
Browsing Category
Featured
ରାଜଧାନୀରେ ଦୁର୍ଗାପୂଜା ଲାଗି ଜାରି ହେଲା ମାର୍ଗଦର୍ଶିକା: ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ବର: ଆସୁଛି ଦୁର୍ଗାପୂଜା, ମୂର୍ତ୍ତି କାରିଗରଙ୍କ ଠାରୁ ଆରମ୍ଭ କରି ବାହାର ତୋରଣ ସଜାଉଥିବା କରିଗର କାହାରିକୁ ତର ନାହିଁ । ଏପଟେ ସମସ୍ତ ପୂଜା ଆୟୋଜକ କମିଟି ବି ପ୍ରସ୍ତୁତ । ଏବର୍ଷ ରାଜଧାନୀ ଭୁବନେଶ୍ୱରରେ…
୨୬ ବର୍ଷୀୟ ଯୁବକଙ୍କୁ ଦେଖି ବୃଦ୍ଧାଙ୍କ ବଢିଲା ଲୋଭ: ବିବାହ ପରେ ସନ୍ତାନ ପାଇଁ ଜିଦି
ଓଡ଼ିଶା ଭାସ୍କର: ଗଣମାଧ୍ୟମରେ ବେଳେ ବେଳେ ଏମିତି ଖବର ଆସେ, ଯାହା ଅନେକ ସମୟରେ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ସେମିତି ଏକ ଖବର ଆସିଛି ଆମେରିକାର ଜାଁର୍ଜିୟାରୁ, ଏଠାରେ ଜଣେ ୨୬ ବର୍ଷୀୟ ଯୁବକ ୬୩ ବର୍ଷୀୟା ବୃଦ୍ଧାଙ୍କୁ…
ଇଂଲଣ୍ଡ ଉପରେ ଭାରୀ ପଡ଼ିଲା କନୱେ-ରବିନ୍ଦ୍ର ଯୋଡ଼ି: ୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ: ୪ ବର୍ଷରୁ ମଉକା ଅପେକ୍ଷାରେ ରହିଥିଲା ନ୍ୟୁଜିଲାଣ୍ଡ । ୨୦୧୯ ବିଶ୍ୱକପ ଫାଇନାଲରେ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଖୋଜୁଥିଲା ସୁଯୋଗ । ଆଉ ଆଜି ସୁଯୋଗ ମିଳିବା ମାତ୍ରେ ଏହାକୁ ହାତଛଡ଼ା କରି…
(Big News) ୟୁକ୍ରେନ ଉପରେ ରୁଷିଆର ଡ୍ରୋନ ୱାର : ୬ ବର୍ଷର ଶିଶୁ ସମେତ ୪୯ ମୃତ
ଓଡିଶା ଭାସ୍କର: ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ। ଗୁରୁବାର ୟୁକ୍ରେନର ଅନେକ ଅଞ୍ଚଳ ଉପରେ ରୁଷ ଡ୍ରୋନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ ୬ ବର୍ଷର ଶିଶୁ…
ODI WC-2023 ରେ ପ୍ରଥମ ଶତକ ଅର୍ଜନ କଲେ ଧୋନୀଙ୍କ ସାଥୀ: ଡିଭନ କନୱେ ରଚିଲେ ରେକର୍ଡ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ଡିଭନ୍ କନୱେ । ଇଂଲଣ୍ଡର ୨୮୩ ରନ ଲକ୍ଷ୍ୟକୁ ପିଛା କରି କନୱେ ଏହି ଶତକ ହାସଲ କରିଛନ୍ତି । ଏହାସହିତ ଦଳକୁ…
‘ମହାଦାନବ’ ତାରାରେ ଭରିଯାଇଛି ଆକାଶଗଙ୍ଗା: ହବଲ ଟେଲିସ୍କୋପରୁ ଫଟୋ ସେୟାର କଲା ନାସା
ନୂଆଦିଲ୍ଲୀ: ନାସା ହବଲ ଟେଲିସ୍କୋପରେ ନିଆଯାଇଥିବା ଆକାଶଗଙ୍ଗାର ଏକ ନୂଆ ଫଟୋ ସେୟାର କରିଛି । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆକାଶଗଙ୍ଗା ଏଥିରେ ଏକ ସ୍ପାଇରାଲ ବାହୁ ଭଳି ନଜର ଆସିଛି । ଏହାସହିତ ମହାଦାନବ…
ୟୁକ୍ରେନ ଉପରେ ପୁଣି ରୁଷର ଡ୍ରୋନ୍ ଆକ୍ରମଣ, ଜାଣନ୍ତୁ ଏବେ ୟୁକ୍ରେନ ଅବସ୍ଥା କିପରି ଅଛି…
ଓଡିଶା ଭାସ୍କର: ଶାନ୍ତିର ଆଲୋଚନାକୁ ଏଡାଇ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ରୁଷ । ଯଦି ଏହାର ତୁରନ୍ତ ସମାଧାନ ନ ବାହାରିବ ତାହାହେଲେ ଉଭୟ ଦେଶ ମଧ୍ୟରେ ଆହୁରି ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିପାରେ ।…
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା; ଡିଏନଏ ରିପୋର୍ଟରୁ ଜଣା ପଡ଼ିଲା ପ୍ରକୃତ ସତ
ଭୁବନେଶ୍ଵର: ଶିଶୁ ଅଦଳବଦଳ ଘଟଣାରେ ଆସିଲା ଡିଏନଏ ରିପୋର୍ଟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ଏକ ଚର୍ଚ୍ଚା ଲାଗିରହିଥିଲା । ଗତ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁ…
ବିନା ଭିସାରେ ବୁଲନ୍ତୁ ବିଦେଶ: କେବଳ ପାସପୋର୍ଟର ରହିଛି ଆବଶ୍ୟକତା
ଓଡିଶା ଭାସ୍କର: ବିନା ଭିସାରେ ବୁଲନ୍ତୁ ବିଦଶେ, କେବଳ ପାସପୋର୍ଟର ଅଛି ଆବଶ୍ୟକତା । ଏପରି ୫୦ରୁ ଅଧିକ ଦେଶ ରହିଛି ଯେଉଁଠି ଭିସାର ଆବଶ୍ୟକ ପଡିନଥାଏ । କେବଳ ଭାରତୀୟ ପାସପୋର୍ଟ ଥିଲେ ଯାଇ ପାରିବେ ଅନେକ ଦେଶ । ଏହି…
୧୨ ବର୍ଷ ପରେ ଏଥର World Cup ଜିତିବ ଭାରତ! ନୂଆ ଜର୍ସି ଦେଉଛି ପୂର୍ବ ସଂକେତ
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇ ଯାଇଛି ଦିନିକିଆ ବିଶ୍ୱକପ ୨୦୨୩ର ମହାସମର । ପ୍ରତ୍ୟେକ ଦଳ ବିଶ୍ୱକପ ହାତେଇବା ପାଇଁ ଚଳାଇଛନ୍ତି କଠିନ ପରିଶ୍ରମ । ତେବେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ଚଳିତବର୍ଷ…