Browsing Category

Featured

ଇସ୍ରାଏଲ ଏବଂ ହାମାସ ସଂଘର୍ଷ ମଧ୍ୟରେ ତୀବ୍ର ହେବାରେ ଲାଗିଛି ଭାରତର ଅପରେସନ୍ ‘ଅଜୟ’ , ଫେରିଲେ ଆଉ ୨୩୫ ଭାରତୀୟ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ସଂଘର୍ଷ ମଧ୍ୟରେ ୨୧୨ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଆଣିବା ପରେ ଆଉ ୨୩୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି । ଅପରେସନ୍ ‘ଅଜୟ’ ମାଧ୍ୟମରେ ୨ୟ ବ୍ୟାଚରେ ୨୩୫ ଭାରତୀୟ ଦିଲ୍ଲୀ…

ଆଜି ମହାଳୟା ଅମାବାସ୍ୟା: କରନ୍ତୁ ନାହିଁ ଏହି ଭୁଲ, ନଚେତ ରାଗିଯିବେ ପିତୃପୁରୁଷ

ଭାରତୀୟ ସଂସ୍କୃତିରେ ମହାଳୟା ଶ୍ରାଦ୍ଧର ରହିଛି ସ୍ୱତନ୍ତ୍ରତା । ଏହି ପିତୃପକ୍ଷ ଅମାବାସ୍ୟା ୧୪ ଅକ୍ଟୋବର ଦିନ ପଡୁଛି । ଭାଦ୍ରବ ଶୁକ୍ଳପକ୍ଷ ପୂର୍ଣ୍ଣିମା ଠାରୁ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ…

ଯଦି ବର୍ଷା ପାଇଁ କାଲି ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହୁଏ, ତେବେ କାହାକୁ କେତେ ପଏଣ୍ଟ ମିଳିବ?

ଓଡିଶା ଭାସ୍କର; ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୪ ମ୍ୟାଚକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । କାରଣ ଆସନ୍ତାକାଲି ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର…

ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ‘Night Shift’: ଜାଣନ୍ତୁ କିପରି ରହିବେ ସୁସ୍ଥ ?

ଓଡ଼ିଶା ଭାସ୍କର: ନାଇଟ୍ ସିଫ୍ଟ ଚାକିରି ଅନେକଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ହସ୍ପିଟାଲ, ଥାନା, ଅଗ୍ନିଶମ ବାହିନୀ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ଅନେକ ସ୍ଥାନରେ ନାଇଟ୍ ସିଫ୍ଟରେ କାମ କରିବାକୁ ପଡ଼ୁଛି । ତେବେ ନାଇଟ୍…

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଶୁଭମନ ଗିଲ୍ ୯୯ ପ୍ରତିଶତ ଫିଟ୍: ରୋହିତ ଶର୍ମା

ଓଡ଼ିଶା ଭାସ୍କର: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଏକ ପ୍ରେସ୍ ମିଟରେ ଶୁବମନ ଗିଲଙ୍କ ବିଷୟରେ ବଡ଼ ତଥ୍ୟ ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଗିଲ୍ ମ୍ୟାଚ୍ ପାଇଁ ୯୯ ପ୍ରତିଶତ ଫିଟ୍ ଥିବା କଥା କହିଛନ୍ତି ରୋହିତ୍…

ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି

ଓଡିଶା ଭାସ୍କର; ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି । ନୂଆ ବାପା-ମାଆଙ୍କୁ ପାଇ ସ୍ପେନ୍ ଯାଇଛନ୍ତି ୮ ବର୍ଷ ଓ ୬ ବର୍ଷର ଦୁଇ ଅନାଥ ଭଉଣୀ । ଗଜପତି…

BIG BREAKING; ଓଏଏସ୍‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : OAS ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର…

ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି; ମହାଳୟା ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ । ଚଳିତ ବର୍ଷ ଦୁଇଟି…

କାର୍‌ରେ ଛେଳି ଚୋରି ଘଟଣା: ଥାନାର ଦ୍ୱାରସ୍ଥ ହେଲେ ମାଲିକ, ମାମଲା ରୁଜୁକରି ଚୁପ ବସିଛି ପୋଲିସ୍

କଟକ: (ଓଡ଼ିଶା ଭାସ୍କର) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଙ୍କିଲ ଗାଁ'ରୁ ଛେଳି ଚୋରି ହେବା ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛେଳି ମାଲିକ । ତାଙ୍କ ରିପୋର୍ଟ ମୁତାବକ କଳା ରଙ୍ଗର ଏକ କାର ଭିତରେ ୧୦ ଟି…

BIG BREAKING; ଯାଜପୁର ରୋଡ଼ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ

ଓଡିଶା ଭାସ୍କର; ଯାଜପୁର ରୋଡ଼ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିବା ଖବର ଏବେ ସାମ୍ନାକୁ ଆସି ପହଞ୍ଚିଛି । ଏହି ମାର୍କେଟରେ ଥିବା ଏକ ଗୋଦାମ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏଭଳି…