Browsing Category

Featured

HCL ରେ ଖାଲି ପଡିଛି ୭୭ଟି ପଦବୀ , ଇଚ୍ଛୁକ ପ୍ରାର୍ଥୀ ଅଗଷ୍ଟ ୦୫ ପୂର୍ବରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ହିନ୍ଦୁସ୍ତାନ କପର ଲିମିଟେଡ(HCL)ରେ ଖାଲିପଡିଛି ୭୭ଟି ଟ୍ରେଡ ଆପରେଣ୍ଟିସ ପଦବୀ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆବେଦନର ଶେଷ ତାରିଖ ଅଗଷ୍ଟ ୫, ୨୦୨୩ ପର୍ଯ୍ୟନ୍ତ ରହିଛି ।…

ସ୍ୱାମୀଙ୍କୁ ହାତ ମୁଠାରେ ରଖନ୍ତି ଏହି ରାଶିର ମହିଳା : ଶାଶୁଘରେ ଚାଲିଥାଏ ତାଙ୍କର ଦବଦବା

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ ଡୋମିନେଟିଂ(ପ୍ରାଧାନ୍ୟ) ବିସ୍ତାର କରିବାରେ ମାହିର ହୋଇଥାନ୍ତି। ଏମାନେ…

୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ନୂଆଦିଲ୍ଲୀ: ୬ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ବିମାନ ନିଖୋଜ ହୋଇଯାଇଛି । ମୋଟ ୬ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ବିଦେଶୀ ନାଗରିକ ଥିଲେ । ସକାଳ ୧୦ଟା ୧୨ ମିନିଟ ସମୟରେ ମାନଗ ଏୟାର ହେଲିକପ୍ଟରର କୌଣସି ପତ୍ତା…

ହୃଦ ରୋଗ ଏବଂ ଉଚ୍ଚ ରକ୍ତଚାପରୁ ବଞ୍ଚାଇବ ଅଖରୋଟ : ଜାଣିନିଅନ୍ତୁ ଏହାର ୫ଟି ଫାଇଦା

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ , ଅଖରୋଟ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହାକୁ ଖାଇବା ଦ୍ୱାରା କେବଳ ହାର୍ଟ ଫିଟ୍ ରହି ନଥାଏ, ବରଂ ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ…

ଅଧା ଦାମରେ ମିଳୁଛି ଟମାଟୋ: ଦେବାକୁ ପଡ଼ୁଛି ଠିକଣା ଓ ମୋବାଇଲ ନମ୍ବର, ଜଣେ ବ୍ୟକ୍ତି ଦିନକୁ କେବଳ କିଲେ ଟମାଟୋ କିଣିପାରିବେ

ନୂଆଦିଲ୍ଲୀ: ଟମାଟୋ ଦରକୁ ନେଇ ଏବେ ସାଧାରଣ ଜନତା ବେଶ୍ ଚିନ୍ତିତ ରହିଛନ୍ତି । କେଜି ପ୍ରତି ୨୦-୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ୧୫୦ ଟଙ୍କା ପାରି କରିସାରିଲାଣି । ଫଳରେ ଟମାଟୋ ପାଇଁ ପରିବାରର ରୋଷେଇ ବଜେଟ୍…

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟୁନିଫର୍ମ ରଙ୍ଗ ବଦଳିଲା: ୧୫ ତାରିଖ ସୁଦ୍ଧା ବଣ୍ଟନ ସାରିବାକୁ ଜିଲ୍ଲାପାଳ ଓ DEOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ରାଜ୍ୟର ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା-ମୋଜା ମିଳିବ । ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଏହି…

୫ଦିନ ଛୁଟିରେ ରହିବା ପରେ ଫେରିଥିଲେ କନଷ୍ଟେବଲ : ଥାନା ସାମ୍ନା ପୋଖରୀରୁ ମୃତଦେହ ଉଦ୍ଧାର କାରଣ ଅସ୍ପଷ୍ଟ

ହାଟଡିହି : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଗାଁରେ ଏକ ଅଭାବନୀୟ ଘଟଣା ସ୍ନାକୁ ଆସିଛି । ନନ୍ଦିପଦା ଥାନାର ଜଣେ କନଷ୍ଟେବଲଙ୍କ ମୃତଦେହ ଥାନା ସାମ୍ନା ପୋଖରୀରୁ ଉଦ୍ଧାର ହୋଇଛି । ମୃତ କନଷ୍ଟେବଲଙ୍କ ନାମ ପ୍ରଦୀପ ନାୟକ ।…

ରାଶିଫଳ(ମଙ୍ଗଳବାର,୧୧ ଜୁଲାଇ,୨୦୨୩)

ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି।…

(Video) ବିବାହ ଭୋଜି ଖାଇ ଫେରୁଥିବା ବେଳେ କେନାଲକୁ ଖସିଲା ବସ: ୭ ଜଣଙ୍କ ମୃତ୍ୟୁ, ୧୫ ଜଣ ଆହତ

ନୂଆଦିଲ୍ଲୀ: ବିବାହ କାର୍ଯ୍ୟ ସାରି ଫେରୁଥିବା ସମୟରେ ଘଟିଗଲା ଏକ ବଡ଼ ଅଘଟଣ । କ୍ଷଣିକ ମଧ୍ୟରେ ଉଭେଇ ଯାଇଥିଲା ସବୁ ଖୁସି । ଏଥିସହିତ ଏହି ଦୁର୍ଘଟଣାରେ ଚାଲିଯାଇଥିଲା ଅନେକଙ୍କ ଜୀବନ । ଆନ୍ଧ୍ରପ୍ରଦେଶରୁ ଆସିଛି ଏଭଳି…

ଗୋଡ଼ଭଙ୍ଗା ଘାଟିରେ ଭୟଙ୍କର ଦୁର୍ଘଟଣା : ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ଆନନ୍ଦପୁର : ଓଡିଶାରେ ଲଗାତାର ଭାବେ ଘଟିଯାଲିଛି ଦୁର୍ଘଟଣା । ବିଳମ୍ବିତ ରାତିରେ ଆନନ୍ଦପୁର ସାତକୋଶିଆ ଘାଟିରେ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ଏହି ଘାଟି ଦେଇ ଶହ ଶହ ବସ ପ୍ରତ୍ୟେକ ଦିନ…