Browsing Category
Featured
ରାଜ୍ୟ ପାଖରେ ନାହିଁ ଜନଗଣନା କରିବାର ଅଧିକାର, ସୁପ୍ରିମକୋର୍ଟରେ କହିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ବିହାରରେ ଜାତିଗତ ଜନଗଣନା ମାମଲାରେ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କେନ୍ଦ୍ର ସରକାର କହିଛନ୍ତି ଯେ, ଜନଗଣନା କିମ୍ବା ଜନଗଣନା ଭଳି କୌଣସି କାର୍ଯ୍ୟ କରିବାର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କଥା ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, କହିଲେ-ଜି୨୦ ସମ୍ମିଳନୀରେ ଭାଗ ନେବେ ବିଦେଶ…
ନୂଆଦିଲ୍ଲୀ: ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କଥା ହୋଇଛନ୍ତି। ଏହି ସମୟରେ ସେ ଆଉ କିଛି ଦିନ ପରେ ଭାରତରେ ହେବାକୁ ଥିବା ଜି -୨୦ ସମ୍ମିଳନୀ ଉପରେ ଆଲୋଚନା କରିଥିଲେ।…
ଲୋକସଭା ନିର୍ବାଚନ ଉପରେ କେନ୍ଦ୍ର ସରକାରଙ୍କ ନଜର, ଜୁନ୍ ୨୦୨୪ ପର୍ଯ୍ୟନ୍ତ ୮୦ କୋଟି ଲୋକଙ୍କୁ ମିଳିପାରେ ମାଗଣା ଚାଉଳ
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ୨୦୨୪ରେ ଲୋକସଭା ନିର୍ବାଚନ ହେବ । ଏଭଳି ସମୟରେ କେନ୍ଦ୍ରର ମୋଦୀ ସରକାର ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଚାଉଳ ମିଳୁଥିବା…
(Video) ଅଳ୍ପକେ ଏକ ଗାତରେ ପଡ଼ିବାରୁ ବର୍ତ୍ତିଲା ରୋଭର ପ୍ରଜ୍ଞାନ…
ଓଡିଶା ଭାସ୍କର; ଅଳ୍ପକେ ଏକ ଗାତରେ ପଡ଼ିବାରୁ ବର୍ତ୍ତିଲା ରୋଭର ପ୍ରଜ୍ଞାନ । ଚନ୍ଦ୍ର ପୃଷ୍ଠରେ ଗଡ଼ିବା ବେଳେ ରୋଭର ପ୍ରଜ୍ଞାନ ଏହି ଗାତର ସନ୍ଧାନ କରିଛି । ଯେଉଁ ବାଟ ଦେଇ ରୋଭର ଯାଉଥିଲା ସେହିଠାରୁ ୩ ମିଟର ଆଗରେ ଏକ…
ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉଦାହରଣରେ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି
ଓଡିଶା ଭାସ୍କର; ରାଜ୍ୟରେ ଗଣତନ୍ତ୍ର ଶାସନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଥିବାବେଳେ ତାଙ୍କୁ ପ୍ରତିଜବାବ ଦେଇଛି ବିଜେଡି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚିଲିକା ବିଧାୟକ ପ୍ରଶାନ୍ତ…
ବୈଷୟିକ ତୃଟି କାରଣରୁ ବନ୍ଦ ହେଲା ବ୍ରିଟେନ୍ ଏୟାର ସ୍ପେସ୍, ପ୍ରଭାବିତ ହେଲା ଶହଶହ ବିମାନ ଉଡାଣ
ନୂଆଦିଲ୍ଲୀ: ସୋମବାର ବ୍ରିଟେନ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମରେ ତୃଟି ପରିଲକ୍ଷିତ ହେବା ପରେ ଏହାର ଏୟାର ସ୍ପେସ୍କୁ ବନ୍ଦ କରି ଦିଆଯାଇଛି । ଫଳରେ ନେଟୱାର୍କ ବ୍ୟବସ୍ଥାରେ ତୃଟି କାରଣରୁ ବିମାନ ଯିବା…
ରାତ୍ରି ଭୋଜନ ୭ଟାରେ କଲେ ମିଳେ କି ଲାଭ….ଜାଣିନିଅନ୍ତୁ ଏହାର ଫାଇଦା
ଓଡିଶା ଭାସ୍କର : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭୋଜନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାସହ ସଠିକ ସମୟରେ ଖାଦ୍ୟ ଖାଇବା ମଧ୍ୟ ନିତାନ୍ତ ଜରୁରୀ। ବିଳମ୍ବିତ ରାତିରେ ଭୋଜନ କରିବା ଦ୍ୱାରା ଓଜନ ବୃଦ୍ଧି ସହ ଅନେକ ରୋଗ ହୋଇଥାଏ…
ଅଣଦେଖା କରନ୍ତୁନି ଏହି ଆଖିରୋଗ, ଲକ୍ଷଣ ଜାଣି ତୁରନ୍ତ କରନ୍ତୁ ଚିକିତ୍ସା, ଅନ୍ୟଥା ସବୁଦିନ ପାଇଁ ଚାଲିଯିବ ଦୃଷ୍ଟିଶକ୍ତି
ଗ୍ଲୁକୋମା ନାମକ ଆଖି ସହ ଜଡିତ ରୋଗ ବୟସ ପୂର୍ବରୁ ଆପଣଙ୍କ ଦୃଷ୍ଟିଶକ୍ତିକୁ ଦୂର୍ବଳ କରିଦେଇପାରେ । ଯଦି ଆପଣ ସମୟ ପୂର୍ବରୁ ଏହି ରୋଗର ଚିକିତ୍ସା ନ କରାଇବେ ତେବେ ସବୁଦିନ ପାଇଁ ଆପଣ ଦୃଷ୍ଟିଶକ୍ତି ହରାଇ ଦେଇପାରନ୍ତି ।…
‘ରାଜଧର୍ମ ପାଳନ କରନ୍ତୁ ସରକାର’, ଫଟୋ ଦେଖାଇ କହିଲେ ଅପରାଜିତା ଷଡ଼ଙ୍ଗି-”ମିଶନ ଶକ୍ତି ମହିଳାଙ୍କୁ ଲଗାଇ ସରକାର ମୋ ଉପରେ…
ଭୁବନେଶ୍ୱର: ଭୁବନେଶ୍ୱର ସଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗି ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ରାଜଧର୍ମ ପାଳନ କରି ତାଙ୍କୁ ସୁରକ୍ଷା ଦେଉ ନାହାନ୍ତି । ଅପରାଜିତ ଗତ କିଛିଦିନ…
ଏଲନ ମସ୍କଙ୍କୁ ମୁଁ ନିଜର ପରାମର୍ଶଦାତା କରିବାକୁ ଚାହେଁ; ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ
ୱାସିଂଟନ; ଆସନ୍ତା ବର୍ଷରେ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ମୂଳ ବାସିନ୍ଦା ବିବେକ ରାମାସ୍ୱାମୀ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଖୁବ ଚର୍ଚ୍ଚା…