Browsing Category

Featured

ଏହି କାରଣରୁ ପାରାସିଟାମଲ ଉପରେ ଲାଗିଲା ବ୍ୟାନ…..ବର୍ତ୍ତମାନ କେବଳ ଜରୁରୀ ଅନୁଯାୟୀ କିଣି ପାରିବେ! 

ନୂଆଦିଲ୍ଲୀ : ବର୍ତ୍ତମାନ ଆତ୍ମହତ୍ୟାର ମାମଲା ବଢିବାରେ ଲାଗିଛି । ଏହାକୁ ôହାସ କରିବା ପାଇଁ ବ୍ରିଟେନ ସରକାର ଏକ ନିଷ୍ପତି ନେଇଛନ୍ତି । ନିକଟରେ ଆତ୍ମହତ୍ୟାର ଘଟଣାକୁ କମ କରିବା ପାଇଁ ଏକ ନିଷ୍ପତି ନିଆଯାଇଛି ।…

ପିତୃପକ୍ଷରେ ଏହିସବୁ କାମ କରିବା ଅତ୍ୟନ୍ତ ଅଶୁଭ, ପୂର୍ବରୁ କରିଦିଅନ୍ତୁ ଏହିସବୁ କାମ ଅନ୍ୟଥା ୧୬ ଦିନ ପର୍ଯ୍ୟନ୍ତ ହାତବାନ୍ଧି ବସିବାକୁ ପଡିବ

ଏଥର ୨୯ ସେପ୍ଟେମ୍ବରରୁ ପିତୃପକ୍ଷ ଆରମ୍ଭ ହୋଇଯାଉଛି ଓ ଏହା ୧୪ ଅକ୍ଟୋବରରେ ସମାପନ ହେବ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ପିତୃପକ୍ଷର ଆରମ୍ଭ ଭାଦ୍ରପଦ ମାସ ପୂର୍ଣ୍ଣିମା ତିଥିରୁ ହୋଇଥାଏ । ଏହି ପକ୍ଷରେ ପିତୃପୁରୁଷଙ୍କ…

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ଟିଏମସି ସାଂସଦ ନୁସରତ ଜାହାନ, ଠକେଇ ମାମଲାରେ ହେବ ପଚରାଉଚରା

ନୂଆଦିଲ୍ଲୀ: ଫ୍ଲାଟ ବିକ୍ରିରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ମଙ୍ଗଳବାର ସକାଳେ ସଲ୍ଟ ହ୍ରଦର ସିଜିଓ କମ୍ପ୍ଲେକ୍ସରେ ଇଡି ଅଧିକାରୀ ନୁସରତ…

ଆମେରିକାର ଚେତାବନୀ ସତ୍ତ୍ୱେ ଘରୋଇ ଟ୍ରେନରେ ରୁଷିଆରେ ଯାଇ ପହଞ୍ଚିଲେ କିମ୍ ଜଙ୍ଗ ଉନ୍ , କ’ଣ ରହିଛି ଡିଲ୍‌

ମସ୍କୋ: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ଏବେ ରୁଷିଆରେ ପହଞ୍ଚିଛନ୍ତି । ଜାପାନ ମିଡିଆ ରିପୋର୍ଟ ଅନୁଯାୟୀ ଏକ ଘରୋଇ ଟ୍ରେନରେ କିମ୍ ରୁଷିଆରେ ପହଞ୍ଚି ଯାଇଛନ୍ତି । କିମ୍‌ଙ୍କ ସହିତ ଅସ୍ତ୍ରଶସ୍ତ୍ର ନିର୍ମାଣ…

ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କରେ ଲାଗିଲା ନିଆଁ : ଅଗ୍ନିଶମ ବାହିନୀ ଦଳ ଆସି ଲିଭାଉଛନ୍ତି ନିଆଁ

ନୂଆଦିଲ୍ଲୀ : ହଠାତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ ଯୋଗୁଁ ଆଖପାଖ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ମାର୍କେଟରେ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ବନ୍ଦ ହେବା ପରେ ଅଗ୍ନିକାଣ୍ଡ ଘଟିଥିଲା । ଏହି…

ବଡ ଧରଣର ଭୂ-ସ୍ଖଳନ: ଟ୍ରକ ଉପରେ ପଡିଲା ବଡ଼ ବଡ଼ ପଥର, ୪ ମୃତ

ନୂଆଦିଲ୍ଲୀ: ଜାମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗରେ ଭୂସ୍ଖଳନ ଘଟିଛି । ଏକ ଟ୍ରକ ଉପରେ ବିରାଟ ବଡ଼ ବଡ଼ ପଥର ମାନ ଖସି ଏଥିରେ ଯାତ୍ରା କରୁଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ପୋଲିସ ସୂଚନା ଦେଇ କହିଛି ଯେ, ସକାଳ…

ନିପାହ ଭାଇରସରେ ୨ ଜଣଙ୍କର ମୃତ୍ୟୁ, ଜାରି ହେଲା ଆଲର୍ଟ, ଜାଣନ୍ତୁ ଏହା କେତେ ଭୟଙ୍କର

ନୂଆଦିଲ୍ଲୀ: ଦୁଇ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ପରେ ସୋମବାର ଦିନ କୋଜିକୋଡେ ଜିଲ୍ଲାର ନିପାହ ଭାଇରସ ସହ କେରଳ ସ୍ୱାସ୍ଥ୍ୟ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ସ୍ୱାସ୍ଥ୍ୟ ବିଭାଗ ସୋମବାର ରାତିରେ ଏକ ବିବୃତ୍ତିରେ…

ଠିକ୍ ହୋଇପାରୁନି ବିମାନ! ଭାରତରେ ଫସିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ସେପଟେ ଦେଶରେ ବିରୋଧୀ ବଢ଼ାଇଲେଣି ସମସ୍ୟା

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଗସ୍ତରେ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଜି -୨୦ ସଫଳତାର ସହିତ ଶେଷ ହେବା ପରେ ସମସ୍ତ ଦେଶର ନେତାମାନେ ସେମାନଙ୍କ ଦେଶକୁ ଫେରି ସାରିଲେଣି।…

(Video) ପ୍ରିୟଙ୍କା ଗାନ୍ଧୀ କହିଲେ ତାଙ୍କ ‘ଜି-୨୦’, ଏହି ବିବୃତ୍ତିକୁ ନେଇ ବର୍ଷିଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀରେ ୯ ଏବଂ ୧୦ ସେପ୍ଟେମ୍ବରରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନର ଏକ ରାଲୀରେ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ବର୍ଷା ପରେ ଭାରତ…

ସେମିକଣ୍ଡକ୍ଟର ଶିଳ୍ପ ଦେବ ୧୨ ଲକ୍ଷ ନିଯୁକ୍ତି, ଡିଜାଇନ ସେଣ୍ଟର ସ୍ଥାପନ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ସେମିକଣ୍ଡକ ଶିଳ୍ପରେ ଭାରତ ବିଶ୍ୱର ଏକ ପ୍ରମୁଖ ସ୍ଥଳ ହେବାକୁ ଯାଉଛି। ଏବେ ଏହି ଶିଳ୍ପ ତାହାର ଉଦ୍ୟମ ଜାରି ରଖିଛି । ଏହି କ୍ଷେତ୍ରର ବିକାଶ ହେଲେ ଦେଶର ଅନେକ ଲୋକ ନିଯୁକ୍ତି ପାଇବେ ବୋଲି…