Browsing Category

Featured

ଅବିଭକ୍ତ କୋରାପୁଟରେ ବସ ଧର୍ମଘଟ : ‘ଲକ୍ଷ୍ମୀ’ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘର ବିରୋଧ

କୋରାପୁଟ: ରାଜ୍ୟରେ ଘରୋଇ ବସ ମାଲିକ ସଂଘର ବିରୋଧ ପ୍ରତିକ୍ରିୟା । ‘ଲକ୍ଷ୍ମୀ’ ଯୋଜନାକୁ ନେଇ ବସ ମାଲିକଙ୍କ ଧର୍ମଘଟ ଚାଲିଛି । ୨୪ ଘଣ୍ଟିଆ ବସ ବନ୍ଦର ଡାକରା ଦେଇଛନ୍ତି ଘରୋଇ ବସ ମାଲିକ ସଂଘ । ଏହି ଧର୍ମଘଟରେ…

ଆଜି ଜାତିରପିତା ମହତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ: ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ମନେପକାଇଲେ ମୋଦୀ, ଟ୍ୱିଟରରେ କହିଲେ ଏପରି

ନୂଆଦିଲ୍ଲୀ: ସୋମବାର (୨ ଅକ୍ଟୋବର) ଦେଶରେ ଗାନ୍ଧୀ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ନେତାଙ୍କୁ…

ହୀରାକୁଦରେ ମାତ୍ର ୨ଟି ଗେଟ ଖୋଲା

ସମ୍ବଲପୁର : ହୀରାକୁଦର ଡ୍ୟାମର ସ୍ଥତି ନିୟନ୍ତ୍ରଣରେ ଥିବାରୁ ଡ୍ୟଅମର ଗେଟ ବନ୍ଦ କରାଯାଇଛି । ମାତ୍ର ୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଛି । ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହେଉଛି । ଏହାର…

ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌ : ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ ନୂଆ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୦୧କୁ ବୃଦ୍ଧି

ସୁନ୍ଦରଗଡ଼ : ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପରିମାଣ ଅଧିକ ଦେଖିବାକୁ ମିଳିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ…

ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପର ପ୍ରଭାବ: ଆହୁରି ୩ଦିନ ବର୍ଷାରେ ଭିଜିବ ଓଡ଼ିଶା, ଏହି ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୪ତାରିଖ ଯାଏଁ ବର୍ଷାର ପ୍ରଭାବ ଦେଖାଦେବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଥିବା ବେଳେ…

ଆଜି ଚିତ୍ତୋରଗଡ ଏବଂ ଗ୍ୱାଲିଅର୍ ପରିଦର୍ଶନରେ ଏତିକି କୋଟିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ସୃଷ୍ଟି ହେବ ଅନେକ ନିଯୁକ୍ତି !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2 ଅକ୍ଟୋବର, 2023 ଅର୍ଥାତ ଆଜି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିବେ। ପୂର୍ବାହ୍ନ 10:45 ସମୟରେ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅନେକ ପ୍ରକଳ୍ପକୁ ଉତ୍ସର୍ଗ କରିବେ ଏବଂ…

ମଙ୍ଗଳ ଗ୍ରହରେ ଚାଲିଛି ‘ସଇତାନ’ର ରାଜ୍! ନାସା ବୈଜ୍ଞାନିକଙ୍କ ସାମ୍ନାକୁ ଆସିଗଲା ଭୟାନକ ଦୃଶ୍ୟ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ପହଞ୍ଚି ଏଣେତେଣେ ଘୁରି ବୁଲୁଛି ନାସାର ପର୍ସିଭେରେନ୍ସ ରୋଭର । ମଙ୍ଗଳ ଗ୍ରହର ଟିକିନିକି ଖବର ଦେବା ପାଇଁ ଏବେ ଚେଷ୍ଟା ଜାରି ରଖିଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା । ମଙ୍ଗଳପୃଷ୍ଠରେ…

ଚାଲିଥଲା ଜନ୍ମଦିନ ପାର୍ଟି ସେଲିବ୍ରେସନ, ହଠାତ ନାଇଟ୍‌କ୍ଲବ୍‌ରେ ଲାଗିଗଲା ନିଆଁ…ଆଉ ତାପରେ

ଓଡିଶା ଭାସ୍କର; ରବିବାର ଦକ୍ଷିଣ ପୂର୍ବ ସ୍ପେନ୍‌ର ମର୍ସିଆର ଏକ ନାଇଟ୍‌ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ସେଲିବ୍ରେସନ ଚାଲିଥିବା ବେଳେ ହଠାତ କୌଣସି ଏକ କାରଣରୁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ‘ଭାଷା ଲ୍ୟାବ’: ଅନଲାଇନରେ ଯୋଡ଼ିହେବ ଜନଜାତି ଭାଷା, ସାହିତ୍ୟ ଓ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଏକ ବଡ଼…

ବିଜେପି ଯୁବମୋର୍ଚ୍ଚାର ନୂଆ ସଦସ୍ୟଙ୍କ ନାମ ଘୋଷଣା: ଉପସଭାପତି, ସାଧାରଣ ସମ୍ପାଦକ, ସଂଯୋଜକଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ମେ ମାସ ୩୦ ତାରିଖରେ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଆଗାମୀ ବିଧାନସଭା ନିର୍ବାଚନ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ରାଜନୈତିକ ବିଜେଡି,…