Browsing Category
Featured
କୌଣସି ଝିଅ ନକଲି ବଳାତ୍କାର ମାମଲା ରୁଜୁ କରନ୍ତି ନାହିଁ, କାରଣ ପରେ ଯୋଗ୍ୟ ବର ମିଳିବାରେ ଆସିଥାଏ ଅସୁବିଧା: କୋର୍ଟ
ନୂଆଦିଲ୍ଲୀ: କୌଣସି ଝିଅ ନକଲି ବଳାତ୍କାର ମାମଲା ଦାଖଲ କରନ୍ତି ନାହିଁ । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହା କହିଛନ୍ତି । କୋର୍ଟ କହିଛନ୍ତି ଯେ, କୌଣସି ଭାରତୀୟ ଝିଅ ବଳାତ୍କାରର ମିଥ୍ୟା ଅଭିଯୋଗ ଆଣିବ ନାହିଁ, କାରଣ ଯଦି…
ଏଥର ପୂଜାରେ ଭିଜିବ ରାଜଧାନୀ : ୨୩ ତାରିଖ ବେଳକୁ ନେବ ଅବପାତର ରୂପ
ଭୁବନେଶ୍ୱର : ଗତକାଲି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହି ଲଘୁଚାପଟି ଦକ୍ଷିଣ-ପଶ୍ଚିମ ପାଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ…
ସର୍ଭେରୁ ହେଲା ଖୁଲାସା : ୮୬% ଭାରତୀୟଙ୍କ ଚାପର ମୁକାବିଲା ପାଇଁ ସଙ୍ଗୀତ ଏକ ବିକଳ୍ପ
ଭୁବନେଶ୍ୱର : ଆଇଟିସିର ଫିଲ ଗୁଡ ୱିଥ୍ ଫିଆମା ମେଣ୍ଟାଲ ୱେଲବିଙ୍ଗ ସର୍ଭେ ପ୍ରକାଶ ପାଇଛି । ୩ ବର୍ଷ ପର୍ଯ୍ୟନ୍ତ ଏହାର ରିସର୍ଚ୍ଚ ଚାଲିଥିବା ବେଳେ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏହା ପ୍ରକାଶ ପାଇଛି । ତେବେ ଏହି…
ଆଜିଠାରୁ ଗୋଟିଏ ସପ୍ତାହ ଲାଗି ହାଇକୋର୍ଟ ବନ୍ଦ: ସ୍କୁଲ ବନ୍ଦ ପାଇଁ ମଧ୍ୟ ହୋଇଛି ଘୋଷଣା
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ଦଶହରା ଅବକାଶ ଦୃଷ୍ଟିରୁ ଆଜିଠାରୁ ଗୋଟିଏ ସପ୍ତାହ ଲାଗି ହାଇକୋର୍ଟ ବନ୍ଦ ରହିବ । ୩୦ ତାରିଖରେ ପୁନର୍ବାର କୋର୍ଟ ଖୋଲିବ । ତେବେ ୨୦, ୨୫, ୨୬ ଏବଂ ୨୭ ତାରିଖରେ କୋର୍ଟ ଅଫିସ୍ ଖୋଲା…
ବଡ଼ ଧରଣର ଆନ୍ତ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ଠକେଇର ପର୍ଦ୍ଦାଫାଶ କଲା ସ୍ପେଶାଲ ଟାସ୍କ ଫୋର୍ସ
ଓଡିଶା ଭାସ୍କର; ଏକ ବଡ଼ ଧରଣର ଆନ୍ତ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ଠକେଇର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହି ମାମଲାରେ ୩ ଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ ମଧ୍ୟ କରାଯାଇଛି । ଅଭିଯୁକ୍ତ ଶେଖ…
୮୮ ପ୍ରାର୍ଥୀଙ୍କ ଦ୍ୱିତୀୟ ଲିଷ୍ଟ ଜାରି କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠାରୁ ମିଳିଛି ଟିକେଟ୍ ?
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗୁରୁବାର ୮୮ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ଲିଷ୍ଟ ଜାରି କରିଛି । ଏଥିରେ ୮୫ ଜଣ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ତିନିଟି ଆସନରେ ପ୍ରାର୍ଥୀଙ୍କୁ ରିପ୍ଲେସ୍…
ଏହି ରାଶିର ଲୋକମାନଙ୍କ ପାଇଁ ୨୦୨୪ ବର୍ଷ ବହୁତ ଜବରଦସ୍ତ: ଜାନୁଆରୀରୁ ମା’ ଲକ୍ଷ୍ମୀଙ୍କ କୃପା ଯୋଗୁଁ ଧନ-ସମ୍ପତ୍ତି ସହ ଲାଗିଯିବ ଚାକିରି
୨୦୨୪ ମସିହାରେ ସୁଖ ଏବଂ ସୌଭାଗ୍ୟ ଦେଉଥିବା ଗୁରୁ ଗ୍ରହ ଗୋଚର କରିବେ । ସେହିପରି ନ୍ୟାୟର ଦେବତା ଶନି କୁମ୍ଭ ରାଶିରେ ଗତି କରିବେ । ଏହା ବ୍ୟତୀତ ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳ ଗ୍ରହ ଅନେକ ଶୁଭ-ଅଶୁଭ ଯୋଗ ସୃଷ୍ଟି…
ଆଜି ରାଜ୍ୟରେ ଗଡ଼ୁନି ଘରୋଇ ବସ୍ ; ରାଜ୍ୟବ୍ୟାପୀ ୧୪ ହଜାର ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର; ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆଜିଠାରୁ ଧର୍ମଘଟ ଆରମ୍ଭ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ ଚାଲିବ ବୋଲି ଗତକାଲି ପ୍ରେସମିଟରେ…
ସକାଳୁ ସକାଳୁ ପେଟ ସଫା ହେଉନି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର
ପେଟ ସମସ୍ୟା ଯୋଗୁଁ ଦଶଟି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ । ମୁହଁରେ ବ୍ରଣ ଓ ଦାଗ , ବାନ୍ତି ଇତ୍ୟାଦି ..ଅନେକ ରୋଗ । କିଛି ଲୋକ ଅଛନ୍ତି ଯେଉଁମାନେ ୱାଶରୁମ୍ ଦିନକୁ ଥରେ ନୁହେଁ ୩ ରୁ ୪ ଥର ଯାଇଥାନ୍ତି, ତଥାପି ପେଟ…
ମା କାତାୟନୀଙ୍କ ଆଶୀର୍ବାଦରେ ଅବିବାହିତ ଝିଅଙ୍କର ହୋଇଥାଏ ବିବାହ, ନବରାତ୍ରର ଷଷ୍ଠ ଦିନରେ ଏପରି କରନ୍ତୁ ପୂଜା
ମା ଦୁର୍ଗାଙ୍କ ନବରାତ୍ର ମହୋତ୍ସବ ସାରା ଦେଶରେ ବଡ଼ ଉତ୍ସାହର ସହ ପାଳନ କରାଯାଉଛି। ଯଦି ନବରାତ୍ର ସମୟରେ ରୀତିନୀତି ଅନୁଯାୟୀ ମା ଦେବୀଙ୍କୁ ପୂଜା କରାଯାଏ, ତେବେ ମାତା ଦୁର୍ଗାଙ୍କ ଆଶୀର୍ବାଦ ସମଗ୍ର ପରିବାରରକୁ…