚମ୍ପିଆନ୍ ମାଲେସିଆକୁ ହରାଇ ଏହି ଟ୍ରପିକୁ ଅକ୍ତିଆର…
ବିରାଟଙ୍କର ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚିଲା: ପ୍ରତି Instagram ପୋଷ୍ଟ ପାଇଁ ୮ କୋଟି
ନୂଆଦିଲ୍ଲୀ: ବିରାଟ କୋହଲି ଏହି ଦୁଇଟି ଶବ୍ଦ ହିଁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ପାଇଁ ଯଥେଷ୍ଟ । ବର୍ତ୍ତମାନ ସମୟରେ ୩୪ ବର୍ଷୀୟ ବିରାଟ ବିଶ୍ୱର ଜଣେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଦିନିକିଆ, ଟେଷ୍ଟ ଓ…
ପ୍ରଥମେ ଗିରଫ କରି ପରେ ମାମଲା ରୁଜୁ କରିପାରିବନି ପୋଲିସ: ହାଇକୋର୍ଟ ଦେଲେ ବଡ ରାୟ
ନୂଆଦିଲ୍ଲୀ: ଏବେ ପୋଲିସ ଉପରେ ପଡିଛି ହାଇକୋର୍ଟଙ୍କ ତୀକ୍ଷ୍ଣ ଦୃଷ୍ଟି । ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ନୂଆ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏଣିକି ପ୍ରାଥମିକ ମାମଲା ରୁଜୁ ହେବା ପୂର୍ବରୁ ପୋଲିସ ଗିରଫ…