fbpx
Browsing Category

Featured

Video: ବିଶାଳ ଜନତାଙ୍କ ମଧ୍ୟରେ କ୍ରୋଧ ହରାଇଲେ ଶକିବ ଅଲ ହାସନ, ପ୍ରଶଂସକଙ୍କ କ୍ୟାପ କାଢି ତାଙ୍କୁ ପିଟିଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବାଂଲାଦେଶର ଅଲରାଉଣ୍ଡର ଶକିବ ଅଲ ହାସନ ଏବଂ ତାଙ୍କ ସହିତ ବିବାଦ ସାଧାରଣ କଥା। ପ୍ରତିଦିନ ସେ କିଛି ବା ଅନ୍ୟ ବିବାଦରେ ଛନ୍ଦି ହେଉଛନ୍ତି । ପଡ଼ିଆରେ ମଧ୍ୟ ଶକିବ ଅନେକ ଥର ନିଜର କ୍ରୋଧ ହରାଇଛନ୍ତିି ।…

କେନ୍ଦ୍ରର ବଡ଼ ନିଷ୍ପତ୍ତି: ଅଗ୍ନିବୀରଙ୍କୁ BSFରେ ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଗ୍ନିବୀର ଯୋଜନାକୁ ନେଇ ଏକ ବଡ଼ ଘୋଷଣା ହୋଇଛି । ଅଗ୍ନିପଥ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ୍) ରେ ସର୍ବାଧିକ ବୟସ ସୀମା…

କାହିଁକି ଟ୍ରାନ୍ସଜେଣ୍ଡର, ଗେ’ ଦେଇପାରିବେନି ରକ୍ତ ? ସୁପ୍ରିମକୋର୍ଟଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷ ଏବଂ ମହିଳା ଯୌନ କର୍ମୀଙ୍କୁ ରକ୍ତଦାନଠାରୁ ଦୂରେଇ ରଖିବା ପାଇଁ କେନ୍ଦ୍ର ନିଜର ବ୍ଲଡ ଡୋନର ନିର୍ଦ୍ଦେଶାବଳୀ ସ୍ପଷ୍ଟ କରିଛି ।…

‘The Kapil Sharma Show’କୁ କେବେ ଆସିବେ ମୋଦୀ? କମେଡ଼ି କିଙ୍ଗଙ୍କୁ କଥା ଦେଇଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ଦି କପିଲ ଶର୍ମା ଶୋ’ ବିଷୟରେ କିଏ ବା ନ ଜାଣିଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଇବା, ପିନ୍ଧିବା ଭୁଲିଯିବେ ପଛକେ ଏହି ଶୋ’ର ଗୋଟିଏ ଏପିସୋଡ୍ କଦାପି ମିସ୍ କରନ୍ତି…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ରହିଛି। ଏଥିଯୋଗୁଁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ୧୬ଜିଲ୍ଲାର ଏକାଧିକ ସ୍ଥାନରେ ଘଡ଼ଘଡି ସହ ସ୍ୱଳ୍ପରୁ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ…

ହାର୍ଟ ଆଟାକ ଜନିତ ଲକ୍ଷଣ ଦେଖାଦେଉଛି କି ? ଏହି ଟାବଲେଟ ଖାଇବା ଦ୍ଵାରା ବଞ୍ଚିଯିବ ଆପଣଙ୍କ ଜୀବନ

ଆଜିକାଲି ହାର୍ଟ ଆଟାକ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି। ଏଥିରେ ବଡ ସେଲିବ୍ରିଟିଙ୍କ ଠାରୁ ସାଧାରଣ ଜନତା ଅନ୍ତର୍ଭୁକ୍ତ। ହୃଦଘାତର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସମୟ ସମୟରେ ସତର୍କ ରହିବା ଅତ୍ୟନ୍ତ…

Team Indiaର ଶତକବୀର ଗିଲ୍: ତୃତୀୟ ଦିନରେ ଲଢୁଛନ୍ତି ଦଳର ଷ୍ଟାର ଓପନର

ଅହମ୍ମଦାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ୍ । ମର୍ଫିଙ୍କ ବଲକୁ ଚୌକା ମାରି ନିଜର ଦବିତୀୟ ଟେଷ୍ଟ ଶତକ ହାସଲ କରିଛନ୍ତି ଶୁଭମନ ।…

BSFରେ ଅଗ୍ନିବୀର ଯବାନଙ୍କୁ ସ୍ୱତନ୍ତ୍ର ସ୍ଥାନ: ଚାକିରିରେ ୧୦ ପ୍ରତିଶତ ରହିବ ସଂରକ୍ଷିତ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେବା ପାଇଁ ଆସିଛି ଏକ ବଡ ଏବଂ ସୁବର୍ଣ୍ଣ ସୁଯୋଗ । ଅଗ୍ନିପଥ ଯୋଜନା ଅଧୀନରେ ଇଣ୍ଡିଆନ ଆର୍ମିରେ ନିଯୁକ୍ତି ପାଇ ପାରିବେ ଇଚ୍ଛୁକ ପ୍ରାର୍ଥୀ । ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ…

୨୨ବର୍ଷର ଯାତ୍ରା ଅନ୍ତ; ଇନଫୋସିସ୍ ଛାଡି ଏବେ ଟେକ୍ ମହିନ୍ଦ୍ରାରେ ଯୋଗଦେବେ ମୋହିତ ଯୋଶୀ

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ଇନଫୋସିସ୍ ପ୍ରେସିଡେଣ୍ଟ ପଦରୁ ଇସ୍ତଫା ଦେଲେ ମୋହିତ ଯୋଶୀ। ଦୀର୍ଘ ୨୨ ବର୍ଷ ହେବ ସେ ଇନଫୋସିସ୍ ସହିତ ଜଡିତ ଥିଲେ। ୨୦୦୦ ରେ ସେ ଇନଫୋସିସରେ ଯୋଗ ଦେଇଥିଲେ । ସେ କମ୍ପାନୀର ଆର୍ଥିକ ସେବା,…

Instagram ଯୋଗୁଁ ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା: ଧୋକା ଦେଉଥିବା ସନ୍ଦେହରେ ଏମିତି କାଣ୍ଡ ଘଟାଇଲା ପ୍ରେମିକ

ନୂଆଦିଲ୍ଲୀ: ଝାଡଖଣ୍ଡର ଗୋଡ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୧୭ ବର୍ଷର ଜଣେ ନାବାଳକ ପ୍ରେମିକାଙ୍କୁ ହତ୍ୟା କରିଥିବା ମାମଲା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ହତ୍ୟାକାଣ୍ଡର…