Browsing Category
Featured
ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ସାଧୁଙ୍କୁ ଗଳାକାଟି ହତ୍ୟା, କାରଣ ଅସ୍ପଷ୍ଟ
ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ଆଜି ଘଟିଯାଇଛି ଏକ ବଡ ଅଘଟଣ । ଏଠିକାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ଜଣେ ସାଧୁଙ୍କର ଗଳା କାଟି ହତ୍ୟା କରାଯାଇଛି । ଗୁରୁବାର ସକାଳେ ଏପରି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ…
ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ, ଘନୀଭୂତ ହୋଇ ଅବପାତର ରୂପ ନେଇପାରେ
ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି କୁହାଯାଉଛି । ଏହି ଲଘୁଚାପ ଅଧିକ…
ଆପଣ ନକଲି ସାଗୁ ଖାଉ ନାହାନ୍ତି ତ? ଉପବାସ ସମୟରେ ଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ ଏହାର ଶୁଦ୍ଧତା
ନବରାତ୍ରର ପର୍ବ ଚାଲିଛି ଏବଂ ଏହି ସମୟରେ ଲୋକମାନେ ଉପବାସ କରି ସାଗୁ ପରି ଅନେକ ଜିନିଷ ପ୍ରସ୍ତୁତ କରି ଖାଉଛନ୍ତି। ବାସ୍ତବରେ, ଉପବାସ ସମୟରେ ଲୋକମାନେ ସାଗୁ କ୍ଷୀରି, ଖିଚିଡି ଏବଂ ଟିକ୍କି ପ୍ରସ୍ତୁତ କରି ଖାଆନ୍ତି।…
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଆବିଷ୍କାର: ୮ ପ୍ରକାର ରଙ୍ଗୀନ ଧାନରେ ରହିଛି ଅଧିକ ପୁଷ୍ଟି ଓ ରୋଗ ପ୍ରତିରୋଧକ ଶକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଗବେଷଣା କ୍ଷେତ୍ରରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ପୂର୍ବରୁ ପାରମ୍ପରିକ ଧାନ ଓ କ୍ଷୁଦ୍ରଶସ୍ୟ ପାଇଁ ସାରା ବିଶ୍ୱରେ…
ରିଲିଜ ହେବା ମାତ୍ରେ ପ୍ରେକ୍ଷାଳୟରେ ଧମାଲ କରୁଛି ଥାଲାପତି ବିଜୟଙ୍କ ‘ଲିଓ’, ଫ୍ୟାନ୍ସ କହିଲେ ଫିଲ୍ମ ହେବ ବ୍ଲକବଷ୍ଟର
ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର 'ଲିଓ' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଭାତ ଶୋ’ରେ ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ମାଇକ୍ରୋବ୍ଲଗିଂ ସାଇଟ୍ X ର…
WhatsApp ଷ୍ଟାଟସ ଉପରେ ଆସିଲା ନୂଆ ଫିଚର, ଏବେ ଇମୋଜିକୁ ଭୁଲି ଅବତାର ସହିତ କରନ୍ତୁ ପ୍ରତିକ୍ରିୟା
ନୂଆଦିଲ୍ଲୀ: ହ୍ୱାଟ୍ସଆପ ହେଉଛି ବିଶ୍ୱ ବ୍ୟାପୀ ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ଲିକେସନ୍। ଏହି ପ୍ଲାଟଫର୍ମକୁ ୨ ବିଲିୟନରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଉପଭୋକ୍ତାମାନଙ୍କ ସୁବିଧା ପାଇଁ କମ୍ପାନୀ ନୂତନ ବୈଶିଷ୍ଟ୍ୟ…
ଆଜି ଇସ୍ରାଏଲ ଯିବେ ରୁଷି ସୁନକ, ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଗୁରୁବାର ଦିନ ତେଲରେ ପହଞ୍ଚିବେ। ଏଠାରେ ସେ ତାଙ୍କ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ…
କତାର ମାଷ୍ଟର୍ସ ୨୦୨୩ରେ ନୂଆ ରେକର୍ଡ: ବିଶ୍ୱର ଏକ ନମ୍ବର ଖେଳାଳି କାର୍ଲସେନଙ୍କୁ ହରାଇଲେ ଭାରତୀୟ ଗ୍ରାଣ୍ଡମାଷ୍ଟର
ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର କାର୍ତ୍ତିକେୟନ ମୁରଲୀ ବିଶ୍ୱର ଏକ ନମ୍ବର ଖେଳାଳି ନରୱେର ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । କତାର ମାଷ୍ଟର୍ସ ୨୦୨୩ର ସପ୍ତମ…
ICMRକୁ ମିଳିଲା ବଡ଼ ସଫଳତା: ଏଣିକି ପୁରୁଷମାନେ ମଧ୍ୟ ଗର୍ଭନିରୋଧକ ନେଇ ପାରିବେ, କୌଣସି ଖରାପ ପ୍ରଭାବ ପଡ଼ିବନି
ନୂଆଦିଲ୍ଲୀ: ସାଧାରଣ ଭାବେ ମହିଳାଙ୍କ ପାଇଁ ବଜାରରେ ଗର୍ଭନିରୋଧକ ମେଡିସିନ ଉପଲବ୍ଧ ରହିଥାଏ । ମାତ୍ର ପୁରୁଷଙ୍କ ପାଇଁ ଏପରି କୌଣସି ସୁବିଧା ଉପଲବ୍ଧ ନଥାଏ । ତେଣୁ ପରିବାର ନିୟୋଜନ ପାଇଁ ପୁରୁଷମାନେ ନିରୋଧ ବା କଣ୍ଡୋମ…
ଦେଶର ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ପାଇଲେ ୧୭ ନୂତନ ବିଚାରପତି, ୧୬ ଜଣ ହେଲେ ସ୍ଥାନାନ୍ତର, ସରକାର ଜାରି କଲେ ବିଜ୍ଞପ୍ତି
ନୂଆଦିଲ୍ଲୀ: କଲେଜିୟମର ସୁପାରିଶକୁ ଅନୁମୋଦନ କରି କେନ୍ଦ୍ର ସରକାର ଦେଶର ୧୬ ଜଣ ହାଇକୋର୍ଟର ବିଚାରପତିଙ୍କୁ ସ୍ଥାନାନ୍ତର କରିଥିବାବେଳେ ୧୭ ଜଣ ନୂତନ ବିଚାରପତି ନିଯୁକ୍ତ ପାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ…